Tag Archives: Dharitri Editorial

ଆର ପଟେ ଚାଇନା

ନେପାଳରେ ମାର୍ଚ୍ଚ ୨୮ରେ ଦେଖାଇଥିବା ରାଜତନ୍ତ୍ର ସପକ୍ଷବାଦୀ ବିକ୍ଷୋଭରେ ଏବେ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ଘଟିବା ସହ ୧୧୦ ଜଣ ଗିରଫ ହୋଇଛନ୍ତି। ନେପାଳରେ ରାଜତନ୍ତ୍ରଠାରୁ ଆରମ୍ଭକରି ଗଣତାନ୍ତ୍ରିକ ସରକାର ପର୍ଯ୍ୟନ୍ତ ଏକ ସୁଦୀର୍ଘ ଇତିହାସ ରହିଛି। ନେପାଳ ରାଜତନ୍ତ୍ରରେ…

ବୈବାହିକ ସମ୍ପର୍କରେ ତିକ୍ତତା

ବାହାଘରର କିଛି ମାସ ପରେ ଆମେ ଶୁଣୁଛୁ ସ୍ବାମୀ-ସ୍ତ୍ରୀ ଭିତରେ ଝଗଡା ହେଉଛି ଓ ସେମାନେ ଡିଭୋର୍ସ ଫାଇଲ କରିଛନ୍ତି। ଏଭଳି ପରିସ୍ଥିତି ଉଭୟ ଲଭ ମ୍ୟାରେଜ ଓ ଆରେଞ୍ଜ ମ୍ୟାରେଜରେ ଦେଖାଦେଉଛି। ଆଗରୁ ଆରେଞ୍ଜ ମ୍ୟାରେଜରେ ସ୍ବାମୀ-ସ୍ତ୍ରୀ ଭିତରେ ପଡୁ…

ଧନୀ କିଏ ନା ଦରିଦ୍ର କିଏ

ବିଶ୍ୱର ସର୍ବଶ୍ରେଷ୍ଠ ଧନୀମାନଙ୍କର ତାଲିକା ସମୟ ସମୟରେ ଗଣମାଧ୍ୟମରେ ପ୍ରକାଶିତ ହେବା ଆମ ଆଖିରେ ପଡେ। ସେହିପରି ସବୁଠାରୁ ଧନୀ ଦେଶ ହିସାବରେ କୌଣସି ଭୂଖଣ୍ଡ ଆମ ଆଲୋଚନାର ପରିସରଭୁକ୍ତ ହୋଇଯାଏ। ଗାଅଁାରେ କୌଣସି ସ୍ଥାନରେ ଦୁଇ ଚାରିଜଣ ଏକାଠି ହେଲେ…

ସମାବର୍ତ୍ତନ ଉତ୍ସବ- ସେଦିନ ଓ ଆଜି

ତ୍ରୀଛାତ୍ରମାନଙ୍କ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତି ପରେ ସ୍ବଗୃହ ପ୍ରତ୍ୟାବର୍ତ୍ତନକୁ ସମାବର୍ତ୍ତନ କୁହାଯାଏ। ଏହି ଉପଲକ୍ଷେ ଯେଉଁ ଉତ୍ସବ ଆୟୋଜିତ ହୁଏ ତାହା ସମାବର୍ତ୍ତନ ଉତ୍ସବ । ଏହା ସାଧାରଣତଃ ଗ୍ରାଜୁଏଟ୍‌, ପୋଷ୍ଟ ଗ୍ରାଜୁଏଟ୍‌ ଡକ୍ଟରେଟ୍‌ ଡିଗ୍ରୀଧାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥାଏ। ଏହାପରେ…

ଡିଜିଟାଲ ଠକେଇ

ଚଳିତ ବର୍ଷ ଓଡ଼ିଶାରେ ଘଟିଥିବା ଦୁଇଟି ଡିଜିଟାଲ ଠକେଇ ଅତ୍ୟନ୍ତ ଚିନ୍ତାଜନକ। ୨୦୨୫ ଫେବୃଆରୀରେ ସେକ୍ସଟର୍ସନର ଶିକାର ହୋଇ କଟକର ୩୫ ବର୍ଷୀୟା ଜଣେ ମହିଳା ଡାକ୍ତର ଆତ୍ମହତ୍ୟା କରିଥିଲେ। ଉଲ୍ଲେଖନୀୟ ଯେ, ଏହି ମହିଳା ବିବାହ ପରେ ଛାଡ଼ପତ୍ର ଦେଇ…

ହଜିବାରେ ଆନନ୍ଦ

ରୁକୁଳରେ ଶିକ୍ଷା ସମାପ୍ତ ପରେ ଶିକ୍ଷ୍ୟର ଜ୍ଞାନ ପରୀକ୍ଷା ନିମନ୍ତେ ଗୁରୁ ତାଙ୍କ ଶିଷ୍ୟକୁ ପ୍ରଶ୍ନ ପଚାରିଲେ; ୧ରେ ୧ ଯୁକ୍ତ କଲେ ଉତ୍ତର କ’ଣ ହେବ? ଶିଷ୍ୟ କହିଲେ, ‘୧’ ହେବ ା ଗୁରୁ ପୁଣି ପଚାରିଲେ ତା’ହେଲେ ୧ରୁ…

ଓଡ଼ିଆ ଭାଷାର ଭବିଷ୍ୟତ

ଉ ଯେତେ ଭାଷା ଶିଖୁଛ ଶିଖ, ନିଜ ମାତୃଭାଷା ମହତ ରଖ! ଏହି ଉକ୍ତିଟିକୁ ଅନୁଶୀଳନକଲେ ମାତୃଭାଷାର ଗୁରୁତ୍ୱ ବିଷୟରେ ଚିନ୍ତାକରିବାକୁ ପ୍ରତ୍ୟେକ ସଚେତନ ବ୍ୟକ୍ତି କିଛି ସମୟ ପାଇଁ ବାଧ୍ୟ ହୁଅନ୍ତି। ସାମ୍ପ୍ରତିକ ସମୟରେ ଭାଷା ବ୍ୟକ୍ତିର ଚିନ୍ତାକରିବା ଏବଂ…

ଶିକ୍ଷା ପାଣ୍ଠି

ମାର୍ଚ୍ଚ ୧୦ ତାରିଖରେ ଲୋକ ସଭାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାମିଲନାଡୁର ଡିଏମ୍‌କେ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଜାତୀୟ ଶିକ୍ଷାନୀତି (ଏନ୍‌ଇପି) ଓ ପିଏମ୍‌ଶ୍ରୀ ଯୋଜନାକୁ ଅଗ୍ରାହ୍ୟ କରି ପିଲାମାନଙ୍କ ଭବିଷ୍ୟତକୁ ବିପଦରେ ପକାଉଛନ୍ତି। ତେବେ ତାମିଲନାଡୁ…

ଛାତ୍ରନେତ୍ରୀରୁ ମୁଖ୍ୟମନ୍ତ୍ରୀ

ତ୍ର ଜୀବନରେ ରାଜନୀତି କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ କମ୍‌ ବାସ୍ତବ ରାଜନୀତିର ଶୀର୍ଷରେ ପହଞ୍ଚତ୍ଥାଆନ୍ତି। ପୁଣି ଯିଏ କ୍ଷମତା ରାଜନୀତିରେ ତିଷ୍ଠି ଯାଆନ୍ତି ଓ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରନ୍ତି, ସେମାନେ ଅନ୍ୟମାନଙ୍କ ସକାଶେ ଉଦାହରଣ ପାଲଟିବା ସହ…

ଆଚାର, ବିଚାର, ସଂସାର

ଗତ ବର୍ଷ ଡିସେମ୍ବର ମଧ୍ୟଭାଗରେ ଗଣମାଧ୍ୟମରେ ଚର୍ଚ୍ଚିତ ଦୁଇଟି ଲୋମହର୍ଷଣକାରୀ ଘଟଣା ଏମିତି ଥିଲା ଯେ, ଯାହା ବାଧ୍ୟ କରିଥିଲା ସାଂସାରିକ ଜୀବନକୁ ନେଇ କିଛି ଲେଖିବାକୁ। ପ୍ରଥମ ଘଟଣାଟି ଇସ୍ପାତ ନଗରୀ ରାଉରକେଲାର। ବିବାହର ବର୍ଷଟିଏ ବି ଯାଇନାହିଁ ସାତମାସର…

ତଥ୍ୟ ଅପେକ୍ଷାରେ

କେନ୍ଦ୍ର ସରକାର କହନ୍ତି, ଭାରତର ଜନଗଣନା ହେଉଛି ବିଭିନ୍ନ ପରିସଂଖ୍ୟାନ ତଥ୍ୟର ସବୁଠୁ ବଡ଼ ଉତ୍ସ। ଏହି ତଥ୍ୟ ଭାରତୀୟଙ୍କ ବିଭିନ୍ନ ବିଶେଷତା ଉପରେ ଆଧାରିତ। ୧୩୦ ବର୍ଷରୁ ଊର୍ଦ୍ଧ୍ୱ ଇତିହାସ ଥିବା ଏହି ଭରସାଯୋଗ୍ୟ ଜନଗଣନା ପ୍ରତି ୧୦ ବର୍ଷରେ…

ବ୍ୟବସାୟରେ ଧର୍ମ

ନିଜକୁ ଆତ୍ମଘୋଷିତ ଈଶ୍ୱର ଓ ବାବା ବୋଲି ଘୋଷଣା କରିବା ଏକ ପ୍ରକାର ବାଚାଳତା ଓ ସମଗ୍ର ସମାଜ, ମାନବ ଜଗତକୁ ତଥା ଈଶ୍ୱରଙ୍କର ସୃଷ୍ଟିକୁ ହେୟଜ୍ଞାନ କରିବା ସହିତ ସମାନ। ଆଧୁନିକ ସମାଜରେ ଏମିତି କିଛି ଗୋଷ୍ଠୀ ଅଛନ୍ତି ଏମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?