Tag Archives: Dharitri Editorial

ଲୋହାନିଙ୍କୁ ଦାୟିତ୍ୱ

ଅଶ୍ୱିନୀ ଲୋହାନିଙ୍କୁ ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟ ଓ ପୁସ୍ତକାଳୟର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ନିଯୁକ୍ତି କେବଳ କ୍ୟାରିୟରର ଏକ ମୋଡ଼ ନୁହେଁ, ବରଂ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଅଭିଜ୍ଞତା ସାଉଁଟିବା ପରେ ଏବେ ସେ ପୂର୍ବ ଦାୟିତ୍ୱକୁ ଫେରିଛନ୍ତି।…

ପ୍ଲାଷ୍ଟିକ ସଙ୍କଟ ଓ ପ୍ରତିକାର

ଏକ ଚମତ୍କାର ସାମଗ୍ରୀ ରୂପେ ପ୍ଲାଷ୍ଟିକ୍‌ର ବ୍ୟବହାର ଉପରେ ମାନବଜାତିର ନିର୍ଭରଶୀଳତା କ୍ରମଶଃ ଯେତିକି ବୃଦ୍ଧିପ୍ରାପ୍ତ ହେଉଛି, ବୈଜ୍ଞାନିକ ଗବେଷଣାଲବ୍ଧ ତଥ୍ୟସବୁ ଏହାର ନକାରାତ୍ମକ ଦିଗକୁ ସେତେ ସ୍ପଷ୍ଟ ଭାବରେ ଉନ୍ମୋଚିତ କରୁଛି। ଏକ ବୈପ୍ଲବିକ ପରିବର୍ତ୍ତନକାରୀ ସାମଗ୍ରୀ ରୂପେ ବିଂଶ…

ମଣିଷତ୍ୱ ହ୍ରାସ ପାଉଛି

ଭାରତ ଉପରେ ଯେତେବେଳେ ଇଂରେଜ ଶାସନ କରୁଥିଲେ, ସେତେବେଳେ ତାଙ୍କ ନିଜ ସୁବିଧା ଓ ଯାତାୟାତ ପାଇଁ ବମ୍ବେରୁ ଠାଣେ ପର୍ଯ୍ୟନ୍ତ ରେଳ ଲାଇନ୍‌ ପକାଇ ୧୬ ଏପ୍ରିଲ ୧୮୫୩ରେ ପ୍ରଥମେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ କରିଥିଲେ। ଏବେ ‘ଇଣ୍ଡିଆନ୍‌…

ଏବେ ଡିଜିପିନ୍‌

ଭାରତୀୟ ଡାକ ୧ ଅକ୍ଟୋବର ୧୮୫୪ରେ ଇଂରେଜ ଅମଳରେ ପ୍ରତିଷ୍ଠା କରାଯାଇଥିଲା। ଯୋଗାଯୋଗର ପ୍ରମୁଖ ମାଧ୍ୟମ ରହିଆସିଥିବା ଏହି ବିଭାଗର ଗୁରୁତ୍ୱ ପୋଷ୍ଟକାର୍ଡ ଭଳି ଚିଠିପତ୍ର, ମନି ଅର୍ଡର ପରି ଅତ୍ୟାବଶ୍ୟକ ସେବା ଯୋଗାଇ ଲୋକଙ୍କ ପ୍ରିୟ ହୋଇପାରିଥିଲା। ହାତପାଆନ୍ତାରେ ଥିବା…

ଏଇ ଭାରତରେ

ସ୍ବାର୍ଥ ପାଇଁ ବେଳେବେଳେ ରକ୍ତସମ୍ପର୍କୀୟମାନେ ବି ବିଶ୍ୱାସଘାତକତା କରିବାକୁ ପଛାନ୍ତି ନାହିଁ। ହେଲେ ବିଶ୍ୱସ୍ତ ପ୍ରାଣୀ କୁକୁର କିନ୍ତୁ ଆବଶ୍ୟକସ୍ଥଳେ ମାଲିକର ଜୀବନ ରକ୍ଷା କରିବା ପାଇଁ ନିଜ ଜୀବନକୁ ବି ବାଜି ଲଗାଇ ଦେଇଥାଏ। ଠିକ୍‌ ଏମିତି ଏକ ଉଦାହରଣ…

ମୁଁ ମୂଲିଆ କହୁଛି

ମୂଲିଆ। ମୂଲ ନ ଲାଗିଲେ ଘରେ ଆମର ଚୁଲି ଅଜଳା ରହେ। ଆଉ ସାଧାରଣତଃ ଆମେ ବହୁକୁଟୁମ୍ବୀ। ସହରରେ ମୂଲ ଅଧିକା। କାମ ବି ମିଳେ। କିନ୍ତୁ ଗାଁ ଗହଳିରେ କାମ ମିଳୁଛି ବା କାହାକୁ ! ସମସ୍ତେ ତ ଆମ…

ମାନବ ବ୍ୟଥାର ଚିରପୂଜାରିଣୀ

ନନ୍ଦିନୀ ଶତପଥୀଙ୍କ ଜନ୍ମ ୯ ଜୁନ୍‌ ୧୯୩୧ରେ। ୯୪ ବର୍ଷ ତଳର କଥା । ବାପା ପଦ୍ମଭୂଷଣ କାଳିନ୍ଦୀଚରଣ ପାଣିଗ୍ରାହୀ ଯେଉଁଦିନ ତାଙ୍କର କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ର ଲେଖା ସାରିଥିଲେ, ସେହିଦିନ ପୃଥିବୀର ମାଟି ଛୁଇଁଥିଲେ ନନ୍ଦିନୀ। ଅକ୍ଷର-ଯଜ୍ଞ ଭିତରୁ…

ମୂଳ ବିନ୍ଦୁ

କିଛି ଦିନର ନୀରବତା ପରେ ମଣିପୁର ପୁଣି ଜଳିଲାଣି। ମେଇତି ସମ୍ପ୍ରଦାୟର ଅରାମ୍ବାଇ ତେଙ୍ଗୋଲ ଗ୍ରୁପ୍‌ର ନେତା କାନନ ସିଂ ଓ ତାଙ୍କ କିଛି ସମର୍ଥକଙ୍କୁ ଶନିବାର ରାତିରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଗିରଫ କରିବା ପରେ ସଦ୍ୟ ହିଂସା ଆରମ୍ଭ…

ଏଇ ଭାରତରେ

ଶିକ୍ଷୟିତ୍ରୀଙ୍କ ବୟସ ୪୮। କିନ୍ତୁ ସେ ପଢ଼ାଉନ୍ତି ତାଙ୍କଠାରୁ ଅଧିକ ବୟସ୍କା ମହିଳାଙ୍କୁ। ଏମିତି ଏକ ଶିକ୍ଷାଦାନ କେନ୍ଦ୍ର ଚାଲିଛି ଗୁଜରାଟ ସୁରଟରେ। ଏଠାରେ ବୀଣା କଳାଥିୟା ୧୨୦ ଜଣ ମହିଳାଙ୍କୁ ପ୍ରତିଦିନ ଅପରାହ୍ନ ୩ଟାରୁ ୫ଟା ଯାଏ ପଢ଼ାଇ ସାକ୍ଷର…

କପେ ଚା’ର ମୂଲ୍ୟ

ରେ ଗୋଟିଏ ବ୍ୟକ୍ତିଗତ କାମ ନେଇ ଆମ ବ୍ଲକ କାର୍ଯ୍ୟାଳୟକୁ ଯାଇଥିବା ଅବସରରେ ସମସ୍ତଙ୍କ ମୁହଁରେ ବଡ଼ବାବୁ (ହେଡ୍‌କ୍ଲର୍କ)ଙ୍କ ପ୍ରଶଂସା ଶୁଣିବାକୁ ପାଇଲି। ଫଳରେ ମୋ କାମଟି ସହଜ ଓ ସରଳରେ ହୋଇଯିବ ବୋଲି ଭାବି ଯେତିକି ଆନନ୍ଦିତ ହେଉଥିଲି ତା’ଠାରୁ…

ଏକ କୁଲିର କାହାଣୀ

କଟକ ରେଳଷ୍ଟେଶନର ପଛପଟେ ଥାଏ ଏକ କୁଲିବସ୍ତି। ସେହି ବସ୍ତିରେ ଅନେକପ୍ରକାର ଦୁରାରୋଗ୍ୟ ଦେଖାଦିଏ। ଭାରି ଅପରିଷ୍କାର ଓ ଅପରିଚ୍ଛନ୍ନ ବସ୍ତିଟି। କୁଢ଼ କୁଢ଼ ମଇଳା ଭିତରେ ଗଣେଶ କୁଲି, ତା’ ସ୍ତ୍ରୀ ସବିତା ଓ ତା’ର ଗୋଟିଏ ଛୋଟ ଝିଅ…

ବିପଦରେ ତିବ୍ବତ ମାଳଭୂମି

ସମୁଦ୍ର ପତନଠାରୁ ବହୁ ଉଚ୍ଚରେ ଥିବା ତିବ୍ବତ ମାଳଭୂମି ହେଉଛି ବିଶାଳ ହିମ ଭଣ୍ଡାର। ଉତ୍ତର ମେରୁ ଓ ଆଣ୍ଟାର୍କଟିକାକୁ ବାଦ୍‌ ଦେଲେ ଏଠାରେ ସବୁଠୁ ଅଧିକ ମଧୁର ଜଳ ଗଚ୍ଛିତ ହୋଇ ରହିଛି। ଏହା ମଧ୍ୟ ଏସିଆର ୧୦ଟି ପ୍ରମୁଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?