Tag Archives: cricket

ଗୋଟିଏ ଦିନରେ ୫ ବଡ଼ ନିଷ୍ପତ୍ତି ନେଲା BCCI, ଜାଣନ୍ତୁ ଖେଳାଳିଙ୍କ ଲାଗି କ’ଣ କ’ଣ ଆଗକୁ ବଦଳିଯିବ…?

ନୂଆଦିଲ୍ଲୀ,୧୪।୧: ଅଷ୍ଟ୍ରେଲିଆ ଗସ୍ତରେ ଟିମ ଇଣ୍ଡିଆର ଖରାପ ପ୍ରଦର୍ଶନ ପରେ ବିସିସିଆଇ ଶନିବାର ଏକ ସମୀକ୍ଷା ବୈଠକ କରିଥିଲା। ଏହି ଅବସରରେ ବୋର୍ଡ ଅନେକ ବଡ଼ ଏବଂ କଠିନ ନିଷ୍ପତ୍ତି ନେଇଛି। ଏବେ ଖେଳାଳିମାନଙ୍କ ପତ୍ନୀମାନେ ବିଦେଶ ଗସ୍ତରେ ସେମାନଙ୍କ ସହିତ…

‘କୋହଲିଙ୍କୁ ପୁଣି ଅଧିନାୟକ କରାଯାଉ’; କାହିଁକି ଏବଂ କିଏ କରୁଛି ଏଭଳି ଦାବି… 

ନୂଆଦିଲ୍ଲୀ,୪।୧: ତିନି ବର୍ଷ ପୂର୍ବେ ଟିମ୍‌ ଇଣ୍ଡିଆର ଅଧିନାୟକ ପଦ ଛାଡ଼ିଥିବା ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ପୁଣିଥରେ ମଇଦାନରେ ନିଜର ପୁରୁଣା ଷ୍ଟାଇଲ୍‌ରେ ନଜର ଆସିଥିଲେ। ସିଡନୀ ଟେଷ୍ଟରୁ ରୋହିତ ଶର୍ମା ନିଜକୁ ଦୂରେଇ ନେଇଥିଲେ, ଏହାପରେ ଉପ ଅଧିନାୟକ…

୨୦୨୫ରେ ରୋହିତ-ବିରାଟଙ୍କୁ ବଡ଼ ଝଟ୍‌କା ଦେବ BCCI? ହୋଇପାରେ କୋଟି କୋଟି ଟଙ୍କାର କ୍ଷତି, ଏହି ଖେଳାଳି ପାଇବେ ଲାଭ…

ନୂଆଦିଲ୍ଲୀ,୧।୧: ଟିମ୍‌ ଇଣ୍ଡିଆ ଲାଗି ବର୍ଷ ୨୦୨୪ ବେଶ ରୋମାଞ୍ଚକର ଥିଲା। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ଭେଟେରାନ ଏହି ବର୍ଷ ଫିକା ପଡ଼ିଥିବା ବେଳେ ଯଶସ୍ବୀ ଜୈସଓ୍ବାଲ ଏବଂ ନୀତୀଶ କୁମାର ରେଡ୍ଡି ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନକୁ…

ଫୁଲଟସ୍‌ ବଲ୍‌ରେ ଛକା ମାରି ଟଳିପଡ଼ିଲେ…କ୍ରିକେଟ ମଇଦାନରେ ଖେଳାଳିଙ୍କ ଦୁଃଖଦ ମୃତ୍ୟୁ

ମୁମ୍ବାଇ,୩୦।୧୨: ମହାରାଷ୍ଟ୍ରର ଜଲନା ସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଖ୍ରୀଷ୍ଟମାସ ଅବସରରେ ‘ଫ୍ରେସର ବଏଜ’ ଗ୍ରାଉଣ୍ଡରେ ଏକ କ୍ରିକେଟ ଟୁର୍ନାମେଣ୍ଟର ଆୟୋଜନ କରାଯାଇଥିଲା। ଖେଳ ସମୟରେ ଜଣେ କ୍ରିକେଟର ଛକା ମାରିବା ମାତ୍ରେ ସେ ହଠାତ୍‌ ତଳେ ପଡ଼ିଯାଇ…

‘ମୋ ବାପାଙ୍କୁ କ୍ଷମା କରିଦିଅ’…ସନ୍ନ୍ୟାସ ନେବାର ଦିନକ ପରେ…

ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିଆ ବିପକ୍ଷ ଗାବା ଟେଷ୍ଟ ଶେଷ ହେବା ପରେ ସନ୍ନ୍ୟାସ ଘୋଷଣା କରିଛନ୍ତି ଭାରତୀୟ ଭେଟେରାନ ବୋଲର୍‌ ରବିଚନ୍ଦ୍ରନ ଅଶ୍ୱିନ। ଧୋନୀଙ୍କ ଭଳି ହଠାତ ତାଙ୍କର ଏଭଳି ଘୋଷଣା ସମସ୍ତଙ୍କୁ ଚମକାଇଛି, କାରଣ ସେ ଏବେ ବି ଭଲ କ୍ରିକେଟ…

ନ୍ୟୁଜିଲାଣ୍ଡକୁ ମିଳିଲା ଦିନିକିଆ-ଟି୨୦ର ନୂଆ ଅଧିନାୟକ

ନୂଆଦିଲ୍ଲୀ,୧୮।୧୨: ମିଚେଲ ସାଣ୍ଟନରଙ୍କୁ ଆଧିକାରୀକ ଭାବେ ନ୍ୟୁଜିଲାଣ୍ଡର ହ୍ବାଇଟ୍‌ ବଲ୍‌ ଟିମ୍‌ର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ସେ କେନ୍‌ ଓ୍ବିଲିୟମସନଙ୍କ ସ୍ଥାନ ନେବେ, ଯିଏ କି ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ଟି୨୦ ବିଶ୍ୱକପ୍‌ରୁ ଦଳ ବାହାର ହେବା ପରେ ପଦ…

ICC ଅଧ୍ୟକ୍ଷ ପଦ ସମ୍ଭାଳିଲେ ଜୟ ଶାହା, ଚାମ୍ପିୟନ୍ସ ଟ୍ରଫିକୁ ନେଇ ନିଷ୍ପତ୍ତି ପୂର୍ବରୁ…

ନୂଆଦିଲ୍ଲୀ,୧।୧୨: ଆଇସିସି ଅଧ୍ୟକ୍ଷ ଭାବେ ନିଜର କାର୍ଯ୍ୟକାଳ ଆରମ୍ଭ କରିଛନ୍ତି ଜୟ ଶାହା। ତାଙ୍କୁ ଏବେ ୩୫ ବର୍ଷ ହୋଇଥିବା ଯୋଗୁ ସେ ସବୁଠାରୁ କମ୍‌ ବୟସର ଆଇସିସି ଅଧ୍ୟକ୍ଷ ପାଲଟିଛନ୍ତି। ଚାମ୍ପିୟନ୍ସ ଟ୍ରଫିକୁ ନେଇ ବିବାଦ ଚାଲିଥିବା ବେଳେ ଶାହା…

ଭାରତ ଜିଦ୍‌ ଆଗରେ ନଇଁଲା ପାକିସ୍ତାନ, ହାଇବ୍ରିଡ୍‌ ମଡେଲ ପାଇଁ ହେଲା ରାଜି , ରଖିଲା ବଡ଼ ସର୍ତ୍ତ…

ଦୁବାଇ,୩୦।୧୧: ଆସନ୍ତା ବର୍ଷ ପାକିସ୍ତାନରେ ଖେଳାଯିବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ଆୟୋଜନକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱରେ ପଡିଛି ପୂର୍ଣ୍ଣଚ୍ଛେଦ। ଆଇସିସି ମଧ୍ୟସ୍ଥତାରେ ଅନୁଷ୍ଠିତ ବୈଠକରେ ହାଇବ୍ରିଡ ମଡେଲ ପାଇଁ ସହମତି ପ୍ରକାଶ କରିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ମୁଖ୍ୟ…

ଦଳର ସମସ୍ତ ୧୧ ଖେଳାଳି କଲେ ବୋଲିଂ, ଉଇକେଟକିପରଙ୍କୁ ବି ମିଳିଲା ଉଇକେଟ; ନିଆରା ବିଶ୍ୱ ରେକର୍ଡ କଲା…

ନୂଆଦିଲ୍ଲୀ,୨୯।୧୧: ଟି୨୦ କ୍ରିକେଟ ବେଶ ରୋମାଞ୍ଚକର। କାରଣ ଏଥିରେ ବ୍ୟାଟିଂ, ବୋଲିଂ ସହ ଫିଲ୍ଡିରେ ଏକାଧିକ ରେକର୍ଡ ହୁଏ। ହେଲେ ଏବେ ସୈୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟରେ ବିଶ୍ୱ ରେକର୍ଡ ହୋଇଛି। ମଣିପୁର ବିପକ୍ଷ ମୁକାବିଲାରେ ଦିଲ୍ଲୀର ଟିମ୍‌ ୧୧ଜଣ ଖେଳାଳିଙ୍କୁ…

ବୁମ୍‌ରାଙ୍କୁ ନେଇ ଅଷ୍ଟ୍ରେଲିଆ ଖେଳାଳିଙ୍କ ମଧ୍ୟରେ ଛନକା, ଟ୍ରାଭିସ ହେଡ୍‌ କହିଲେ…

ଆଡିଲେଡ,୨୮।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ପର୍ଥରେ ଖେଳାଯାଇଥିଲା। ଏଥିରେ ଆୟୋଜକ ଟିମ୍‌କୁ ୨୯୫ ରନ୍‌ରେ ପରାଜିତ ହେବାକୁ ପଡ଼ିଥିଲା। ଅଷ୍ଟ୍ରେଲିଆର ଏହି ହାର୍‌ର ସ୍କ୍ରିପ୍ଟ ଜସପ୍ରିତ୍‌ ବୁମ୍‌ରା ଲେଖିଥିଲେ। ସେ ମ୍ୟାଚ୍‌ରେ ୫ ଉଇକେଟ ନେଇଥିଲେ। ଏହାପରଠାରୁ କଙ୍ଗାରୁ ଟିମ୍‌ରେ…

ରାତାରାତି ବଦଳିଗଲା ଏହି କ୍ରିକେଟରଙ୍କ ଭାଗ୍ୟ, ଖରାପ ଫର୍ମ ଯୋଗୁ ରିଲିଜ କରିଥିଲା ପଞ୍ଜାବ, ୫୫ଗୁଣା ଅଧିକ ଟଙ୍କା ଦେଇ କିଣିଲା RCB

ନୂଆଦିଲ୍ଲୀ,୨୮।୧୧: ଆଇପିଏଲ୍‌ ୨୦୨୫ ମେଗା ଅକ୍ସନ ଅନେକ ମାମଲାରେ ସ୍ବତନ୍ତ୍ର ଥିଲା। କାରଣ ଏଥିରେ ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ପାଇଁ ସମସ୍ତ ରେକର୍ଡ ଭାଙ୍ଗିଛି। ଋଷଭ ପନ୍ତ, ଶ୍ରେୟାସ ଆୟର ଏବଂ ଭେଙ୍କଟେଶ ଆୟର ସବୁଠାରୁ ମହଙ୍ଗା ଖେଳାଳି ଭାବେ…

ମାତ୍ର ୧୮ ବଲ୍‌ରେ ଜିତିଗଲେ T20 ମ୍ୟାଚ୍‌, ୧୦ ରନ୍‌ ବି ଛୁଇଁ ପାରିଲେ ନାହିଁ କୌଣସି ଖେଳାଳି

ନୂଆଦିଲ୍ଲୀ,୨୭।୧୧: ଭାରତର ଘରୋଇ କ୍ରିକେଟରେ ଏବେ ସୈୟଦ ମୁସ୍ତାକ ଅଲୀ ଟୁର୍ନାମେଣ୍ଟ ୨୦୨୪ ଖେଳାଯାଉଛି। ୩୮ ଟିମ୍‌ ମଧ୍ୟରେ ଖେଳାଯାଉଥିବା ଏହି ଟୁର୍ନାମେଣ୍ଟରେ ଅଜବ କ୍ରିକେଟ ଦେଖିବାକୁ ମିଳିଛି। ଅରୁଣାଚଳ ପ୍ରଦେଶ ଏବଂ ଜମ୍ମୁ କଶ୍ମୀର ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌୍‌ରେ ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?