ମାତ୍ର ୨୨ ବର୍ଷରେ ଇତିହାସ ରଚିଲେ ଯଶସ୍ବୀ ଜୟସ୍ବାଲ
ନୂଆଦିଲ୍ଲୀ,୧୬।୧: ଭାରତର ତାରକା ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ୨୨ ବର୍ଷ ବୟସରେ ଇତିହାସ ସୃଷ୍ଟି କରିଛନ୍ତି। ୨୨ ବର୍ଷ ବୟସରେ ଅନ୍ତର୍ଜାତୀୟ ଟି-୨୦ରେ ୫ ଥର ୫୦ରୁ ଅଧିକ ରନ ସ୍କୋର କରିଥିବା ଜୟସ୍ବାଲ ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି। ଆଫଗାନିସ୍ତାନ…
ଚମକିଲା କେ.ଏସ ଭରତଙ୍କ ଭାଗ୍ୟ
ନୂଆଦିଲ୍ଲୀ,୧୪।୧: ଜାନୁଆରୀ ୨୫ରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଉଇକେଟ କିପର ବ୍ୟାଟ୍ସମ୍ୟାନ କେ.ଏସ ଭରତଙ୍କ ଭାଗ୍ୟ ଉଜ୍ଜ୍ୱଳ ଦେଖାଯାଉଛି। ଭାରତର ପ୍ଲେଇଙ୍ଗ-୧୧ରେ ସାମିଲ ପାଇଁ କେ.ଏସ ଭରତଙ୍କ ପାଇଁ ରାସ୍ତା ଖୋଲାଯାଇଛି। ବାସ୍ତବରେ ଦଳ ପରିଚାଳନା ସ୍ପଷ୍ଟ କରିଛି…
କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର ଆଜମ
ନୂଆଦିଲ୍ଲୀ,୧୪।୧: ପାକିସ୍ତାନର ପୂର୍ବତନ ଅଧିନାୟକ ବାବର ଆଜାମଙ୍କ ଉତ୍କୃଷ୍ଟ ଫର୍ମ ଟି-୨୦ କ୍ରିକେଟରେ ଜାରି ରହିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ବାବର ଆଜମ କ୍ରମାଗତ ଦ୍ୱିତୀୟ ପଚାଶ ସ୍କୋର କରିଥିଲେ। ଏହି ପଚାଶଟି ସହିତ ବାବର ଆଜମ ବିରାଟ କୋହଲିଙ୍କୁ ମଧ୍ୟ ପରାସ୍ତ…
ରାହୁଲ ଦ୍ରାବିଡଙ୍କ କୋଚ୍ କିଏ ଜାଣନ୍ତି? ଯିଏ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କରିଥିଲେ ଡେବ୍ୟୁ, ୯୧ ରନ୍ରେ ୮ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ…
ନୂଆଦିଲ୍ଲୀ,୧୧।୧: ଟିମ୍ ଇଣ୍ଡିଆର କୋଚ୍ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି ରାହୁଲ ଦ୍ରାବିଡ। ହେଲେ କ’ଣ ଆପଣ ଦ୍ରାବିଡଙ୍କ କୋଚ୍ଙ୍କୁ ଜାଣନ୍ତି, ଯିଏ କି ତାଙ୍କୁ ଭାରତୀୟ ଟିମ୍ ଲାଗି ଖେଳିବା ଲାଗି ସଠିକ୍ ମାର୍ଗଦର୍ଶନ ଦେଇଥିଲେ। ହୁଏତ ନା। କହିରଖିବୁ,…
‘ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ମଦ୍ୟପାନ କରନ୍ତି, କେବଳ ମୋତେ ବଦ୍ନାମ କରାଗଲା’
ନୂଆଦିଲ୍ଲୀ,୧୦।୧: ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ମଦ୍ୟପାନ କରନ୍ତି। ହେଲେ ତାଙ୍କ ଛବିକୁ ମଳିନ କରିବାକୁ ପ୍ରଚେଷ୍ଟା କରାଯାଇଥିବା ଅଭିଯୋଗ କରିଛନ୍ତି ଦଳର ପୂର୍ବତନ ଦ୍ରୁତ ବୋଲର୍ ପ୍ରବୀଣ କୁମାର। ନାଁ ନନେଇ ଜଣେ ବରିଷ୍ଠ ଖେଳାଳି ତାଙ୍କୁ ବଦନାମ କରିବାକୁ…
କେପ୍ଟାଉନ୍ର ନ୍ୟୁଲାଣ୍ଡ୍ସ ପିଚ୍କୁ ନେଇ ଅସନ୍ତୋଷ ବ୍ୟକ୍ତ କଲା ଆଇସିସି
ଦୁବାଇ, ୯ା୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଇଥିବା ନ୍ୟୁଲାଣ୍ଡ୍ସ ପିଚ୍ର ଲକ୍ଷଣକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ମ୍ୟାଚଟି ୫ଟି ସେସନ ଭିତରେ ସୀମିତ ରହଥିଲା। ଟେଷ୍ଟ କ୍ରିକେଟ ଇତିହାସରେ…
ସପ୍ତାହେ ମଧ୍ୟରେ ଦ୍ୱିତୀୟ ସନ୍ନ୍ୟାସ: ଏବେ ଦକ୍ଷିଣ ଆଫ୍ରିକାର ଏହି ବ୍ୟାଟ୍ସମ୍ୟାନ୍ କଲେ ଅବସର ଘୋଷଣା
କେପ୍ଟାଉନ୍,୯।୧: ଦକ୍ଷିଣ ଆଫ୍ରିକା ଉଇକେଟକିପର ବ୍ୟାଟ୍ସମ୍ୟାନ୍ ହେନେରିକ୍ କ୍ଲାସେନ୍ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ନେଇ ଘୋଷଣା କରିଛନ୍ତି। ୨୦୧୯ରେ ଭାରତ ବିପକ୍ଷରେ ଏହି ୩୨ ବର୍ଷୀୟ କ୍ରିକେଟର ନିଜର ଟେଷ୍ଟ ଡେବ୍ୟୁ କରିଥିଲେ। ନିଜର ସଂକ୍ଷିପ୍ତ କ୍ୟାରିୟରରେ ସେ ୪…
ଟି୨୦ ବିଶ୍ୱକପ୍ରେ ରୋହିତ- କୋହଲିଙ୍କୁ ଖେଳାଇବା ଉଚିତ, ସମର୍ଥନ ଜଣାଇ ଗାଭାସ୍କର କହିଲେ କାରଣ…
ନୂଆଦିଲ୍ଲୀ,୬।୧: ଜୁନ୍ରେ ହେବାକୁ ଥିବା ଟି୨୦ ବିଶ୍ୱକପ୍ରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଖେଳିବାକୁ ସମର୍ଥନ କରିଛନ୍ତି ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର। ଉଭୟ ଦଳ ପାଇଁ କେବଳ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ନୁହନ୍ତି ବରଂ ଭଲ ଫିଲ୍ଡର ମଧ୍ୟ। ଏଣୁ…
ICC T20 World Cup 2024 Schedule: ଟି୨୦ ବିଶ୍ୱକପ୍ ଲାଗି କାର୍ଯ୍ୟସୂଚୀ ଘୋଷଣା, ଜୁନ ୯ରେ ମହାମୁକାବିଲା…
ନୂଆଦିଲ୍ଲୀ, ୫ା୧: ଆଇସିସି ଟି୨୦ ବିଶ୍ୱକପ୍ ୨୦୨୪ର କାର୍ଯ୍ୟସୂଚୀ ଶୁକ୍ରବାର ଘୋଷଣା କରାଯାଇଛି। ଓ୍ବେଷ୍ଟଇଣ୍ଡିଜ ଓ ୟୁଏସ୍ଏ ମିଳିତ ଭାବେ ଆୟୋଜନରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟ ଜୁନ୍ ୧ରେ ଆରମ୍ଭ ହେବ। ଜୁନ୍ ୫ରେ ନ୍ୟୁୟର୍କଠାରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳି…
ଟିମ୍ ଇଣ୍ଡିଆର ଚିନ୍ତା ବଢ଼ାଇଲେ ସୂର୍ଯ୍ୟକୁମାର
କେପଟାଉନ୍,୨୨।୧୨: ଦକ୍ଷିଣ ଆଫ୍ରିକା ଗସ୍ତରେ ଆହତ ହୋଇଛନ୍ତି ଭାରତୀୟ ଟିମ୍ର ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ। ଫଳରେ ସେ ଆସନ୍ତା କିଛି ସପ୍ତାହ ଯାଏ କ୍ରିକେଟରୁ ଦୂରରେ ରହିବେ। ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଅନ୍ତିମ ଟି୨୦ ମୁକାବିଲାରେ ସୂର୍ଯ୍ୟକୁମାର ଆହତ…
କାହିଁକି ବଦଳିଲେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ? ଦଳର କ୍ରିକେଟ ମୁଖ୍ୟ କହିଲେ କାରଣ…
ନୂଆଦିଲ୍ଲୀ,୨୦।୧୨: ନିକଟରେ ପ୍ରଶଂସକଙ୍କୁ ଚମକାଇ ମୁମ୍ବାଇ ଇଣ୍ଡିଆନ୍ସ ଏହାର ଅଧିନାୟକ ପରିର୍ତ୍ତନ କରିଥିଲା। ରୋହିତ ଶର୍ମାଙ୍କ ସ୍ଥାନରେ ଦଳ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଯୁକ୍ତ କରିଛି। ଏହାକୁ ନେଇ ଚର୍ଚ୍ଚା ଥମୁ ନ ଥିବା ବେଳେ ଏଭଳି ନିଷ୍ପତ୍ତି ପଛର କାରଣ କହିଛନ୍ତି…
ରୋହିତଙ୍କ ସ୍ଥାନରେ କାହିଁକି ପାଣ୍ଡ୍ୟାଙ୍କୁ ଦିଆଗଲା ଅଧିନାୟକ ପଦ: ଏହା ପଛର କାରଣ କହିଲେ ଏବି ଡି ଭିଲିୟର୍ସ
ନୂଆଦିଲ୍ଲୀ,୧୭।୧୨: ୨୦୨୪ ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ଜର୍ସିରେ ରୋହିତ ଶର୍ମାଙ୍କ ଶେଷ ସିଜନ ହୋଇପାରେ। କାରଣ ଫ୍ରାଞ୍ଚାଇଜ ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ଅଧିନାୟକ ଭାବରେ ନିଯୁକ୍ତ କରିଛି। ଏହି ଖବର ଆସିବା ପରଠାରୁ ସୋସିଆଲ ମିଡିଆରେ…
Archives


