Tag Archives: Afghanistan

ଆଫଗାନିସ୍ତାନରେ ଜାଲ ବିଛାଉଛି ଚାଇନା, ପାକିସ୍ତାନ ସହ ହାତ ମିଳାଇ ଭାରତକୁ ଘେରିବାକୁ ବଡ଼ ଷଡ଼ଯନ୍ତ୍ର 

ଢ଼ାକା,୨୨।୫: ଭାରତ ନିରନ୍ତର ଦୁଇ ପଡ଼ୋଶୀ ଚାଇନା ଏବଂ ପାକିସ୍ତାନ ସହିତ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିର ସମ୍ମୁଖୀନ ହେଉଛି। ନିକଟରେପାକିସ୍ତାନ ଏବଂ ଭାରତ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଥିଲା। ଏହି ସମ୍ପୂର୍ଣ୍ଣ ଘଟଣାକ୍ରମରେ ଚାଇନା ପାକିସ୍ତାନକୁ ନୀରବ ସମର୍ଥନ ଦେଇଥିଲା।...

ଭାରତ ବିରୋଧରେ ବଡ଼ ଷଡ଼ଯନ୍ତ୍ର କରୁଛି ଚାଇନା, ତାଲିବାନ-ପାକିସ୍ତାନକୁ ଏକାଠି କରି…

ମୁମ୍ବାଇ, ୨୧।୫: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ତାଲିବାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତ୍ତାକି ସହ ଆଲୋଚନା କରିବାର କିଛି ଦିନ ପରେ ଚାଇନା ଭାରତ ବିରୋଧରେ ଷଡଯନ୍ତ୍ର ରଚିବା ଆରମ୍ଭ କରିଛି। ଚାଇନା ଇସଲାମାବାଦ...

ଆଫଗାନିସ୍ତାନରେ ୫.୮ ତୀବ୍ରତାର ଭୂକମ୍ପର ପ୍ରଭାବ, ଥରିଲା ଦିଲ୍ଲୀ, ଜମ୍ମୁ-କଶ୍ମୀର; ଭୟରେ…

ନୂଆଦିଲ୍ଲୀ,୧୯।୪: ଆଫଗାନିସ୍ତାନରେ ଶନିବାର ଅପରାହ୍ନ ୧୨ଟା ୧୭ ମିନିଟ୍‌ ସମୟରେ ୫.୮ ତୀବ୍ରତାର ଭୂକମ୍ପ ହୋଇଛି। ଏହାର ପ୍ରଭାବରେ ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ, ଜମ୍ମୁ-କଶ୍ମୀର ସମେତ ଉତ୍ତରଭାରତର ଅଧିକାଂଶ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି। ତେବେ ଏଥିରେ କେହି ମୃତାହତ...

AFG vs ENG Match: ଚାମ୍ପିଅନ୍ସ ଟ୍ରଫିରେ ବଡ଼ ବିପର୍ଯ୍ୟୟ, ଇଂଲଣ୍ଡକୁ ପରାସ୍ତ କଲା ଆଫଗାନିସ୍ତାନ, ଇତିହାସ ରଚିଲେ ଜାଦ୍ରାନ୍

ନୂଆଦିଲ୍ଲୀ,୨୬।୨: ପ୍ରଥମ ଏବଂ ସବୁଠାରୁ ବଡ଼ ବିପର୍ଯ୍ୟୟ ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ଦେଖାଯାଇଛି। ଦୁର୍ବଳ ଆଫଗାନିସ୍ତାନ ଦଳ ଇଂଲଣ୍ଡ ଭଳି ବିଶ୍ୱ ଚାମ୍ପିଅନ ଦଳକୁ ପରାସ୍ତ କରିଛି। ହସମତୁଲ୍ଲା ଶାହିଦିଙ୍କ ଅଧିନାୟକତ୍ୱରେ ଆଫଗାନିସ୍ତାନ ଦଳ ଇଂଲଣ୍ଡକୁ ୮...

ଚାମ୍ପିଅନ୍ସ ଟ୍ରଫିରେ ଅନେକ ରେକର୍ଡ ଭାଙ୍ଗିଲେ ଇବ୍ରାହିମ୍ ଜାଦ୍ରନ୍, ପଛରେ ପଡିଲେ ସଚିନ

ନୂଆଦିଲ୍ଲୀ,୨୬ା୨: ବୁଧବାର ଚାମ୍ପିଅନ୍ସ ଟ୍ରଫିରେ ଗ୍ରୁପ୍ ବି ମୁକାବିଲାରେ ଆଫଗାନିସ୍ତାନର ଇବ୍ରାହିମ୍ ଜାଦ୍ରନ୍ ୧୪୬ ବଲ୍ ରେ ୧୭୭ ରନ୍ କରି ଇଂଲଣ୍ଡ ବିପକ୍ଷରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଏହି ଇନିଂସ ସହିତ ଜାଦ୍ରନ୍ ଅନେକ ରେକର୍ଡ...

ବଳିଦାନ ଦେବା, ନିଜ ଜୀବନ ଦେବା ଏକ ମୁସଲମାନର ଗର୍ବ … ତାଲିବାନକୁ କାହିଁକି ଚ୍ୟାଲେଞ୍ଜ କରୁଛି ପାକିସ୍ତାନୀ ସେନା ?

ନୂଆଦିଲ୍ଲୀ,୨୭ା୧୨: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ଲମ୍ବା ସମୟ ଧରି ତିକ୍ତତାପୂର୍ଣ୍ଣ ରହିଥିଲା ବେଳେ ନିକଟରେ ଏହା ଆହୁରି ବିଗିବାରେ ଲାଗିଛି। ଆଫଗାନିସ୍ତାନରେ ପାକିସ୍ତାନ ସେନା ଦ୍ୱାରା କରାଯାଇଥିବା ଆକାଶମାର୍ଗରୁ ଆକ୍ରମଣ ପରେ ବିବାଦ ଆହୁରି ବଢି ଯାଇଛି,...

ଆଫଗାନିସ୍ତାନରେ ପୋଲିଓ ଟିକାକରଣ ବନ୍ଦ କଲା ତାଲିବାନ୍‌

ଦୁବାଇ,୧୬ା୯: ଆଫଗାନିସ୍ତାନରେ ଚାଲିଥିବା ପୋଲିଓ ଟିକାକରଣ ଅଭିଯାନକୁ ଶାସକ ତାଲିବାନ ବନ୍ଦ କରିଦେଇଥିବା ଜାତିସଂଘ ସୋମବାର କହିଛି। ସାରା ବିଶ୍ୱରେ ପୋଲିଓ ସଂକ୍ରମଣ ବନ୍ଦ ହୋଇଥିବାବେଳେ କେବଳ ଆଫଗାନିସ୍ତାନ ଏବଂ ପାକିସ୍ତାନରେ ଏବେ ବି ଅଙ୍ଗ ଅଚଳ କରିଦେଉଥିବା ଏହି...

୪୫ ଦେଶ ବିପକ୍ଷରେ ବିଜୟ ହାସଲ କଲେଣି ଆଫଗାନିସ୍ତାନର ଏହି ଖେଳାଳି

ନୂଆଦିଲ୍ଲୀ,୨୩।୬: ଚଳିତ ଟି୨୦ ବିଶ୍ୱକପରେ ଆଫଗାନିସ୍ତାନ ଅଷ୍ଟ୍ରେଲିଆକୁ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ଦଳ ପୂର୍ବରୁ ଲିଗ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡକୁ ହରାଇସାରିଛି। ତେବେ ଏହି ବିଜୟ ସହିତ ଦଳର ବରିଷ୍ଠ ଖେଳାଳି ମହମ୍ମଦ ନବୀ ଏକମାତ୍ର ଖେଳାଳି ଭାବେ...

ଟି୨୦ ବିଶ୍ୱକପ: ସୁପର୍ ୮ରେ ଆଫଗାନିସ୍ତାନ, ନ୍ୟୁଜିଲାଣ୍ଡ ଟୁର୍ନାମେଣ୍ଟରୁ ବିଦା

ନୂଆଦିଲ୍ଲୀ,୧୪ା୬: ଆଫଗାନିସ୍ତାନ ପପୁଆ ନ୍ୟୁ ଗିନିକୁ ପରାସ୍ତ କରି ଟି -୨୦ ବିଶ୍ୱକପ ୨୦୨୪ ର ସୁପର୍ ୮ରେ ପହଞ୍ଚିଥିଲା ବେଳେ ନ୍ୟୁଜିଲ୍ୟାଣ୍ଡକୁ ଟୁର୍ନାମେଣ୍ଟରୁ ବିଦା କରିଦେଇଛି। ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି କରିବା ପରେ ଆଫଗାନିସ୍ତାନ ପପୁଆ ନ୍ୟୁ...

ଆଫଗାନିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା: ୩୦୦ ରୁ ଅଧିକ ମୃତ, ହଜାର ହଜାର ଘର ନଷ୍ଟ

ନୂଆଦିଲ୍ଲୀ,୧୧ା୫: ଆଫଗାନିସ୍ତାନରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ୩୦୦ ରୁ ଉର୍ଦ୍ଧ ଲୋକେ ପ୍ରାଣ ହରାଇଥିଲା ବେଳେ ହଜାର ହଜାର ଘର ନଷ୍ଟ ହୋଇଥିବା ମିଳିତ ଜାତିସଂଘ ଫୁଡ୍ ଏଜେନ୍ସି ଶନିବାର କହିଛି। ଗତ କିଛି ସପ୍ତାହ ମଧ୍ୟରେ ଆଫଗାନିସ୍ତାନରେ ଆସିଥିବା...

ଆଫଗାନିସ୍ତାନରେ ଭାରତୀୟ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ,୨୧।୧: ସ୍କୋ ଅଭିମୁଖେ ଯାଉଥିବା ଏକ ଭାରତୀୟ ବିମାନ ରବିବାର ଆଫଗାନିସ୍ତାନର ବଦାଖଶାନର ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏନେଇ ସ୍ଥାନୀୟ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ବଦାଖଶାନ ପୋଲିସ କମାଣ୍ଡ କହିବା ଅନୁଯାୟୀ ଯାତ୍ରୀବାହୀ ବିମାନ ଗତକାଲି ରାତିରେ...

ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଗର୍ଜିଲେ ରୋହିତ-ରିଙ୍କୁ ସିଂ, ଆଫଗାନିସ୍ତାନ ଆଗରେ ବିଜୟ ଲକ୍ଷ୍ୟ ୨୧୩

ବେଙ୍ଗାଲୁର,୧୭।୧: ଆଫଗାନିସ୍ତାନ ଶେଷ ଟି୨୦ ମ୍ୟାଚରେ ଖରାପ ଆରମ୍ଭ ପରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛି ଟିମ୍ ଇଣ୍ଡିଆ। ରୋହିତ ଶର୍ମା ଏବଂ ରିଙ୍କୁ ସିଂ ଚମତ୍କାର ବ୍ୟାଟିଂ କରି ଆଫଗାନିସ୍ତାନ ଆଗରେ ବିଜୟ ଲକ୍ଷ୍ୟ ୨୧୩ ରନର ବିଜୟ ଲକ୍ଷ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri