Posted inVideo

ବଲିଉଡରେ ନିଜ ମା’ ବାପାଙ୍କଠୁ ଅଧିକ ସଫଳ ଏହି କଳାକାର

Featured Video Play Icon

ବଲିଉଡରେ ଅନେକ ସମୟରେ ଷ୍ଟାରକିଡଙ୍କୁ ଦେଖିବାକୁ ମିଳିଥାଏ । ସେମାନଙ୍କ ମଧ୍ୟରୁ କିଛି ଅନେକ ସଫଳ ହୁଅନ୍ତି ଆଉ କିଛି ସେତେଟା ସଫଳତା ପାଇପାରନ୍ତି ନାହିଁ । ତେବେ ଆଜିର ଏପିସୋଡରେ ଦେଖିବା କେଉଁ ଷ୍ଟାରକିଡ୍ ବଲିଉଡରେ ନିଜ ମା’ ବାପାଙ୍କଠୁ ଅଧିକ ସଫଳ ହୋଇଛନ୍ତି ଓ ଦର୍ଶକ ସେମାନଙ୍କୁ ଢେରସାରା ଭଲପାଇବା ବି ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଓମିକ୍ରନ୍ ମୁକାବିଲା ପାଇଁ କେତେ ପ୍ରସ୍ତୁତ | Omicron Variant Threat

ଦକ୍ଷିଣ ଆଫ୍ରିକାରୁ ବ୍ୟାପିଥିବା ଓମିକ୍ରନ ଭ୍ୟାରିଏଣ୍ଟ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିବାରେ ଲାଗିଛି । ଏହି ନୂଆ ଭାରିଏଣ୍ଟ କେତେ ମାରାତ୍ମକ, ତାହା କେହି...

Featured Video Play Icon

ତାଳଚେର ସାର କାରଖାନା କାମ ବନ୍ଦ

ଭାରତ-ଚୀନ ସୀମା ବିବାଦର ପରୋକ୍ଷ ପ୍ରଭାବ ପ୍ରକଳ୍ପ ଉପରେ ପଡିଥିବା କୁହାଯାଉଛି । ବୈଷୟିକ କାରଣରୁ ତାଳଚେର ସାର କାରଖାନା ଓ କୋଇଲା ବାଷ୍ପୀକରଣ କାମକୁ...

Featured Video Play Icon

Man Mijaj – Cuttack vs Bhubaneswar | ମନ୍ ମିଜାଜ୍ – କଟକ VS ଭୁବନେଶ୍ୱର

Cuttack vs Bhubaneswar argument is nothing new. Denizens of both these places claim their city to be the best....

Featured Video Play Icon

ଲକଡାଉନ୍ ସମୟରେ ଜାଣନ୍ତୁ କେଉଁ ସେବା ହେବ ପ୍ରଭାବିତ | This is how things will get affected during lockdown

କରୋନାଭାଇରସକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ବଡ ଘୋଷଣା କରିଛନ୍ତି । ୨୪ ମାର୍ଚ୍ଚ ରାତି ୧୨ଟାରୁ ୨୧ଦିନ ଲାଗି ମୋଦି ଦେଶକୁ ଲକଡାଉନ ଘୋଷଣା...

Featured Video Play Icon

ବିପଦରେ ଚନ୍ଦକା ଜଙ୍ଗଲ

ଚନ୍ଦକା ଅଭୟାରଣ୍ୟର ଉତ୍ତର ଦିଗରେ ଥିବା କଇଁ ମୁଣ୍ଡି ଗ୍ରାମ ନିକଟରେ ଦେଉଳିଆ ଓ ବାଘରା ଖୋଲ ଜଙ୍ଗଲର ବିଭିନ୍ନ ସ୍ଥାନରେ ନିଆଁ ଲାଗିଛି। ଅଗ୍ନିଶମ...

Featured Video Play Icon

ନୂଆ ଷ୍ଟ୍ରେନରୁ କିଭଳି ରହିବେ ସୁରକ୍ଷିତ

କରୋନା ତାହାର ଦ୍ୱିତୀୟ ଲହର ଜାରି ରଖିଛି। ଏହାରି ଭିତରେ ଆମକୁ ନିଜେ ସୁରକ୍ଷିତ ରହିବା ସହ ନିଜ ପରିବାରକୁ ସୁରକ୍ଷିତ ରଖିବା ଆମର ଦାୟିତ୍ୱ।...

Featured Video Play Icon

Jawed Habib explains importance of hairstyle | ହେୟାର ଟିପ୍ସ ବାଏ ଜାୱେଦ୍ ହବିବ୍‌

Young people use several techniques to care for their hair as it goes a long way in attaining desired...

Featured Video Play Icon

ଓଡ଼ିଆ ଭାଷାକୁ ପୋଲିସର ଅଣଦେଖା

ଓଡ଼ିଆ ଭାଷାରେ ଓଡ଼ିଆ ଶାସନ ହେବ। ଏଥିସହ ଆଇନ ଉଲଘଂନକାରୀଙ୍କୁ ଦଣ୍ଡ ବିଧାନ ହେବା ନେଇ ରାଜ୍ୟ ସରକାର ଆଇନ ପରିତ କରିଛନ୍ତି। ରାଜଧାନୀର ବିଭିନ୍ନ...

Advertisement
Archives

Model This Week