ବାପାଙ୍କ ମୃତ୍ୟୁ ଖବର ଶୁଣି ଅଧାରୁ ଶୁଟିଂ ଛାଡି ଚାଲିଗଲେ ଏହି ଅଭିନେତା

ଛୋଟପରଦାର ଲୋକପ୍ରିୟ ଶୋ’ ‘ନାଗିନ-୩’ର ଅଭିନେତା ପର୍ଲ ଭି ପୁରୀଙ୍କ ବାପା ଭିପିନ ପୁରୀଙ୍କର ପରଲୋକ ଘଟିଛି। ବିଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ଗୁରୁବାର ହାର୍ଟଆଟାକ୍‌ରେ ତାଙ୍କର ମୃତ୍ୟୁ ଘଟିଛି। ଏହି ସମୟରେ ପର୍ଲ ତାଙ୍କର ଆଗାମୀ ଶୋ’‘ବ୍ରହ୍ମରାକ୍ଷସ-୨’ର ଶୁଟିଂ ପାଇଁ ମୁମ୍ବାଇରେ ଥିଲେ। ବାପାଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ସେ ଶୁଟିଂ ଛାଡି ନିଜ ଘର ଆଗ୍ରାକୁ ଚାଲିଯାଇଛନ୍ତି। ଏହି ଅସୁବିଧା ସମୟରେ ଶୋ’ ମେକର୍ସ ଏବଂ ପୁରା ଟିମ୍‌ ତାଙ୍କୁ ସପୋର୍ଟ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ଠାରୁ ସର୍ତ୍ତ ହାରିବା ପରେ ଝିଅ ସାଜି ନୃତ୍ୟକଲେ ଏହି ଅଭିନେତା

‘ଫୁକ୍‌ରେ’ ଷ୍ଟାର ପୁଲକିତ ସମ୍ରାଟ ବହୁତ ମଜାଳିଆ ସ୍ବଭାବର। ‘ସନମ୍‌ ରେ’ ଏବଂ ପାଗଲପନ୍ତି ପରି ଫିଲ୍ମରେ ସେ ନିଜର ଅଭିନୟ ପାଇଁ ଚର୍ଚ୍ଚାରେ ରହିଛନ୍ତି।...

ଅଭିଷେକଙ୍କ ସାମ୍ନାରେ ଐଶ୍ୱର୍ଯ୍ୟାଙ୍କୁ ପ୍ରପୋଜ୍‌ କଲେ ଜଣେ ବ୍ୟକ୍ତି: ସ୍ବାମୀ ଦେଲେ ଏମିତି ଉତ୍ତର

ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ସୁପୁତ୍ର ଅଭିଷେକ ଶାନ୍ତ ଏବଂ ସରଳ ବ୍ୟକ୍ତିତ୍ୱ ଭାବରେ ଜଣାଶୁଣା। ସେ ଏକ ସରଳ ଜୀବନଯାପନ କରନ୍ତି। ସେ ଅନାବଶ୍ୟକ...

କଷ୍ଟ୍ୟୁମ ଡିଜାଇନ୍‌ର ମୂଲ୍ୟ ଏବେ ଆଉ ନାହିଁ

ଫିଲ୍ମ ନିର୍ମାଣ ପୂର୍ବରୁ ଗୋଟିଏ ମିଳିତ ବୈଠକ ଡକାଯାଉଥିଲା। ପ୍ରଯୋଜକ, ନିର୍ଦ୍ଦେଶକଙ୍କ ସମେତ ବାକି ସମସ୍ତ ବିଭାଗର ଲୋକ ଉପସ୍ଥିତ ରହୁଥିଲେ। କେଉଁ ସ୍ଥାନରେ ଶୁଟିଂ...

ଜୟାଙ୍କ ହୃଦୟ ଜିତିଥିଲା ଐଶ୍ୱର୍ଯ୍ୟାଙ୍କ ଏହି କଥା

ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଯୋଡିକୁ ବଲିଉଡ୍‌ର ଆଦର୍ଶ ଯୋଡି ମଧ୍ୟରୁ ଗୋଟିଏ ବୋଲି କୁହାଯାଏ। ଐଶ୍‌ ଶାଶୁ ଜୟା ବଚ୍ଚନଙ୍କର ଖୁବ୍‌...

ଘର କିଣିଲେ ରାଣୀ ମୁଖାର୍ଜୀ, ଦାମ୍‌ ଜାଣିଲେ…

ମୁମ୍ବାଇ: ଅଭିନେତ୍ରୀ ରାଣୀ ମୁଖାର୍ଜୀ ମୁମ୍ବାଇରେ ଏକ ନୂଆ ଆପାର୍ଟମେଣ୍ଟ କିଣିଛନ୍ତି। ଏହି ଆପାର୍ଟମେଣ୍ଟର ୨୨ତମ ଫ୍ଲୋର୍‌ ରହିଛି। ୧୪୮୫ ସ୍କୋୟାର ଫୁଟ୍‌ ପରିବେଷ୍ଟିତ ଏହି...

ଜାଣନ୍ତୁ ବକ୍ସ ଅଫିସରେ କେତେ ଆୟ କରିଛି ‘ଏକ୍‌ ଭିଲେନ୍‌ ରିଟର୍ନସ’

ମୁମ୍ବାଇ: ବହୁ ପ୍ରତିକ୍ଷୀତ ଫିଲ୍ମ ‘ଏକ୍‌ ଭିଲେନ୍‌ ରିଟର୍ନସ’ଶୁକ୍ରବାର ରିଲିଜ୍‌ ହୋଇଯାଇଛି। ଏହି ଫିଲ୍ମରେ ଦିଶା ପଟାନି, ଅର୍ଜୁନ କପୁର୍‌, ଜନ୍‌ ଆବ୍ରହମ୍‌ ଏବଂ ତାରା...

ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ ମୋଦି କ୍ୟାବିନେଟ୍‌ର ଏହି ମନ୍ତ୍ରୀ

ବମ୍ବେ: ପ୍ରଯୋଜିକା ଏକତା କପୁର-ମନ୍ତ୍ରୀ ସ୍ମୃତି ଇରାନୀଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱ କଥା କାହାକୁ ବା ଅଛପା। ଜଣେ ମଡେଲ୍‌ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ...

ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ଏହି ଅଭିନେତାଙ୍କୁ ବିବାହ କରିବେ ରାକ୍ଷୀ !

ବମ୍ବେ: ବିବାହର କିଛି ବର୍ଷ ନ ଯାଉଣୁ ସ୍ବାମୀ ରିତେଶଙ୍କୁ ଛାଡ଼ପତ୍ର ମାଗିଛନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ। କେବଳ ଏତିକି ନୁହେଁ ସେ ତାଙ୍କ...

Advertisement
Archives

Model This Week