Posted inVideo

କାହାଣୀ ଫଟୋ ଫ୍ରେମ୍‌ର

Featured Video Play Icon

ସରୋଜ ବାବୁ ଜଣେ ସରକାରୀ କର୍ମଚାରୀ । ସରକାରୀ ଚାକିରିଆଙ୍କ କଥା ତ ଆପଣମାନେ ଭଲଭାବେ ଜାଣିଥିବେ । ରବିବାର କୁ ଛାଡି ଦେଲେ ବାକି ସମୟ ଅଫିସ ଆଉ ଚା ଖଟିରେ କଟେ । ସ୍ତ୍ରୀ ଆଉ ପିଲାଙ୍କ ପାଇଁ ତାଙ୍କ ପାଖରେ ସମୟ ନାହିଁ। ପୁଅ ବିଦେଶରେ ରହୁଛି ତା ପିଲା ମାନଙ୍କ ସହିତ । ଝିଅ ବାହା ସାହା ହୋଇ ତା ପରିବାର ସହ ରହୁଛି । ଘରେ କହିଲେ ଏକା ସାବିତ୍ରୀ ମାଉସୀ । କାହା ପାଖରେ ସମୟ ନାହିଁ ତାଙ୍କ ସହିତ କଥା ହେବାକୁ ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ହ୍ୱାଟ୍‌ସଆପ୍ ବଦଳରେ ସିଗନାଲ ଆପ୍‌ | WhatsApp Vs Signal App

ହ୍ୱାଟ୍‌ସ୍‌ଆପର ନୂଆ ପ୍ରାଇଭେସି ପଲିସି ଅପଡେଟ୍‌କୁ ନେଇ ବିବାଦ ଦେଖା ଦେବା ପରେ ଏବେ ୟୁଜର୍ସ ଖୋଜୁଛନ୍ତି ହ୍ୱାଟ୍‌ସଆପର ବିକଳ୍ପ । ଯାହାକୁ ନେଇ ଏବେ...

Featured Video Play Icon

ରାଜଧାନୀ ପ୍ରସିଦ୍ଧ ଲସି | Top-5 Best Lassi stalls in Bhubaneswar

ଖରାଦିନରେ ଲସି ପିଇବାର ମଜା ବେଶ ନିଆରା । ଅସହ୍ୟ ତାତିରୁ ତ୍ରାହି ପାଇବା ପାଇଁ ଅପାଣ ଲସି ନିଶ୍ଚିତ ପିଉଥିବେ । ହେଲେ ରାଜଧାନୀରେ...

Featured Video Play Icon

ରେକର୍ଡ ଭାଙ୍ଗି ଦୂରଦର୍ଶନ ହେଲା ନମ୍ବର ୱାନ୍

ସିନେ ଝଲକର ଏହି ଏପିସୋଡରେ ଦେଖିବା ରେକର୍ଡ ଭାଙ୍ଗି ଦୂରଦର୍ଶନ ହେଲା ନମ୍ବର ୱାନ୍ । ଆଜିକାଲି କଣ କରୁଛନ୍ତି ରାମାୟଣରେ ଅଭିନୟ କରିଥିବା ସୀତା...

Featured Video Play Icon

US carpet-bombs ISIS-infested island in Iraq | ଇରାକରେ ପୁଣି ଏୟାର ଷ୍ଟ୍ରାଇକ୍

F-15 and F-35 fighter aircrafts of US Air Force dropped 36,000 kilograms of munitions on Qanus Island in Iraq...

Featured Video Play Icon

କୋରାପୁଟରୁ କଟକ ଷ୍ଟୁଡିଓ- ନମିତାଙ୍କ କାହାଣୀ | Meet tribal singing sensation Namita

ବଣମଲ୍ଲୀ, ବଣରେ ମଉଳି ଯାଇନି । ସୁଦୁର କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ କାନାଗାଁ ପଂଚାୟତ ଚିନ୍ତାଗୁଡା ଗ୍ରାମର ଆଦିବାସୀ ଝିଅ ନମିତା ମେଲକା ଏବେ...

Featured Video Play Icon

ଲକଡାଉନ୍ ୪.୦ ରେ ଏହିସବୁ ନିୟମ କୋହଳ

ସାରା ଦେଶରେ ଆରମ୍ଭ ହୋଇଛି ଲକଡାଉନ୍ ୪.୦ । ଏହା ଆସନ୍ତା ମେ ୩୧ ଯାଏ ବଢାଇଦିଆଯାଇଛି । ତେବେ ସରକାର ଯେଉଁ ୪.୦ ର...

Featured Video Play Icon

ଲୋକେ ଆସୁଛନ୍ତି ହେଲେ ଜିନିଷ କିଣୁନାହାଁନ୍ତି

ଦୀର୍ଘ ୨ମାସର ଲକଡାଉନ ପରେ ସରକାରଙ୍କ ପକ୍ଷରୁ କଟକଣା କୋହଳ ହେବା ପରେ ଧୀରେ ଧୀରେ ମାର୍କେଟ ସବୁ ଖୋଲିଛି । ବ୍ୟବସାୟୀ ମାନେ ଦୋକାନ...

Featured Video Play Icon

କଂଗ୍ରେସର ୬ଘଣ୍ଟିଆ ବନ୍ଦ ପାଳନ

ଭୁବନେଶ୍ୱରରେ ଓଡିଶା ବନ୍ଦର ପ୍ରଭାବ। ମାଷ୍ଟରକ୍ୟାଣ୍ଟିନ ଷ୍ଟେସନରେ ରେଳ ଧାରଣା ଉପରେ ଛିଡା ହୋଇ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ। ଭୁବନେଶ୍ୱର ବରମୁଣ୍ଡାରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି।...

Advertisement
Archives

Model This Week