Posted inVideo

ଦିନକ ପାଇଁ ହେବେ ମୁଖ୍ୟମନ୍ତ୍ରୀ

Featured Video Play Icon

ଦିନକ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ସୃଷ୍ଟି ଗୋସ୍ୱାମୀ। ଜାନୁଆରୀ ୨୪ ତାରିଖ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବେ ସୃଷ୍ଟି। ଏନେଇ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ସ୍ୱୀକୃତି ଦେଇଛନ୍ତି। ହରିଦ୍ୱାରର ଦୌଲତପୁରରେ ସୃଷ୍ଟି ବିଏସଏସ ପିଜି କଲେଜରେ ବିଏସସି ଏଗ୍ରିକଲଚରର ୭ମ ସେମିଷ୍ଟାରର ଛାତ୍ରୀ ଅଛନ୍ତି। ୨୦୧୮ରେ ଶିଶୁ ବିଧାନସଭାରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ତ୍ରିରଙ୍ଗା ଭଳି ହେବ ନୂଆ ସଂସଦ ଭବନର ଡିଜାଇନ୍

ନୂଆ ସଂସଦର ଦାୟିତ୍ୱ ଦେଶର ଅଗ୍ରଣୀ କମ୍ପାନୀ ଟାଟା ପ୍ରୋଜେକ୍ଟ ଲିମିଟେଡ ହାତକୁ ଯାଇଛି । ବୁଧବାର ଏନେଇ ସୂଚନା ମିଳିଛି । କମ୍ପାନୀ ଏଥିପାଇଁ...

Featured Video Play Icon

What people know about abrogation of Art 370 | ଧାରା ୩୭୦ ଉଚ୍ଛେଦ, କଣ ଜାଣନ୍ତି ଜନତା

Abrogation of Article 370 of Indian Constitution has been the talk of the town since past few days. While...

Featured Video Play Icon

ମାଉସୀ ମା’ ଅଭିମୁଖେ ୩ ରଥ

ପହଣ୍ଡି ସରିବା ପରେ ତିନିରଥରେ ରଥାରୁଢ ହୋଇଥିଲେ ତିନିଠାକୁର । ଏହାପରେ ମହାରାଜା ରାଜକୀୟ ବେଶରେ ଆସି ଛେରା ପହଁରା କରିଥିଲେ । ଗଜପତି ମହାରାଜାଙ୍କ...

Featured Video Play Icon

State Tourism Ministers’ Conference held in New Delhi | ଓଡ଼ିଶାକୁ ମିଳିବ ଆଇକନିକ ଐତିହ୍ୟ ମାନ୍ୟତା

Odisha Tourism Minister Jyoti Prakash Panigrahy batted for setting up of adventure sports facilities in the state at the...

Featured Video Play Icon

Third COVID-19 positive case in Odisha I କର କ୍ଲିନିକରେ ତୃତୀୟ କରୋନା ଚିହ୍ନଟ

ରାଜ୍ୟରେ ତୃତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଉକ୍ତ ବ୍ୟକ୍ତି ୧୦ମାର୍ଚ୍ଚରେ ଦିଲ୍ଲୀରୁ ଫେରିବା ପରେ କର କ୍ଲିନିକକୁ...

Featured Video Play Icon

କିପରି ଥିଲା ବିପିନ ରାଓ୍ୱତଙ୍କ କ୍ୟାରିୟର

ପରଲୋକରେ ଭାରତର ପ୍ରଥମ ଚିଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତ । ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟ ବରଣ କରିଛନ୍ତି ସିଡିଏସ୍ ବିପିନ୍ ରାଓ୍ୱତ । ତାମିଲନାଡୁର...

Featured Video Play Icon

କର୍ଫ୍ୟୁ ମଧ୍ୟରେ ଗଡିବ ରଥ, ଗ୍ରାଉଣ୍ଡ ଜିରୋ ରିପୋର୍ଟ

ପୁରୀ ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରିଛନ୍ତିି ସୁପ୍ରିମକୋର୍ଟ । ରଥଯାତ୍ରା ନେଇ ସୁପ୍ରିମକୋର୍ଟ କେତେକ ସର୍ତ ରଖିଛନ୍ତି । ରଥଯାତ୍ରା ହେଲେ ମଧ୍ୟ ଶ୍ରଦ୍ଧାଳୁମାନେ...

Featured Video Play Icon

ଖାଁ ଖାଁ ବଡଦାଣ୍ଡ

ଆଜି ଦେବସ୍ନାନ ପୂର୍ଣ୍ଣିମାରେ ବଡଦାଣ୍ଡ ଖାଁ ଖାଁ ରହିଛି। କେବଳ ପୋଲିସ କର୍ମଚାରୀ ଓ ସେବାୟତ ମାନଙ୍କୁ ଛାଡି ଦେଲେ ଆଉ କାହାକୁ ଅନୁମତି ନାହିଁ।...

Advertisement
Archives

Model This Week