ଚାଇନାକୁ ପୁଣି ଝଟ୍‌କା: ଭାରତ ପରେ ଏହି ଦେଶ ବ୍ୟାନ୍‌ କଲା ଚାଇନା ଆପ୍‌

ତାଇପେଇ,୨୦ା୮: ଭାରତ ପରେ ତାଇଓ୍ବାନ ମଧ୍ୟ ନିଜ ଦେଶର ସୁରକ୍ଷା ପାଇଁ ଚାଇନାର ଅନେକ ଆପ୍‌ ପ୍ରତି ପ୍ରତିବନ୍ଧକ ଲଗାଇଛି। ତାଇଓ୍ବାନର ଅଧିକାରୀମାନେ ଚାଇନାର ଷ୍ଟ୍ରିମିଂ ପ୍ଲାଟଫର୍ମ iQiyi ଏବଂ Tencentକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିଛନ୍ତି।


ତାଇୱାନର ଅର୍ଥ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ, ଚାଇନାର ମିଡିଆ କମ୍ପାନୀଗୁଡିକର ପ୍ରଭାବ ସହିତ ସହାୟକ କମ୍ପାନୀ ମାଧ୍ୟମରେ ଏହାର ସାମଗ୍ରୀକୁ ତାଇଓ୍ବାନକୁ ପଠାଯିବ ନାହିଁ।

ତାଇଓ୍ବାନ ଯୋଗାଯୋଗ ନିୟାମକ କହିଛନ୍ତି ଯେ, ଏହି ନିଷ୍ପତ୍ତି ପରେ ବ୍ୟକ୍ତି, କମ୍ପାନୀ ଏବଂ ଅନ୍ୟାନ୍ୟ ସଂସ୍ଥା ଚାଇନାରେ ଇଣ୍ଟରନେଟ୍‌ ମାଧ୍ୟମରେ ଆସୁଥିବା ବିଷୟବସ୍ତୁକୁ ସେପ୍ଟେମ୍ବର ୩ରୁ ଦେଶରେ ନିଷିଦ୍ଧ କରିବେ। ସେ ପର୍ଯ୍ୟନ୍ତ, ତାଇଓ୍ବାନ କମ୍ପାନୀଗୁଡ଼ିକୁ ସେମାନଙ୍କର ତଥ୍ୟ ସୁରକ୍ଷିତ କରିବାକୁ ସମୟ ଦିଆଯାଇଛି। ଯାହା ଚାଇନାର କମ୍ପାନୀମାନଙ୍କ ସହଯୋଗରେ କାମ କରୁଥିଲା।

ସେ ଆହୁରି ମଧ୍ୟ କହିଛନ୍ତି, ଏହି ପ୍ଲାଟଫର୍ମ ସର୍ଭର ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ସୂଚନା ସଂଗ୍ରହ କରିପାରେ ଏବଂ ମୋବାଇଲ କିମ୍ବା ଉପଭୋକ୍ତା ସୂଚନା ସୁରକ୍ଷା ପ୍ରୋଟୋକଲଗୁଡିକ ଭାଙ୍ଗିପାରେ। ଆପ ଫୋନ୍‌ ସୁରକ୍ଷାକୁ କ୍ରାକ୍‌ କରି ବ୍ୟକ୍ତିଗତ ତଥ୍ୟ ଚୋରି କରିବାରେ ସକ୍ଷମ ହୋଇପାରିବ। ତେଣୁ ଏପରି ପଦକ୍ଷେପ ନିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ରାଷ୍ଟ୍ରପତି ଦୌଡ଼ରେ ୩ ମୂଳ ଭାରତୀୟ ପ୍ରାର୍ଥୀ…

ଓ୍ବାଶିଂଟନ,୩୦।୭ : ଆସନ୍ତା ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଆମେରିକାର ରାଷ୍ଟ୍ରପତି ଜୋ ବେଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପ୍ରତିଯୋଗିତା...

କରୋନା ଭାଙ୍ଗିଲା ରେକର୍ଡ: ଗୋଟିଏ ଦିନରେ ୫୪ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ବ୍ରାସିଲିଆ, ୨୦।୬: କରୋନା ମହାମାରୀ ଯୋଗୁ ପୃଥିବୀର ବିଭିନ୍ନ ଦେଶରେ ଆତଙ୍କ ଦେଖାଦେଇଛି। ବ୍ରାଜିଲ୍‌ରେ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ସଂଖ୍ୟା ରେକର୍ଡ ଭାଙ୍ଗିଛି। ଗୋଟିଏ ଦିନରେ...

ବୟଫ୍ରେଣ୍ଡ୍‌ଙ୍କ ସହିତ ମୋବାଇଲ୍‌ରେ କଥା ହେବାରୁ ମିଳିଲା ଏଭଳି ଦଣ୍ଡ…

କାବୁଲ,୨୮।୪: ମୋବାଇଲରେ ବୟଫ୍ରେଣ୍ଡ୍‌ଙ୍କ ସହିତ କଥା ହେବା ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନରେ ସର୍ବସମ୍ମୁଖରେ ୪୦ ଥର ଚାବୁକ୍‌ମାଡ଼ ହୋଇଛି। ଏଭଳି...

ସହରରେ ବନ୍ୟା ପରିସ୍ଥିତି, ଗଲାଣି ୨୨ ଜୀବନ

ବ୍ରାସିଲିଆ,୬।୯: ବ୍ରାଜିଲରେ ଗତ କିଛି ଦିନ ହେବ ସାଇକ୍ଲୋନିକ ବର୍ଷା ହେତୁ ଜନଜୀବନ ବ୍ୟାହତ ହୋଇଛି। ଦେଶରେ ପ୍ରବଳ ବର୍ଷା ହେତୁ ୨୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ...

ଆଫଗାନିସ୍ତାନରେ ଚଳିତ ବର୍ଷ ପ୍ରାୟ ୪ ଲକ୍ଷ ଲୋକ ହୋଇଛନ୍ତି ବିସ୍ଥାପିତ: ଜାତିସଂଘ

କାବୁଲ,୧୩।୮: ଆଫଗାନିସ୍ତାନରେ ତାଲିବାନ ତା’ର ଆଧିପତ୍ୟ ବିସ୍ତାର କରି ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସହରକୁ ଦଖଲ କରି ଏବେ ସଂଗଠନ ରାଜଧାନୀ କାବୁଲ ଅଭିମୁଖେ...

ବାର୍ଷିକ ବିକ୍ରିରେ ମର୍ସିଡିଜକୁ ପଛରେ ପକାଇଲା ବିଏମ୍‌ଡବ୍ଲ୍ୟୁ

ମ୍ୟୁନିକ(ଜର୍ମାନୀ),୪।୧: ୨୦୨୧ରେ ବର୍ଷକୁ ପ୍ରିମିୟମ କାର ବିକ୍ରିରେ ମର୍ସିଡିଜ-ବେଞ୍ଜକୁ ପଛରେ ପକାଇ ଦେଇଛି ବିଏମ୍‌ଡବ୍ଲ୍ୟୁ। ୨୦୧୫ ପରେ ପ୍ରଥମ ଥର ପାଇଁ ବାର୍ଷିକ ବିକ୍ରିରେ ବିଏମ୍‌ଡବଲ୍‌ୟୁ...

ଲୋକଙ୍କୁ ପ୍ରଥମ ଡୋଜ୍‌ ମିଳି ନଥିବା ବେଳେ ବୁଷ୍ଟର ଡୋଜ୍‌ ସମ୍ପର୍କରେ କହିବା ଯୁକ୍ତିହୀନ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ…

ଜେନେଭା,୧୪।୧୧: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। କେତେକ ଦେଶରେ କରୋନା ସଂକ୍ରମଣରୁ...

୧୮୦ ଦେଶରେ ୬୦ ସପ୍ତାହ ସ୍କୁଲ ବନ୍ଦ, ୧୬୦ କୋଟି ଛାତ୍ରୀଛାତ୍ରଙ୍କ ପାଠପଢ଼ା ପ୍ରଭାବିତ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୭: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ପୃଥିବୀର ବିଭିନ୍ନ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଧୀରେଧୀରେ ଅନଲକ୍‌ ପ୍ରକ୍ରିୟା ଜାରି ରହିଛି। ଲକ୍‌ଡାଉନ୍‌ ଯୋଗୁ...

Advertisement
Archives

Model This Week