Posted inଜାତୀୟ

ଛାତରୁ ଡେଇଁଲେ ମେଡିକାଲ ଛାତ୍ରୀ

ଶାହଜାହଁପୁର,୧୨।୮: ଉତ୍ତର ପ୍ରଦେଶର ଶାହଜାହାଁପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ବରୁଣ ଅର୍ଜୁନ ମେଡିକାଲ କଲେଜର ଜଣେ ଛାତ୍ରୀ ଛାତରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତରୁ ଡେଇଁବା ପୂର୍ବରୁ ସେ ଏକ ଭିଡିଓ ପ୍ରସ୍ତୁତ କରି ସମ୍ପୃକ୍ତ ମେଡିକାଲ କଲେଜ ପ୍ରଶାସନ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି। ଭିଡିଓରେ ଛାତ୍ରୀ ଜଣଙ୍କ କହିଛନ୍ତି, ମୁଁ ରୁହେଲଖଣ୍ଡ ଶାହଜାହାଁପୁରରେ ଡ୍ୟୁଟୀ କରୁଛୁ। କରୋନା ସମୟରେ ମଧ୍ୟ କାମ କରୁଛୁ କିନ୍ତୁ ମାତ୍ର ୫ ହଜାର ଟଙ୍କା ଦରମା ମିଳୁଛି। ଦରମା ବଢୁନାହିଁ। ସ୍ବାସ୍ଥ୍ୟବୀମା ମଧ୍ୟ କରାଯାଉ ନାହିଁ। ଜୋର ଜବରଦସ୍ତ କାମ କରାଉଛନ୍ତି। ଖାଇବା ପିଇବା ବି ବନ୍ଦ କରିଦେଇଛନ୍ତି ବୋଲି ଛାତ୍ରୀ ଜଣଙ୍କ ଭିଡିଓରେ କହିଛନ୍ତି। ଛାତ୍ରୀଙ୍କ ଅଭିଯୋଗ ପରେ ତାଙ୍କ ସାଥୀମାନେ ମଧ୍ୟ ମେଡିକାଲ ପ୍ରଶାସନ ଉପରେ ସମାନ ଅଭିଯୋଗ ଆଣିଛନ୍ତି। ପୋଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହରେ କନ୍ୟାଙ୍କୁ ଏକ ତୋଳା ସୁନା ଉପହାର ଦେବେ ଆସାମ ସରକାର: ଜାନୁଆରୀ ୧ରୁ ଯୋଜନା ହେବ ଲାଗୁ

ଗୁଆହାଟୀ,୩୦।୧୨: ଆସାମରେ ୧ ଜାନୁୟାରୀଠାରୁ ସରକାର ଏକ ନୂଆ ଯୋଜନା ଲାଗୁ କରିବାକୁ ଯାଉଛନ୍ତି। ଏହି ଯୋଜନା ଅନ୍ତର୍ଗତ ବିବାହରେ ସରକାର ପ୍ରତି କନ୍ୟାଙ୍କୁ ଏକ...

ପୁଣି ୩୧ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୫।୪: ରାଜଧାନୀ ଦିଲ୍ଲୀ ସମେତ କେତେକ ରାଜ୍ୟର ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ସଙ୍କଟ ଦେଖାଯାଇଛି। ଦିଲ୍ଲୀର ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଗତ ୫ ଦିନ ହେଲା...

ଉତ୍ତରପ୍ରଦେଶରେ ପୁଣି ମଦମୃତ୍ୟୁ:୩ ଜଣଙ୍କ ମୁଣ୍ଡ ଗଡ଼ିଲା, ୪ ଗୁରୁତର

ଲକ୍ଷ୍ନୌ, ୩୧।୫:ଉତ୍ତର ପ୍ରଦେଶର ସୀତାପୁରରେ ବିଷାକ୍ତ ମଦ ପିଇ ୩ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବାବେଳେ ୪ ଗୁୁରୁତର ହୋଇ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ମହମୁଦାବାଦରେ...

ପାକିସ୍ତାନକୁ ଆକାଶ ପଥ ମାଗିଲା ଭାରତ

ନୂଆଦିଲ୍ଲୀ,୧୮।୯: ଭାରତ ପାଇଁ ପାକିସ୍ତାନ ତା’ର ଆକାଶ ପଥ ବନ୍ଦ କରି ଦେଇଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ଭାରତ ପାକିସ୍ତାନକୁ ତା’ର...

ଦିଲ୍ଲୀରେ ପ୍ରବଳ ବର୍ଷା: ୨ ମୃତ

ନୂଆଦିଲ୍ଲୀ,୩୧।୫: ଦିଲ୍ଲୀରେ ସୋମବାର ସନ୍ଧ୍ୟାରେ ପ୍ରବଳ ବର୍ଷା ପବନ ସାଙ୍ଗକୁ କୁଆପଥର ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିବା...

୧୦ ଦିନରେ ୫ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଲଗାତାର ୧୦ ଦିନ ଧରି ଦେଶରେ...

ସୁସ୍ଥ ହେଉଥିବା କରୋନା ରୋଗୀଙ୍କ ନିକଟରେ ହୃଦ୍‌ସମସ୍ୟା ସହ ନିଶ୍ୱାସ ନେବାକୁ ହେଉଛି କଷ୍ଟ

ନୂଆଦିଲ୍ଲୀ,୧୭।୮: କରୋନା ମହାମାରୀ ଏବେ ଦେଶର ସବୁ ପ୍ରାନ୍ତକୁ ମାଡି ଯାଇଛି। ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬ ଲକ୍ଷ ଅତିକ୍ରମ କରିଥିବା ବେଳେ ଅନ୍ୟ...

୩ ଆସନରେ କଂଗ୍ରେସ, ଗୋଟିଏରେ ଭାଜପା

ନୂଆଦିଲ୍ଲୀ, ୨ା୩: ମହାରାଷ୍ଟ୍ରର ୨ ବିଧାନସଭା ଆସନ ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ତାମିଲନାଡୁର ଗୋଟିଏ ଲେଖାଏ ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ଗୁରୁବାର ପ୍ରକାଶ...

Advertisement
Archives

Model This Week