Posted inVideo

ରାଜ୍ୟର ୭ଟି ସହରରେ ନିଟ୍ ପରୀକ୍ଷା

Featured Video Play Icon

ଆଜି ଅନୁଷ୍ଠିତ ହେଉଛି ନିଟ୍ ପରୀକ୍ଷା। କୋଭିଡ୍-୧୯ କଟକଣା ମଧ୍ୟରେ ଅଫଲାଇନରେ ହେଉଥିବା ଏହି ପରୀକ୍ଷାରେ ଦେଶର ୧୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାକୁ ଥିବା ବେଳେ ଓଡ଼ିଶାରୁ ୩୭ ହଜାର ୪୫୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଓଡ଼ିଶାର ୭ଟି ସହରରେ ୮୪ଟି ପରୀକ୍ଷା କେନ୍ଦ୍ର ହୋଇଛି। ଦୂର ଦୂରାନ୍ତରୁ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କୁ ଆଣିବା ପାଇଁ ସ୍ପେଶାଲ ଟ୍ରେନର ବ୍ୟବସ୍ଥା କରିଛନ୍ତି ସରକାର।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଯବାନଙ୍କୁ ଫେସବୁକ୍ ଓ ଇନଷ୍ଟାଗ୍ରାମ ମନା

ସୋସିଆଲ ମିଡିଆ ଠାରୁ ଏବେ ଦୂରେଇ ରହିବେ ଭାରତୀୟ ଯବାନ । ସେନା ବାହିନୀରେ କାର୍ଯ୍ୟରତ ସମସ୍ତ ଯବାନ ଓ ଅଧିକାରୀଙ୍କୁ ଫେସବୁକ, ଇନଷ୍ଟାଗ୍ରାମ, ଟିକଟକ...

Featured Video Play Icon

Star Speak With Swaraj | ଷ୍ଟାର ସ୍ପିକ୍ ୱିଥ୍ ସ୍ବରାଜ

Ollywood chocolate boy Swaraj Barik’s journey from a child artist to being a lead actor is quite inspiring. With...

Featured Video Play Icon

କ’ଣ ଏ ବର୍ଷ ରିଲିଜ୍ ହେବ ‘କେଜିଏଫ୍-୨’?

‘ସିନେ ଝଲକ’ର ଏହି ଏପିସୋଡରେ ଆମେ ଦେଖିବା – କ’ଣ ଏବର୍ଷ ରିଲିଜ୍ ହେବ ମୋଷ୍ଟ ଆୱେଟେଡ୍ ଫିଲ୍ମ ‘କେଜିଏଫ୍-୨’ – ଏମିତି କଣ ହୋଇଥିଲା...

Featured Video Play Icon

ଶାହରୁଖଙ୍କୁ କାହିଁକି ସାନିଟାଇଜର ଦେଲେ କାଜଲ | This is why Kajol gave Shahrukh a sanitiser

In this episode of Cine Jhalak, we will tell you how coronavirus has affected the Hindi movie industry. Besides,...

Featured Video Play Icon

ବାବୁ ମହଲ: ରାବଣ ପୋଡ଼ି | Babu Mahal #55: ‘Raban Podi’

ଧରାପୃଷ୍ଠକୁ ଅବତରଣ କରିଛନ୍ତି ଜଗତ ଜନନୀ ମା ଦୁର୍ଗା । ପ୍ରଭୁ ରାମଚନ୍ଦ୍ର ମାଙ୍କ ଆର୍ଶୀବାଦ ରେ ରାବଣକୁ ବଧ କରି ଦୁନିଆରୁ ଅଧର୍ମ ଓ...

Featured Video Play Icon

ଅଜୟଙ୍କ ପାଇଁ ଫ୍ଲାଇଟ୍‌ରେ ଗଲା ଓଡ଼ିଆ ଖାଦ୍ୟ

ଭୁବନେଶ୍ୱରରୁ ଓଡିଆ ଖାଦ୍ୟ ଅର୍ଡର କରି ଖାଇଲେ ଅଜୟ ଦେବ୍‌ଗନ । ଫ୍ଲାଇଟ୍‌ରେ ଏହି ସବୁ ଖାଦ୍ୟ ମୁମ୍ବାଇ ପଠାଯାଇଛି । କଙ୍କଡା ଆଳୁ ଝୋଳ,...

Featured Video Play Icon

ଲକଡାଉନ ପରଠୁ ଆମେ ବହୁତ କଷ୍ଟରେ ଚଲୁଛୁ | This is how lockdown affects Salia Sahi residents

କରୋନା କୋଭି଼ଡ-୧୯ର ଭୟାବହତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ସାରା ଦେଶ ଏବେ ୨୧ଦିନ ଲାଗି ଲକଡାଉନ୍ । ଏହାପରେ ସମସ୍ତେ ନିଜ...

Featured Video Play Icon

ଲକଡାଉନ- ବଢିଲା ଅସହାୟଙ୍କ ଦୁଃଖ | Lockdown leaves poor stranded and hungry

ସାରା ଦେଶ ଏବେ ୨୧ ଦିନ ଲାଗି ଲକଡାଉନ । ରାସ୍ତାଘାଟ ଜନଶୂନ୍ୟ । ଦୋକାନ ବଜାରରେ ତାଲା ଝୁଲୁଛି । ଏହାପରେ ଅସହାୟ ଓ...

Advertisement
Archives

Model This Week