ଫିଲ୍ମ ‘ଯଶୋଦା’ରେ ଆକ୍ସନ ଅବତାରରେ ଦେଖାଯିବେ ସାମନ୍ଥା, ପ୍ୟାନ ଇଣ୍ଡିଆରେ କରିବେ ଡେବ୍ୟୁ

ମୁମ୍ବାଇ: ସାଉଥ ଇଣ୍ଡଷ୍ଟ୍ରିର ମୋଷ୍ଟ ପପୁଲାର ଆକ୍ଟ୍ରେସ୍ ସାମନ୍ଥା ରୁଥ ପ୍ରଭୁ ଏବେ ଏକ ଦମଦାର ଫିଲ୍ମ ସହ ଫେରୁଛନ୍ତି । ଶୁକ୍ରବାର ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଫିଲ୍ମରେ ସାମନ୍ଥା ଏକ ଶକ୍ତିଶାଳୀ ଚରିତ୍ରରେ ଫେରୁଛନ୍ତି, ଯାହା ‘ଯଶୋଦା’ ଟିଜରରେ ଦେଖାଯାଇଛି । ସାମନ୍ଥାଙ୍କୁ ନିକଟରେ ‘ଦ ଫ୍ୟାମିଲି ମ୍ୟାନ ୨’, ‘ପୁଷ୍ପା’ ଭଳି ଫିଲ୍ମରେ ଦେଖିବାକୁ ମିଳିଥିଲା । ଏବେ ପୁଣିଥରେ ସେ ଦର୍ଶକଙ୍କୁ ଇମ୍ପ୍ରେସ କରିବାକୁ ଆସୁଛନ୍ତି ।
ଏହି ଏଣ୍ଟରଟେନିଂ ଟିଜର ସାମନ୍ଥାଙ୍କଠାରୁ ଆରମ୍ଭ ହେଉଛି । ଏଥିରେ ସେ ଯଶୋଦା ଭୂମିକାରେ ନଜର ଆସିଛନ୍ତି । ସେ ଜାଣିବାକୁ ପାଇଛନ୍ତି ଯେ ସେ ଗର୍ଭବତୀ ଅଛନ୍ତି । ଏହାପରେ ଡାକ୍ତର ତାଙ୍କୁ କ’ଣ କରିବା କଥା କ’ଣ ନ କରିବା କଥା ତାହା କହୁଛନ୍ତି । ପ୍ରଥମ ୩ ମାସ ସାବଧାନ ରହିବା ଜରୁରୀ, ସମୟରେ ଖାଦ୍ୟ ଖାଇବା, ଶାନ୍ତିରେ ଶୋଇବା ଦରକାର । ଚାଲିବା ବୁଲିବା ଉପରେ ଧ୍ୟାନ ଦେବା ଦରକାର, ଓଜନ ଜିନିଷ ନ ଉଠାଇବା, ଭୟ ନ କରିବା ବା ନ ଚମକିବା ସବୁବେଳେ ଖୁସି ରହିବା ଓ ହସିବା ଭଲ । ଏସବୁ ଉପଦେଶ ପରେ ଏକ ଆକ୍ସନସିନ୍ ଦେଖିବାକୁ ମିଳୁଛି ଯେଉଁଥିରେ ଯଶୋଦା ଡାକ୍ତର ଯାହା ଯାହା କହିଥିଲେ ତା’ର ବିପରିତ କାମ କରୁଥିବା ଦେଖାଯାଇଛି । ଆଡଭେଂଚରରେ ଭରା ଟିଜର ଏହି ସୂଚନା ଦେଉଛି କି ଯଶୋଦା କିଭଳି ଭାବେ ବିପଦରେ ରହିଛନ୍ତି ଓ ସେ ତାଙ୍କୁ ତାଙ୍କ ଅସ୍ଥିତ୍ୱ ପାଇଁ ଲଢିବାକୁ ପଡିବ ।
ଆକ୍ସନ ସିକ୍ୱେନସକୁ ନେଇ ପୂର୍ବରୁ ମନୋରଞ୍ଜନ ଦୁନିଆରେ ସାମନ୍ଥାଙ୍କର ନାଁ ରହିଛି । ୱେବ ସିରଜ ‘ଦ ଫ୍ୟାମିଲି ମ୍ୟାନ ୨”ରେ ସମାନ୍ଥାଙ୍କ ଆକ୍ସନ ଦେଖିବାକୁ ମିଳିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?