ନୌସେନା ଜାହାଜରେ ସମୟ ବିତାଇଲେ ସଲମାନ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ ଫିଲ୍ମ ଶୁଟିଂରୁ ବ୍ରେକ୍‌ ନେଇ ଗୁରୁବାର ଦିନସାରା ଭାରତୀୟ ନୌସେନା ସହ ସମୟ ବିତାଇଛନ୍ତି। ନୌସେନା ଜାହାଜ ଆଇଏନ୍‌ଏସ୍‌ ବିଶାଖାପଟ୍‌ନମରେ ନାଭିକଙ୍କୁ ଭେଟି ସଲମାନ ଉପକୂଳ ସୁରକ୍ଷାକର୍ମୀଙ୍କ ସହ ଆଲୋଚନା କରିଥିଲେ। ଏପରିକି ସେମାନଙ୍କ ସହ ସଲମାନ ନାଚଗୀତ କରୁଥିବାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଏହି ଅଭିନେତା ସେଠାରେ ପୁଶ୍‌ଅପ୍‌ ଚ୍ୟାଲେଞ୍ଜରେ ଭାଗ ନେବା ସହ ରୋଷେଇ କରିଥିଲେ। ଏଥିସହ ଜାତୀୟ ପତାକା ମଧ୍ୟ ଉଡ଼ାଇଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫଟୋଗ୍ରାଫରଙ୍କ ଉପରେ ରାଗିଲେ ତୈମୁର

ମୁମ୍ବାଇ: ଷ୍ଟାର କିଡ୍‌ ଭାବେ ଶୈଫିନାଙ୍କ ପୁଅ ତୈମୁର ଅଲ୍ଲି ଖାଁ ବଲିଉଡ୍‌ଠାରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ବେଶ୍‌ ପରିଚିତ। କାରଣ ହେଉଛି ତାଙ୍କର...

ଆକ୍ସନ ନିଶା

କ୍ରିତି ସାନନ୍‌ ମାଇଣ୍ଡ ମେକ୍‌ଅପ୍‌ କରିଛନ୍ତି। ଯାହାହେଲେ ମଧ୍ୟ ସେ ଫାଇଟ୍‌ ଶିଖିବେ। ପୁଣି ଷ୍ଟଣ୍ଟ ଶଟ୍‌ ଦେବାକୁ ମଧ୍ୟ ଅଭ୍ୟାସ କରିବେ। ହେଲେ ହଠାତ୍‌...

ଡାକ୍ତରଖାନାରେ ଭର୍ତ୍ତି ହେଲେ ଏହି ଲୋକପ୍ରିୟ ପଞ୍ଜାବୀ ଗାୟକ

ବମ୍ବେ: ଖ୍ୟାତନାମା ଗାୟକ ତଥା ରାପର ଏପି ଢିଲୋନ ଅସୁସ୍ଥ। ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଇନଷ୍ଟାଗ୍ରାମରେ କିଛି ଫଟୋ...

ବଲିଉଡ୍‌ରେ ୧୧ ବର୍ଷ ପୂରଣ କଲେ ଜ୍ୟାକଲିନ

ମୁମ୍ବାଇ: ବଲିଉଡ୍‌ ନାୟିକା ଜ୍ୟାକଲିନ ଫର୍ଣ୍ଣାଡିଜ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ୧୧ ବର୍ଷ ପୂରଣ କରିଛନ୍ତି। ୨୦୦୯ରେ ‘ଆଲାଦିନ’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ପାଦ ରଖିଥିଲେ...

‘ତାରକ ମେହେତା…’କୁ ପୁଣି ଝଟ୍‌କା; ୧୪ ବର୍ଷ ପରେ ଶୋ’ ଛାଡ଼ିଲେ ନିର୍ଦ୍ଦେଶକ

ବମ୍ବେ: କଳାକାରଙ୍କ ପରେ ଏବେ ନିର୍ଦ୍ଦେଶକ ଛାଡ଼ିଲେ ‘ତାରକ ମେହେତା କା ଉଲଟା ଚଷମା’ ଶୋ’। ଦୀର୍ଘ ୧୪ ବର୍ଷ ଧରି ନିର୍ଦ୍ଦେଶନା ଦେଇ ଆସୁଥିବା...

ଟେନସନ୍‌ ଅନ୍ତରାଳେ..

ପ୍ରେମରେ ପଡିବା ପୁଣି ସେଥିରେ ସଫଳ ହେବା-ଏହି ଦୁଇଟି ଭିନ୍ନ ବିଷୟ। ତେବେ ପ୍ରେମର ମଧୁରେଣ ସମାପୟେତ ପାଇଁ ହୃଦୟଟି ସେମିତି ସଚ୍ଚା ହେବା ଦରକାର।...

କରଣଙ୍କ ଫିଲ୍ମରେ କାମ କରିବାକୁ ମନା କଲେ ହ୍ରିତିକ୍‌

ମୁମ୍ବାଇ: ଅଭିନେତା ହ୍ରିତିକ୍‌ ରୋଶନ ବର୍ତ୍ତମାନ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ବିପକ୍ଷରେ ତାଙ୍କର ଆଗାମୀ ଆକ୍ସନ ଥ୍ରୀଲର ‘ବିକ୍ରମ ବେଦ’ର ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହେଉଛନ୍ତି।...

ବାପା ହେଲେ ଟେଲିପରଦାର ଏହି ହ୍ୟାଣ୍ଡସମ୍‌ ଅଭିନେତା

ବମ୍ବେ: ବାପା ହେଲେ ଟେଲି ପରଦାର ଲୋକପ୍ରିୟ ଧାରାବାହିକ ‘କୁଣ୍ଡଲୀ ଭାଗ୍ୟ’ ଫେମ୍‌ ଧୀରଜ ଧୁପର। ତାଙ୍କ ପତ୍ନୀ ବିନ୍ନି ଅରୋରା ଏକ ପୁତ୍ର ସନ୍ତାନକୁ...

Advertisement
Archives

Model This Week