ୟୁକ୍ରେନ ଉପରେ ଫସ୍‌ଫରସ୍‌ ବୋମା ଫିଙ୍ଗୁଛି ରୁଷିଆ: ଜେଲେନସ୍କି

କ୍ୱିଭ୍‌,୧୩ା୪: ରୁଷିଆ ସେନା ୟୁକ୍ରେନ ଉପରେ ଆକ୍ରମଣ ଏବେ ବି ଜାରି ରଖିଛି। ଏହି ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବୁଧବାର ଇଷ୍ଟୋନିଆର ସଂସଦକୁ ସମ୍ବୋଧିତ କରିଛନ୍ତି। ସାଧାରଣ ନାଗରିକଙ୍କ ବିରୋଧରେ ରୁଷିଆ ଆତଙ୍କବାଦୀ କୌଶଳ ଆପଣାଇଥିବା ଜେଲେନସ୍କି ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ୟୁକ୍ରେନ ଉପରେ ରୁଷିଆ ଫସ୍‌ଫରସ୍‌ ବୋମା ବ୍ୟବହାର କରୁଛି।

ରୁଷିଆର ଆକ୍ରମଣ ହେତୁ ଏପର୍ଯ୍ୟନ୍ତ ୟୁକ୍ରେନରେ ଅତି କମ୍‌ରେ ୧୯୧ ପିଲାଙ୍କର ମୃତ୍ୟୁ ଘଟିଛି। ୩୫୦ରୁ ଅଧିକ ପିଲା ମଧ୍ୟ ଆହତ ହୋଇଛନ୍ତି। ଯଦିଓ ଏହି ସଂଖ୍ୟା ଚୂଡାନ୍ତ ନୁହେଁ, ମୃତ ଶିଶୁଙ୍କ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଡାକୋଟାରେ ବିମାନ ଦୁର୍ଘଟଣା:୯ ମୃତ

ଓ୍ବାଶିଂଟନ,୧।୧୨: ଆମେରିକାର ଦକ୍ଷିଣ ଡାକୋଟାରେ ଶନିବାର ହୋଇଥିବା ଏକ ବିମାନ ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବାବଳେ...

ପଶ୍ଚିମ ଦେଶକୁ ଚେତାବନୀ ଦେଲେ ପୁଟିନ

ମସ୍କୋ,୯।୩: ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ବୁଧବାର ପାଶ୍ଚାତ୍ୟ ଦେଶକୁ ଚେତାବନୀ ଦେଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ଆମେ ପାଲଟା କଟକଣା...

ଭାଇରାଲ ହେଉଛି ତାଲିବାନ ରାଜର ପ୍ରଥମ ଫଟୋ: ଛାତ୍ରୀ ଓ ଛାତ୍ରଙ୍କ ମଝିରେ ଲାଗିଲା ପରଦା

କାବୁଲ,୬ ।୯: ଆଫଗାନିସ୍ତାନ ତାଲିବାନ ନିୟନ୍ତ୍ରଣକୁ ଆସିବା ପରେ ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା । ଯେଉଁଥିରେ କୁହାଯାଇଥିଲା କି...

ତୃତୀୟ ଲହର ସଂକ୍ରମଣରେ ପିଲାଙ୍କୁ ଯନ୍ତ୍ରଣା ହେବ ଅଧିକ, ମୃତ୍ୟୁ ହାର କମ୍ ରହିବ!

ଲଣ୍ଡନ,୧୦ ।୭: କରୋନା ମହାମାରୀର ଦ୍ୱିତୀୟ ଲହର ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାର ତୃତୀୟ ଲହରକୁ ନେଇ ଭୟଭିତ ଅଛନ୍ତି...

ଓବାମା ଭଲକାମ ନ କରିବାରୁ ମୁଁ ହେଲି ରାଷ୍ଟ୍ରପତି: ଟ୍ରମ୍ପ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଏକ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ସେ କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭଲକାମ...

‘ପେଟ୍‌ ବ୍ଲଡ୍‌ ବ୍ୟାଙ୍କ’

ନ୍ୟୁୟର୍କ: ପାଳିତ ପ୍ରାଣୀଙ୍କ ପାଇଁ ବ୍ଲଡ୍‌ ବ୍ୟାଙ୍କ ଏବଂ ପ୍ଲାଜମା ସେଣ୍ଟର। ଏଠାରେ ସେମାନେ ରକ୍ତ ଦାନ କରିପାରିବେ। ଆବଶ୍ୟକସ୍ଥଳେ ରକ୍ତ ମଧ୍ୟ ନେଇପାରିବେ। ଗୃହପାଳିତ...

ମୋଷ୍ଟ ଓ୍ବାଣ୍ଟେଡ୍‌ ବାଘ ଶିକାରୀ ଗିରଫ

ଢାକା, ୧।୬: ୨୦ ବର୍ଷରେ ପ୍ରାୟ ୭୦ ବାଘଙ୍କ ଜୀବନ ନେଇଥିବା ମୋଷ୍ଟ ଓ୍ବାଣ୍ଟେଡ୍‌ ଶିକାରୀକୁ ଗିରଫ କରିଛି ବାଂଲାଦେଶ ପୋଲିସ। ‘ହବିବ ଟାଇଗର’ ଭାବେ...

ରୁଷିଆ ଆକ୍ରମଣକୁ ଡରିଲେଣି ଜେଲେନସ୍କି

କ୍ୱିଭ୍‌,୭ା୧୧: ୟୁକ୍ରେନ ଉପରେ ରୁଷିଆର ଅଧିକ ଆକ୍ରମଣ ନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭୟଭୀତ ହୋଇପଡ଼ିଛନ୍ତି। ରୁଷିଆ ଆକ୍ରମଣ ଭୟରେ କ୍ୱିଭ୍‌ର ମେୟର ଯଥାଶୀଘ୍ର କ୍ୱିଭ୍‌...

Advertisement
Archives

Model This Week