Posted inVideo

ସାବିତ୍ରୀ ପାଇଁ ଗହଳି

Featured Video Play Icon

ଆସନ୍ତାକାଲି ସାବିତ୍ରୀ ବ୍ରତ । ଏଥିପାଇଁ ମାର୍କେଟରେ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଲକଡାଉନ କଟକଣା ପାଇଁ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଥିବାରୁ କମ ସମୟରେ କିଣାକିଣି କରିବାରେ ଲାଗିପଡିଛନ୍ତି ଲୋକେ । ତେବେ କମ ସମୟ ଦୋକାନ ବଜାର ଖୋଲା ରହୁଥିବାରୁ ବେପାର ମାନ୍ଦା ହେଉଥିବା କହିଛନ୍ତି ବ୍ୟବସାୟୀ ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ବାତ୍ୟା ପାଇଁ ଲକଡାଉନ କୋହଳ

ମାଡି ଆସୁଛି ବାତ୍ୟା ୟାସ୍। ଆସନ୍ତା ୨୬ ତାରିଖ ମଧ୍ୟାହ୍ନରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ...

Featured Video Play Icon

କେନ୍ଦ୍ରର ନୂଆ ଶିକ୍ଷାନୀତି: ୧୦+୨ ଢାଞ୍ଚା ବଦଳରେ ୫+୩+୩+୪

କେନ୍ଦ୍ର କ୍ୟାବିନେଟ୍ ଆଜି ନୂଆ ଶିକ୍ଷାନୀତି ୨୦୨୦ କୁ ମଂଜୁରୀ ଦେଇଛନ୍ତି । ପ୍ରାୟ ୩୪ ବର୍ଷରେ ପ୍ରଥମ ଥରପାଇଁ ଦେଶରେ ଶିକ୍ଷାନୀତିରେ ପରିବର୍ତ୍ତନ ଅଣାଯାଇଛି।...

Featured Video Play Icon

ଜୋରସୋରରେ ଚାଲିଛି କାମ

ଓଡ଼ିଶାରେ ଟିକା ନିର୍ମାଣ କାର୍ଯ୍ୟ ପାଇଁ ଯୋରଦାର କାର୍ଯ୍ୟ ଚାଲିଛି । ପାଖାପାଖି ୨୫୦ ରୁ ଅଧିକ ଶ୍ରମିକ ଏଠାରେ କାର୍ଯ୍ୟରେ ଲିପ୍ତ ରହିଛନ୍ତି ।...

Featured Video Play Icon

Man Mijaj – Cuttack vs Bhubaneswar | ମନ୍ ମିଜାଜ୍ – କଟକ VS ଭୁବନେଶ୍ୱର

Cuttack vs Bhubaneswar argument is nothing new. Denizens of both these places claim their city to be the best....

Featured Video Play Icon

Barabati battle । ବାରବାଟୀ ଫାଇଟ୍

The craze for the India VS WI final ODI match at Barabati has to be seen to be believed....

Featured Video Play Icon

Rakhee – the knot of protection | ସଂପର୍କର ପ୍ରତୀକ ରାଖୀ

Rakhee Purnima or Raksha Bandhan as it is known elsewhere is being celebrated across the country this Thursday with...

Featured Video Play Icon

ସ୍ୱାମୀକୁ ହତ୍ୟା! ଥାନାରେ ଅଟକ ସ୍ତ୍ରୀ

ରାଜଧାନୀ ଭୁବନେଶ୍ୱରରେ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ତାଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି। ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତିରେ ଘଟିଛି ଏହି ଘଟଣା। ମୃତ...

Featured Video Play Icon

Counting continues in Puri

After a small delay, counting started in Kendriya Vidyalaya premises of Puri for the namesake Lok Sabha seat along...

Advertisement


Archives

Model This Week