ଭାରତୀୟ ମୁଦ୍ରାକୁ ବଡ଼ ଝଟ୍‌କା! ଡଲାର ତୁଳନାରେ ୫୬ ପଇସା ହ୍ରାସ ପାଇଲା ଟଙ୍କା

ନୂଆଦିଲ୍ଲୀ,୯।୬:  ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ଘଟିବା ପରେ ଆମେରିକୀୟ ଡଲାର ଆହୁରି ପ୍ରଭାବଶାଳୀ ହୋଇଥିବାରୁ ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟ ପୁଣି ଖସିଛି। ସୋମବାର ହୋଇଥିବା ଆନ୍ତଃବ୍ୟାଙ୍କିଙ୍ଗ ବୈଦେଶିକ ମୁଦ୍ରା କାରବାର ଅନୁଯାୟୀ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ୫୬ ପଇସା ହ୍ରାସ ଘଟି ଡଲାର-ଟଙ୍କା ବିନିମୟ ମୂଲ୍ୟ ୯୫.୭୪ ରହିଥିବା ଜଣାପଡ଼ିଛି। ଏହାପୂର୍ବରୁ ଅନେକ ପର୍ଯ୍ୟାୟ କାରବାରରେ ଟଙ୍କା ମୂଲ୍ୟରେ ଉନ୍ନତି ପରିଲକ୍ଷିତ ହୋଇଥିଲା। କିନ୍ତୁ ସୋମବାର ଇସ୍ରାଏଲର ଆକ୍ରମଣ ସ୍ଥିତି ବଦଳାଇ ଦେଇଛି। ଆଗକୁ ସ୍ଥିତି ଖରାପ ରହିଲେ ଟଙ୍କା ମୂଲ୍ୟରେ ପୁଣି ଅବନତି ଘଟିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟି ସ୍ଲିପ ହେବାରୁ ରାସ୍ତାରେ ପଡ଼ିଗଲେ ମା’ ଝିଅ; ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ, ତାପରେ….

ବଲାଙ୍ଗୀର,୯ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀ ନଗର ପଡା ଏନ୍ ଏଚ ୨୬ ନମ୍ବର ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ମା’-ଝିଅ…

ସିଙ୍ଗଡ଼ା- କଚୋଡ଼ି ପ୍ରେମୀ ସାବଧାନ! FSSAI ଜାରି କଲା ବଡ଼ ଚେତାବନୀ, ହୋଇପାରେ ମାରାତ୍ମକ ରୋଗ!

ଭାରତ ଏମିତି ଏକ ଦେଶ ଯେଉଁଠି ଖାଇବା ପିଇବା ପଛରେ ପ୍ରଚୁର ପଇସା ଖର୍ଚ୍ଚ କରାଯାଏ। ଲୋକମାନେ ସ୍ବାସ୍ଥ୍ୟ ଅପେକ୍ଷା ସ୍ବାଦକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଚା’…

ରୁଷିଆ ସହ ପାକିସ୍ତାନର ବଡ ଡିଲ୍‌, ତେବେ ଭାରତର ବଡ଼ ଶତ୍ରୁ ସହ କାହିଁକି ଏତେ ନିକଟତର ହେଉଛି ରୁଷିଆ? ଜାଣନ୍ତୁ…

ଇସଲାମାବାଦ,୯।୬: ପାକିସ୍ତାନ ଭାରତର ସବୁଠାରୁ ନିକଟତମ ସହଯୋଗୀ ରାଷ୍ଟ୍ର ଭାବରେ ପରିଗଣିତ ହେଉଥିବା ରୁଷିଆ ସହିତ ଏକ ପ୍ରମୁଖ ଚୁକ୍ତି କରିଛି। କିର୍ଗିଜସ୍ତାନର ରାଜଧାନୀ ବିଶକେକରେ ଅନୁଷ୍ଠିତ…

ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୯୫ ତମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ବର,୯।୬:  ସୃଜନର ସ୍ରୋତସ୍ବିନୀ ନନ୍ଦିନୀ ଶତପଥୀ । ରାଜନୀତିରେ ସେ ଯେମିତି ପ୍ରବୀଣା, ସାହିତ୍ୟ ସାଧନାରେ ମଧ୍ୟ ସେମିତି ଧୂରୀଣା। କେବଳ ଓଡ଼ିଶା ନୁହେଁ ଭାରତୀୟ ରାଜନୀତିର…

ଭାଜପା-ବିଜେଡି ମଧ୍ୟରେ ସୋସିଆଲ ୱାର: ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଅତାବିରା,୯ା୬(ଯୁଧିଷ୍ଠିର ମହାପାତ୍ର):ଗତ କିଛିଦିନ ହେଲା ଅତାବିରାରେ ଗ୍ରୀଷ୍ମ ଉତ୍ତାପରୁ ରାଜନୈତିକ ପାଗ ଉଷ୍ମତା ବଢିଯାଇଛି। ବାକ୍‌ଯୁଦ୍ଧ ସାଙ୍ଗକୁ ସୋସିଆଲ ମିଡିଆରେ ଚାଲିଛି ଘମାଘୋଟ ଶୀତଳ ଯୁଦ୍ଧ। ପଞ୍ଚାୟତ…

ପ୍ରେମିକା ବାହାହେବାକୁ ମନାକରିବାରୁ ବିଦ୍ୟୁତ୍‌ ଖୁଣ୍ଟରେ ଚଢ଼ି ଗଲେ ଯୁବକ: ଆଉ ତା’ପରେ…

କୁତ୍ରା,୯ା୬ (ଦେବାଶିଷ ସାହୁ):ପ୍ରେମିକା ବାହାହେବାକୁ ମନାକରିବାରୁ ଜଣେ ଯୁବକ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ ଖୁଣ୍ଟରେ ଚଢ଼ି ହଙ୍ଗାମା କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲା…

ମୋସୁମୀ ସକ୍ରିୟ, ଆସୁଛି ବଡ଼ ବର୍ଷା, ଏସବୁ ରାଜ୍ୟରେ ଏହି ଦିନ ପ୍ରବଳ ବର୍ଷିବ

ନୂଆଦିଲ୍ଲୀ,୯।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଧୀରେ ଧୀରେ ଆଗକୁ ବଢ଼ୁଛି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ମୌସୁମୀ ବାୟୁ ଆରବ ସାଗରର ଅନେକ ଅତିରିକ୍ତ ଅଂଶ,…

ହଠାତ୍‌ ଭାରତୀୟ ଦଳରୁ ୭ ଖେଳାଳି ପଡ଼ିଲେ ବାଦ୍‌: BCCI ବଦଳାଇଦେଲା ସ୍କ୍ବାଡ୍‌

ନୂଆଦିଲ୍ଲୀ,୯।୬:ସାଧାରଣତଃ ଏକ ଟେଷ୍ଟ ମ୍ୟାଚ ପାଞ୍ଚ ଦିନ ପର୍ଯ୍ୟନ୍ତ ଚାଲିଥାଏ, କିନ୍ତୁ ମୁଲାନପୁର ଟେଷ୍ଟରେ ଭାରତ ତୃତୀୟ ଦିନରେ ଆଫଗାନିସ୍ତାନକୁ ପରାସ୍ତ କରିଥିଲା। ଟିମ ଇଣ୍ଡିଆ ଇନିଂସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri