Posted inଜାତୀୟ

ନିର୍ବିରୋଧରେ ବିଜୟୀ ହୋଇପାରନ୍ତି ଋତୁଜା: ଭାଜପାର ପ୍ରାର୍ଥୀ ପ୍ରତ୍ୟାହାର ଘୋଷଣା…

ମୁମ୍ବାଇ,୧୭।୧୦ : ମୁମ୍ବାଇରା ଅନ୍ଧେରୀ ପୂର୍ବ ବିଧାନସଭା ଆସନରୁ ଭାଜପା ସୋମବାର ପ୍ରାର୍ଥୀ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି। ଏହା ସହିତ ଉଦ୍ଧବ ବାଲାସାହେବ ଠାକରେ ଦଳର ରିତୁଜା ଲଟକେଙ୍କର ବିଧାୟକ ଭାବରେ ନିର୍ବିରୋଧ ନିର୍ବାଚିତ ହେବା ପାଇଁ ରାସ୍ତା ସଫା ହୋଇଯାଇଛି।

ଲଟକେଙ୍କ ନିର୍ବାଚନୋ ବିଜୟୀ କରାଇବା ପାଇଁ ସେମାନଙ୍କ ପ୍ରାର୍ଥୀଙ୍କ ନାମ ପ୍ରତ୍ୟାହାର କରିବାକୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦଳର ବିଧାୟକମାନେ ମଧ୍ୟ ଭାଜପାକୁ ନିବେଦନ କରିଥିଲେ। ରିତୁଜା ଲଟକେ ହେଉଛନ୍ତି ସ୍ବର୍ଗତ ଶିବସେନା ବିଧାୟକ ରମେଶ ଲଟକେଙ୍କ ସ୍ତ୍ରୀ। ତାଙ୍କ ଦେହାନ୍ତ ହେତୁ ଏହି ସିଟ ଖାଲି ପଡିଥିଲା। ଏଥିପାଇଁ ଉପ-ନିର୍ବାଚନ ନଭେମ୍ବର ୩ରେ ହେବାକୁ ଯାଉଛି।

ମହାରାଷ୍ଟ୍ର ଭଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱନକୁଲ ସୋମବାର ଭାଜପା ପ୍ରାର୍ଥୀଙ୍କ ନାମ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ଏମଏନଏସ ମୁଖ୍ୟ ରାଜ ଠାକରେଙ୍କ ଅନୁରୋଧର ଦ୍ୱିତୀୟ ଦିନରେ ବାୱନକୁଲେ ଏହି ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କବାଡି ଗୋଦାମରେ ଭୟଙ୍କର ନିଆଁ, ୪ ଜୀବନ୍ତ ଦଗ୍ଧ

ଜୟପୁର,୨୫।୪: କୋଟପୁଟଲି-ବେହରର ଜିଲାର ନିମ୍ରାଣା ଅଞ୍ଚଳରେ ଥିବା ଏକ କବାଡି ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏହି ଦୁଃଖଦ ଘଟଣା ଯୋଗୁଁ ଦୁଇ ନାବାଳିକା ଝିଅ…

ଭାଜପା ଯାଉ ଯାଉ AAP କୁ ଆଟାକ୍‌ କଲେ ଚଢା, ଖୋଲାଖୋଲି କହିଦେଲେ…

ନୂଆଦିଲ୍ଲୀ,୨୫।୪: ଆମ ଆଦମୀ ପାର୍ଟି (AAP) ରୁ ଅଲଗା ହେବା ପରେ ଭାରତୀୟ ଜନତା ପାର୍ଟି (BJP) ରେ ଯୋଗ ଦେଇଥିବା ରାଜ୍ୟ ସଭା ଏମପି ରାଘବ…

‘ଇରାନ-ଆମେରିକା ଶାନ୍ତି ବାର୍ତ୍ତା ପାକିସ୍ତାନରେ କାହିଁକିି?’ଲୋମ ଟାଙ୍କୁରା କଥା କହିଲେ ଇମ୍ରାନଙ୍କ ପୁଅ!

ଇସଲାମାବାଦ,୨୫।୪: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୁଅ ସୁଲେମାନ ଖାନ ଦେଶର ନେତୃତ୍ୱ ଉପରେ ଏକ ଗଭୀର ଗଣତାନ୍ତ୍ରିକ ସଙ୍କଟକୁ ଲୁଚାଇବାକୁ ଚେଷ୍ଟା…

ଆମେରିକାରେ ଆଉ ମିଳିବନାହିଁ ଚାକିରି, ଆଗତ ହେଲା ଏମିତି ବିଲ୍‌

ଓ୍ବାଶିଂଟନ,୨୫ା୪: ଆମେରିକାର ରିପବ୍ଲିକାନ ସାଂସଦଙ୍କ ଏକ ଗ୍ରୁପ୍‌ H-1B ଭିଜା କାର୍ଯ୍ୟକ୍ରମକୁ ତିନି ବର୍ଷ ପାଇଁ ସ୍ଥଗିତ ରଖିବା ପାଇଁ କଂଗ୍ରେସ(ସଂସଦ)ରେ ଏକ ବିଲ୍‌ ଆଗତ କରିଛନ୍ତି।…

ତାମ୍ପରା ହ୍ରଦ ବୁଲି ଦେଖିଲେ ଉପମୁଖ୍ୟମନ୍ତ୍ରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ…

ଛତ୍ରପୁର,୨୫।୪(ଦିଲ୍ଲୀପ ସାମଲ): ଦୁଇ ଦିନିଆ ଗଞ୍ଜାମ ଜିଲା ଗ୍ରସ୍ତରେ ଆସିଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶନିବାର ଛତ୍ରପୁର ନିକଟ ତାମ୍ପରା ହ୍ରଦ ପରିଦର୍ଶନ କରିଥିଲେ । ତାମ୍ପରାର…

ଗୋଟିଏ କି ଦୁଇଟା ନୁହେଁ ଝିଅଙ୍କ ନାଁରେ ଏତେ ଯୋଜନା ଚଳାଉଛନ୍ତି ସରକାର, ଜାଣନ୍ତୁ କେମିତି ମିଳିବ ଫାଇଦା

ନୂଆଦିଲ୍ଲୀ,୨୫।୪: ଭାରତରେ, କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ଝିଅମାନଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନାଗୁଡ଼ିକର ଉଦ୍ଦେଶ୍ୟ କେବଳ ଆର୍ଥିକ…

ପେଟ୍ରୋଲ ଟାଙ୍କିରେ ତେଲ ପକାଇ ଚମ୍ପଟ ମାରିଥିଲେ ଦୁଇ ଅଭିଯୁକ୍ତ, କୋର୍ଟରେ ହେଲେ ହାଜର, ଗାଡ଼ି ନମ୍ବର ପ୍ଲେଟ୍‌ ବାରମ୍ବାର ବଦଳାଇ କରୁଥିଲେ…

ହାଟଡିହୀ/ଛେନାପଦୀ/ଆନନ୍ଦପୁର,୨୫ା୪(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧୀନ ହାଟଡିହୀଠାରେ ଥିବା ପେଟ୍ରୋଲ ଟାଙ୍କିରୁ ପ୍ରାୟ ୧୫ ହଜାର ଟଙ୍କାର ପେଟ୍ରୋଲ ନେଇ…

ରାଘବ ଚଢା ନା ସନ୍ଦୀପ ପାଠକ… କିଏ AAP ଛାଡିବା ପରେ କେଜରିଓ୍ବାଲଙ୍କୁ ଲାଗିଲା ବଡ଼ ଝଟକା? ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୪: ସାତ ଜଣ ରାଜ୍ୟ ସଭା ଏମପିଙ୍କ ଏକକାଳୀନ ବିଦାୟ ସହିତ ଆମ ଆଦମୀ ପାର୍ଟି (AAP) ଏକ ବଡ଼ ଧକ୍କା ପାଇଛି; ତଥାପି, ଦଳ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri