ଅନୁଭୁତି ଶେୟାର କଲେ ରିଦ୍ଧି

ମୁମ୍ବାଇ: ଅଭିନେତ୍ରୀ ରିଦ୍ଧି ଡୋଗରା ଅଭିନୟ କରିଥିବା କିଛି ପ୍ରୋଜେକ୍ଟ ଏବେ କେବଳ ରିଲିଜ୍ ଅପେକ୍ଷାରେ ରହିଛି । ତେଣୁ କୁହାଯାଉଛି ୨୦୨୩ ରିଦ୍ଧିଙ୍କ ପାଇଁ ଖୁବ୍ ରୋମାଞ୍ଚକର ରହିବ । ଟେଲିଭିଜନ ପରଦାରେ କିଛି ବଡ ବଡ ଧାରାବାହିକରେ ଅଭିନୟ କରି ସେ ଭାରତୀୟ ପରିବାରଙ୍କ ମନୋରଞ୍ଜନ କରିଛନ୍ତି । ଏବେ ଅଭିନେତ୍ରୀ ଏଟଲି କୁମାରଙ୍କ ନିର୍ଦ୍ଦେଶନାରେ ଶାହାରୁଖ ଖାଁଙ୍କ ସହ ଓ ଟାଇଗର ୩ରେ ସଲମାନ ଖାଁଙ୍କ ସହ ଦେଖାଦେବେ । ରିଦ୍ଧିଙ୍କୁ ଶେଷ ଥର ପାଇଁ ମ୍ୟାରେଡ ୱିମନ ଓ ଅସୁର ଭଳି ବଡ ବଡ ହିଟ ରିସିଜରେ ଦେଖିବାକୁ ମିଳିଥିଲା । ଏଥିରେ ତାଙ୍କ ଅଭିନୟକୁ ଦର୍ଶକେ ବେଶ ପସନ୍ଦ କରିଥିଲେ ।
ଏବେ ଅଭିନେତ୍ରୀ, ଯବାନ ଓ ଟାଇଗର ୩କୁ ନେଇ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଏହାକୁ ନେଇ ରିଦ୍ଧି କହିଛନ୍ତି ଆସନ୍ତା ବର୍ଷକୁ ନେଇ ମୁଁ ଖୁବ୍ ଏକ୍ସାଇଟେଡ ରହିଛି । କାରଣ ମୁଁ କେତେଜଣ ଶାନଦାର ଅଭିନେତାଙ୍କ ସହ କିଛି କାହାଣୀରେ କାମ କରିଛି । ଅସଲରେ କିଛି ଷ୍ଟୋରୀ ଖୁବ୍ ରୋମାଞ୍ଚକର ରହିଛି ।
ରିଦ୍ଧି କହିଛନ୍ତି ଶାହାରୁଖଙ୍କ ସହ ‘ଯବାନ’ରେ କାମ କରିବାର ମାହୋଲ ବେଶ ଆରାମଦାୟକ ଥିଲା । ଯେଉଁମାନେ ମୋତେ ଜାଣିଛନ୍ତି ସେମାନେ ସମସ୍ତେ ଜାଣନ୍ତି ମୁଁ ତାଙ୍କର କେତେ ବଡ ଫ୍ୟାନ । ତାଙ୍କୁ ଆଡମୟାର କରି ମୁଁ ବଡ ହୋଇଛି । ଜଣେ ଅଭିନେତା ଭାବେ ସେ ବହୁତ ଅଧିକ । ତାଙ୍କ ସହ ସେଟ୍‌ରେ ବ୍ୟକ୍ତିଗତ ଭାବେ କଥା ହେବା, ତାଙ୍କ ସହ ଶୁଟିଂ କରିବା, ତାଙ୍କ୍ ସହ ଦୃଶ୍ୟକୁ ନେଇ ଚର୍ଚ୍ଚା କରିବା ଏକ ଭିନ୍ନ ଅନୁଭବ । ରିଦ୍ଧି ଆହୁରି ମଧ୍ୟ କହିଛନ୍ତି, ମୁଁ ସମ୍ମାନର ସହ କହୁଛି ମୋ ଜୀବନର ଦୁଇଟି ଭାଗ, ଗୋଟିଏ ଶାହାରୁଖ ଖାଁଙ୍କ ସହ ଶୁଟିଂ କରିବା ପୂର୍ବର ଓ ଦ୍ୱିତୀୟ ଶୁଟିଂ ପରେ । ଯେହେତୁ ସେ ଦିଲ୍ଲୀର ତେଣୁ ତାଙ୍କ ସହ କଥା ହେବା ମୋ ପାଇଁ ସହଜ ଥିଲା । ତାଙ୍କର ସେନ୍ସ ଅଫ ହ୍ୟୁମର ଦିଲ୍ଲୀ ବାଲାଙ୍କ ଭଳି ସବୁଠାରୁ ଅଲଗା ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri