ଦାୟିତ୍ୱ ଦେଲେ ନବୀନ: ବିଜେଡି ୪୫ ସମ୍ପାଦକ ନିଯୁକ୍ତ

ଭୁବନେଶ୍ୱର,୨୦ା୮(ବ୍ୟୁରୋ)-ବିଜୁ ଜନତା ଦଳର ସାଙ୍ଗଠନିକ ପୁନର୍ଗଠନ କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୫ ଜଣଙ୍କୁ ଦଳର ସମ୍ପାଦକ ଓ ୪୧ ଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତିି। ଗୁରୁବାର ବିଜେଡି ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ସମ୍ପାଦକ କିଶୋର ଚନ୍ଦ୍ର ତରାଇଙ୍କୁ ଅନୁସୂଚୀତ ଜାତି ଶସକ୍ତିକରଣ ଦାୟିତ୍ୱ ଦିଆଯାଇଥିବା ବେଳେ ସଙ୍ଘମିତ୍ରା ଦଳାଇଙ୍କୁ ଅନୁସୂଚୀତ ଜାତି ଶସକ୍ତିକରଣ, ଅନୁଭବ ପଟ୍ଟନାୟକଙ୍କୁ ମହିଳା ଶସକ୍ତିକରଣ, କେ. ଶାନ୍ତିଙ୍କୁ ମହିଳା ସଶକ୍ତିକରଣ, ବିଷ୍ଣୁ ପ୍ରିିୟା ଦାସଙ୍କୁ ମହିଳା ଶସକ୍ତିକରଣ, ଅମରେଶ ପତ୍ରୀଙ୍କୁ ଯୁବ ବ୍ୟାପାର, ରଞ୍ଜିତ ମହାପାତ୍ରଙ୍କୁ ଯୁବ ବ୍ୟାପାରର, ଅମରଜିତ ସେନାପତିଙ୍କୁ ଛାତ୍ର ବ୍ୟାପାର, ମନ୍ଦାକିନୀ କରଙ୍କୁ ଛାତ୍ର ବ୍ୟାପାର, ବିଶ୍ୱଜିତ ସାମନ୍ତରାୟଙ୍କୁ ଛାତ୍ର ବ୍ୟାପାର, ଚିନ୍ମୟ ସାହୁଙ୍କୁ ସଶକ୍ତ ଓଡିଶା, ସାୈଭାଗ୍ୟ ନାୟକଙ୍କୁ ସଶକ୍ତ ଓଡିଶା, ସୁବ୍ରମନିୟମ ମହାନ୍ତିଙ୍କୁ ଶସକ୍ତ ଓଡିଶା, ସୁବାସ ମହାରଣାଙ୍କୁ ସଶକ୍ତ ଓଡିଶା, ଶୈଳେଶ ଡାନିଙ୍କୁ ସଶକ୍ତ ଓଡିଶା, ରବି ନାରାୟଣ ନନ୍ଦଙ୍କୁ କଳା, ସଂସ୍କୃତି ମାନବ ସମ୍ବଳ, ସଂଗ୍ରାମ ପାଇକରାୟଙ୍କୁ କଳା, ସଂସ୍କୃତି ମାନବ ସମ୍ବଳ, ଶଶୀ ସାହୁଙ୍କୁ କଳା, ସଂସ୍କୃତି ମାନବ ସମ୍ବଳ, ପ୍ର୍ରୟାସକାନ୍ତୀ ସାମଲ କଳା, ସଂସ୍କୃତି ମାନବ ସମ୍ବଳ, ମାରୁତ ପାଲୋଙ୍କୁ କଳା, ସଂସ୍କୃତି ମାନବ ସମ୍ବଳ, ସେକ ନିଜାମ୍ମୁଦ୍ଦିନଙ୍କୁ ସଂଖ୍ୟା ଲଘୁ ବ୍ୟାପାର, ମହମ୍ମଦ ଡବ୍ଲ୍ୟୁ ସାକିଲଙ୍କୁ ସଂଖ୍ୟା ଲଘୁ ବ୍ୟପାର, ଭୁବନେଶ୍ୱର କିଷାନଙ୍କୁ ଆଦିବାସୀ ସଶକ୍ତିକରଣ/ ସଂଖ୍ୟା ଲଘୁ ବ୍ୟପାର ଏବଂ ଭାରତୀ ସିଂଙ୍କୁ ଆଦିବାସୀ ସଶକ୍ତିକରଣ/ ସଂଖ୍ୟା ଲଘୁ ବ୍ୟପାର ଦାୟିତ୍ୱ ଦିଆଯାଇଛି। ସେହିପରି କୃଷ୍ଣ ଚନ୍ଦ୍ର ଦାସଙ୍କୁ ଆଦିବାସୀ ସଶକ୍ତିକରଣ/ ସଂଖ୍ୟା ଲଘୁ ବ୍ୟପାର, ସୁବାସ ପାତ୍ରଙ୍କୁ ଓଡିଶା ମୋ ପରିବାର, ଦୁର୍ଗା ସାମନ୍ତରାୟଙ୍କୁ ଓଡିଶା ମୋ ପରିବାର, ଅଜୟ ନାୟକଙ୍କୁ ଓଡିଶା ମୋ ପରିବାର, ଶିଶିର ପରିଜାଙ୍କୁ ଓଡିଶା ମୋ ପରିବାର, ମୀରା ପରିଡାଙ୍କୁ ଓଡିଶା ମୋ ପରିବାର, ପୁଷ୍ପେନ୍ଦ୍ର ସିଂ ଦେଓଙ୍କୁ ସାମାଜିକ କଲ୍ୟାଣ, ସରୋଜ କର୍ନଙ୍କୁ ସାମାଜିକ କଲ୍ୟାଣ ଟି. ପ୍ରସାଦରାଓ ଦୋରାଙ୍କୁ ସାମାଜିକ କଲ୍ୟାଣ, ଜଗଦୀଶ ପାତ୍ରଙ୍କୁ ସାମାଜିକ କଲ୍ୟାଣ, ସ୍ବାଧୀନ ନାୟକଙ୍କୁ ଆଞ୍ଚଳିକ ଉନ୍ନୟନ, କୁନାବିହାରୀ ଦାସଙ୍କୁ ଆଞ୍ଚଳିକ ଉନ୍ନୟନ, ସନ୍ତୋଷ ପଟ୍ଟନାୟକଙ୍କୁ ଆଞ୍ଚଳିକ ଉନ୍ନୟନ, ହର୍ଷବର୍ଦନ ସିଂଦେଓ ଆଞ୍ଚଳିକ ଉନ୍ନୟନ, ରଞିତ ସାହୁ ଆଞ୍ଚଳିକ ଉନ୍ନୟନ, ଉତର ପାତ୍ରଙ୍କୁ ପରିବେଶ, ତପନ ଦାସଙ୍କୁ ପରିବେଶ, କୃଷ୍ଣ ପଣ୍ଡାଙ୍କୁ ପରିବେଶ, ତ୍ରିନାଥ ଗୋଏଲଙ୍କୁ ପରିବେଶ ଏବଂ ଚନ୍ଦ୍ରକାନ୍ତ ସାମଲଙ୍କୁ ପରିବେଶ ଦାୟିତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ପିକଅପ୍ ଧକ୍କାରେ ଶିଶୁଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ, ଟାୟାର ଜାଳି ଆନ୍ଦୋଳନ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ମେକ୍ସପିକଅପ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସଂଧ୍ଯ୍ଯାରେ ଉତ୍ତେଜନା ଦେଖାଦେଇଛି । ଚାଙ୍ଗୁଡ଼ିଆପଦର ସାହିର…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ: ବାବୁଙ୍କ କୋଠା ସଉକ, ଚଢ଼ାଉରେ ମିଳିଲା…

ମାଲକାନଗିରି,୨୭।୯(ଦୁର୍ଯ୍ୟୋଧନ ପାତ୍ର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ମାଲକାନଗିରି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧୀନ ମାଥିଲି ବ୍ଲକରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ…

ଗାଡ଼ି ଚାଳକଙ୍କ ପାଇଁ ଆସିଲା କଡ଼ା ନିୟମ, ଏହା ନଥିଲେ ୧ ଅକ୍ଟୋବରଠୁ ମିଳିବନି ପେଟ୍ରୋଲ-ଡିଜେଲ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀ-NCRରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ପ୍ରଶାସନ ଓ ପରିବହନ ବିଭାଗ ପକ୍ଷରୁ ଅକ୍ଟୋବର ୧ରୁ କଡ଼ା ନିୟମ ଲାଗୁ କରାଯିବାକୁ ଯାଉଛି ।…

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି…

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?