ଭକ୍ତଙ୍କୁ ଦର୍ଶନ ଦେବା ସହିତ ହାତ ସାନିଟାଇଜ୍‌ କରିବେ ପ୍ରଭୁ ଗଣେଶ

ମୁମ୍ବାଇ, ୧୯।୮: ଆଗକୁ ଗଣେଶ ପୂଜା ଆସୁଛି। ଏନେଇ ମୁମ୍ବାଇରେ ଏକ ନିଆରା ଗଣେଶ ମୂର୍ତ୍ତି ନିମାର୍ଣ କରାଯାଇଛି। ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବା ସହିତ ଭକ୍ତଙ୍କ ହାତ ମଧ୍ୟ ସାନିଟାଇଜ୍‌ କରିବେ। ମୂର୍ତ୍ତିଙ୍କ ପାଦରୁ ସାନିଟାଇଜର ଝରୁଛି। ଭକ୍ତ ପାଦତଳେ ହାତ ରଖି ଏହାକୁ ସଂଗ୍ରହ କରିବେ। ପରେ ଦୁଇହାତ ଘସି ସାନିଟାଇଜ୍‌ କରିବେ। ଲୋକଙ୍କ ମଧ୍ୟରେ ସୁରକ୍ଷା ସଚେତନତା ସୃଷ୍ଟି ପାଇଁ ଏଭଳି ମୂର୍ତ୍ତି ନିର୍ମାଣ କରାଯାଇଛି। ସ୍ଥାନୀୟ ଘାଟକୋପରସ୍ଥିତ ମୂର୍ତ୍ତି ନିର୍ମାତା ରାମଦାସ ଚୌଧୁରୀ ଏହାକୁ ନିର୍ମାଣ କରିଛନ୍ତି। ଭକ୍ତ ପ୍ରଭୁଙ୍କ ପାଦତଳକୁ ହାତ ନେଲେ ସାନିଟାଇଜର ବାହାରିବ ବୋଲି ସେ କହିଛନ୍ତି। ମୂର୍ତ୍ତି ପାଦତଳେ ଡିସପେନ୍ସ୍‌ର ଲଗାଯାଇଥିବା ସେ କହିଛନ୍ତି। ପ୍ରତିବର୍ଷ ନୂଆ ନୂଆ ବାର୍ତ୍ତା ଦେଉଥିବା ଗଣେଶ ମୂର୍ତ୍ତି ସେ ନିର୍ମାଣ କରୁଥିବା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଯାଉଥିଲେ ଯୁବକ, ପଛରୁ ଆସିଲେ ଦୁଇ ମହାବଳ ବାଘ; ଆଉ ତା’ ପରେ…

ମୁମ୍ବାଇ,୨ା୬: ମହାରାଷ୍ଟ୍ରର ଚନ୍ଦ୍ରପୁରରୁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ଦେଖିବେ ଦୁଇଟି ମହାବଳ ବାଘ ହଠାତ୍‌ ରାସ୍ତା ଉପରକୁ ଚାଲି...

ଏଏପି ଦଖଲରେ ଏମ୍‌ସିଡି

ନୂଆଦିଲ୍ଲୀ,୮ା୧୨: ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି) ନିର୍ବାଚନରେ କେନ୍ଦ୍ରଶାସିତ ଅଞ୍ଚଳର ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)କୁ ବଡ଼ ସଫଳତା ମିଳିଛି। ମ୍ୟୁନିସିପାଲ କାଉନ୍‌ସିଲକୁ ଦୀର୍ଘ...

ପାସେଞ୍ଜର ଟ୍ରେନ୍‌ର ୪ ବଗି ଲାଇନଚ୍ୟୁତ: ଷ୍ଟେଶନ କାନ୍ଥ ଭାଙ୍ଗି ବାହାରକୁ ମାଡ଼ିଗଲା

କାନପୁର, ୨୮।୮: ଉତ୍ତରପ୍ରଦେଶ କାନପୁର ସେଣ୍ଟ୍ରାଲ ରେଳ ଷ୍ଟେଶନ୍‌ରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। କାନପୁର-ଲକ୍ଷ୍ନୌ ପାସେଞ୍ଜର ଟ୍ରେନ୍‌ର ୪ ବଗି ଲାଇନଚ୍ୟୁତ ହୋଇଛି।...

ଲକ୍‌ଡାଉନ୍‌ରେ ମାଲିକ ଦରମା କାଟିବାରୁ, ଚାକର ନେଲେ ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୨୬।୮:ଦିଲ୍ଲୀର ନଜଫ୍‌ଗଡରେ ଏକ ଅଭାବନୀୟ ଘଟଣା ଘଟିଛି। ଲକ୍‌ଡାଉନ୍‌ରେ ମାଲିକ ଦରମା କାଟିବାରୁ ଏକ ଚରମ ନିଷ୍ପତ୍ତି ନେଇଛନ୍ତି ଚାକର। ସେ ମାଲିକଙ୍କ ହତ୍ୟା କରି...

ଡେରା ବାବା ନାନକରେ ମହିଳା ଏବଂ ପୁରୁଷ ଆତଙ୍କବାଦୀଙ୍କ ପ୍ରବେଶ: ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ,୬।୧୧: କରତାର୍‌ପୁର କରିଡୋର ନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ନଭେମ୍ବର ୯ରେ ଡେରା ବାବା ନାନକଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

୨୪ ପରିବାରର କୋଟିଏ ଟଙ୍କା ଚଳୁ

ଭୋପାଳ,୨୬ା୫: ଅତି ଲୋଭ କରି ମଧ୍ୟପ୍ରଦେଶ ସାଗର ଜିଲାର ବୀଣା ଅଞ୍ଚଳର ସବ୍‌-ପୋଷ୍ଟ ଅଫିସ ପୋଷ୍ଟମାଷ୍ଟର ବିଶାଳ ଅହିରଓ୍ବାର ଏବେ ପୋଲିସ ହାଜତରେ। ସେ ୨୪...

ଏଲ୍‌ଏସିରେ ଉତ୍ତେଜନା: ରାଜନାଥଙ୍କ ପରେ ଜୟଶଙ୍କରଙ୍କ ୪ ଦିନିଆ ରୁଷ୍‌ ଗସ୍ତ

ନୂଆଦିଲ୍ଲୀ, ୮।୯: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ି ଚାଲିଛି। ଏପରିସ୍ଥଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୩ ଦିନିଆ ରୁଷ୍‌ ଗସ୍ତ ପରେ...

ଚୋରି ଏୟାରପଡ୍‌ ଫେରିପାଇବା ପାଇଁ ୨.୨ ଲକ୍ଷ ଖର୍ଚ୍ଚ

ଲଣ୍ଡନ: ଲୋକେ ନିଜର ଅତି ପ୍ରିୟ ଜିନିଷକୁ ଯତ୍ନ ସହକାରେ ରଖନ୍ତି। ହେଲେ ହଜିଯାଇଥିବା କିମ୍ବା ଚୋରି ହୋଇଥିବା ଜିନିଷକୁ ପାଇବା ପାଇଁ ଜଣେ ନିଜର...

Advertisement
Archives

Model This Week