Posted inଜାତୀୟ

ଭାରତ-ଚାଇନା ମଧ୍ୟରେ ହେବ ମେଜର ଜେନେରାଲ ସ୍ତରରେ କଥାବାର୍ତ୍ତା

ନୂଆଦିଲ୍ଲୀ,୮।୮: ଭାରତ-ଚାଇନା ମଧ୍ୟରେ ଲାଗି ରହିଛି ସୀମା ବିବାଦ। ଇତିମଧ୍ୟରେ ଶନିବାର ଦୌଲତ ବେଗ ଓଲଡିରେ ମେଜର ଜେନେରାଲ ସ୍ତରରେ କଥାବାର୍ତ୍ତା ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଉଭୟ ଦେଶର ସେନା ବାସ୍ତବିକ ନିୟନ୍ତୟଣ ରେଖା(ଏଲ୍‌ଏସି)ରେ ମୁତୟନ ଥିବା ସେନାଙ୍କୁ ପଛକୁ ଯିବାକୁ ନେଇ ଆଲୋଚନା ହେବ ବୋଲି କୁହାଯାଉଛି। ଭାରତୀୟ ସେନା ସୂତ୍ରରୁ ଏହି ବିଶେଷ ସୂଚନା ମିଳିଛି। କିଛିଦିନ ହେବ ଭାରତ-ଚାଇନା ସୀମା ବିବାଦ ଥମିବାର ନାଁ ନେଉ ନ ଥିବା ବେଳେ ଏହା ବେଳକୁ ବେଳ ଜଟିଳ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଂସ୍କୃତ ସହର ହେବ ବାରାଣସୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ବାରାଣସୀ ‘ସଂସ୍କୃତ ସହର’ ଭାବେ ପରିଚିତ ହେବ। ଏ ନେଇ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବାରାଣସୀରେ ୧୧୦ରୁ...

ନିର୍ବାଚନ ଚିହ୍ନ-ନାମ ପାଇଁ ହୋଇଛି ୨ ହଜାର କୋଟିର କାରବାର: ସଞ୍ଜୟ ରାଉତ…

ମୁମ୍ବାଇ,୧୯।୨ : ନିବ;ାଚନ ଆୟୋଗ ଶିବସେନାର ନାମ ଏବଂ ଚିହ୍ନକୁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଦଳକୁ ପ୍ରଦାନ କରିଛନ୍ତି। ସେବେଠାରୁ ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ଏବଂ...

ମୋଦିଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୫: ସାଧାରଣ ନିର୍ବାଚନରେ ଭାଜପାର ଐତିହାସିକ ବିଜୟର ତିଦିଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍‌ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ...

ରାମ ରହିମଙ୍କ ଜନ୍ମଦିନ କାର୍ଡ, ରାଖୀରେ ଭର୍ତ୍ତି ହୋଇଗଲାଣି ପୋଷ୍ଟ ଅଫିସ

ରୋହତକ,୧୫।୮: ଆତ୍ମ ଘୋଷିତ ଭଗବାନ ଗୁରୁମିତ ରାମ ରହିମ ସିଂ ଏବେ ଜେଲ୍‌ରେ। ବଳାତ୍କାର ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହେବା ପରେ ଜେଲ୍‌ରେ ସଜା...

ଜୁନ୍‌ ୧ରେ ଦେଶବ୍ୟାପୀ ପ୍ରଦର୍ଶନ କରିବ ସଂଯୁକ୍ତ କିଷାନ ମୋର୍ଚ୍ଚା, ଚାଷୀ ନେତା କୁସ୍ତିଯୋଦ୍ଧାଙ୍କୁ କଲେ ଏହିି ଅପିଲ

ନୂଆଦିଲ୍ଲୀ,୩୦।୫: ରେସଲିଂ ଫେଡେରେଶନ ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଆନ୍ଦୋଳନ କରୁଥିବା କୁସ୍ତିଯୋଦ୍ଧାମାନେ ସଂଯୁକ୍ତ କିଷାନ ମୋର୍ଚ୍ଚାର ସମର୍ଥନ ପାଇଛନ୍ତି। ମଙ୍ଗଳବାର କୁସ୍ତିଯୋଦ୍ଧାଙ୍କ ସହ...

କର୍ନାଟକ ଉପନିର୍ବାଚନ: ମତଦାନ ହାର ୬୦ ପ୍ରତିଶତ; ଇଭିଏମ୍‌ରେ ୧୬୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍‌

ବେଙ୍ଗାଲୁରୁ,୫।୧୨: କର୍ନାଟକରେ ୧୫ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଗୁରୁବାର ଶେଷ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ଏଠାରେ ମତଦାନ ହାର ୬୦ ପ୍ରତିଶତ ରହିଛି।...

ଶିବସେନାର କଟାକ୍ଷ: ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରାଇବା, ପରାଜିତ ପହିଲମାନଙ୍କୁ ପଦକ ଦେବା ଭଳି

ମୁମ୍ବାଇ,୧୨।୧୧: ବିହାର ନିର୍ବାଚନ ଫଳାଫଳ ନେଇ ଶିବସେନା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କଟାକ୍ଷ କରିଛି। ଶିବସେନା ମୁଖପତ୍ର ସାମନାରେ ପ୍ରକାଶ ପାଇଛି ଯେ, ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ...

ଅବନ୍ତିପୋରା ଏନ୍‌କାଉଣ୍ଟରରେ ଟଳିପଡ଼ିଲେ ୨ଆତଙ୍କବାଦୀ, ଜଣେ ଯବାନ ଶହୀଦ

ଶ୍ରୀନଗର,୨୮।୨: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମଙ୍ଗଳବାର ଏକ ସଫଳତା ମିଳିଛି। ପୁଲାଓ୍ବାମା ଜିଲାର ଅବନ୍ତପୋରାରେ ଜାରି ରହିଥିବା ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ ସମୟରେ ୨ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।...

Advertisement
Archives

Model This Week