ଏଇ ଭାରତରେ

କୋଭିଡ୍‌ ସହ ସଂଗ୍ରାମ କରି ଜୀବନ ବଞ୍ଚାଇ ପାରିଥିବା ଜଣେ ଯୁବକ ଏବେ କୋଭିଡ୍‌ ରୋଗୀଙ୍କ ସେବାରେ ଲାଗିଛନ୍ତି।

ଯୁବକଙ୍କ ନାମ ମହେନ୍ଦ୍ର ରେଡ୍ଡୀ। ବୟସ ୩୯।  ରହନ୍ତି ହାଇଦ୍ରାବାଦରେ। କୋଭିଡ-୧୯ରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ତାଙ୍କ ବାଇକରେ ଅନ୍ୟ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ପହଞ୍ଚାଉଛନ୍ତି। ସେ କୋଭିଡରୁ ବଞ୍ଚତ୍ଗଲେ ସିନା ତାଙ୍କ ଭାଗୀଦାରି ବ୍ୟବସାୟୀ ବନ୍ଧୁ କିନ୍ତୁ ଚାଲିଗଲେ ଆରପାରିକୁ। ଠିକ୍‌ ସମୟରେ ହସ୍ପିଟାଲରେ ପହଞ୍ଚତ୍ ନ ପାରିବାରୁ ତାଙ୍କ ଜୀବନ ଚାଲିଗଲା। ଏହାପରେ ଅନ୍ୟ କେହି ଏଭଳି  ପରିସ୍ଥିତିର ସାମ୍ନା  ନ କରନ୍ତୁ ସେଥିପାଇଁ ମହେନ୍ଦ୍ର ଆକ୍ରାନ୍ତଙ୍କଠାରୁ ଖବର ପାଇବା କ୍ଷଣିି ବାଇକରେ ନେଇ ବଞ୍ଜରାହିଲ୍‌ସ୍ଥ ଟାଇମ୍ସ କ୍ଲିନିକରେ ପହଞ୍ଚାଇ ଦେଉଛନ୍ତି। ଚିକିତ୍ସା ଓ ସୁସ୍ଥତା ଲାଭ ଲାଗି ମନୋବଳ ଦୃଢ କରିବାକୁ ଆକ୍ରାନ୍ତମାନଙ୍କୁ ଆଶ୍ୱାସନା ଦେଉଛନ୍ତି। ଗତ ତିନି ମାସ ମଧ୍ୟରେ ସେ ୧୦୦ ଜଣ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ପହଞ୍ଚାଇ ସାରିଲେଣି।

ତାଙ୍କର ଏଭଳି ସେବା ସମ୍ପର୍କରେ ସେ ପ୍ରଚାର କରି ଲୋକମାନଙ୍କୁ ଜଣାଉନାହାନ୍ତି କି କୌଣସି ସୋସିଆଲ ମିଡିଆର ସାହାଯ୍ୟ ନେଉନାହାନ୍ତି । ବରଂ ସାଙ୍ଗସାଥୀ କିମ୍ବା ଆକ୍ରାନ୍ତଙ୍କ ପରିବାରଠାରୁ ଖବର ପାଇଲେ ବାଇକ୍‌ ଧରି ପହଞ୍ଚତ୍ ଯାଉଛନ୍ତି । ଏଥିପାଇଁ କାହାଠାରୁ କିଛି ଅର୍ଥ ନେଉନାହାନ୍ତି । ବରଂ ଯେଉଁମାନଙ୍କ ପାଖରେ ଟଙ୍କା ନାହିଁ ସେମାନଙ୍କୁ ସାହାଯ୍ୟ କରୁଛନ୍ତି । ମହେନ୍ଦ୍ର ରିୟଲ ଇଷ୍ଟେଟରେ କାର୍ଯ୍ୟ କରିବା ସହ ଗୋଟିଏ ଛାତ୍ରୀ ହଷ୍ଟେଲର ପରିଚାଳନା କରୁଛନ୍ତି । କୋଭିଡ୍‌ ସଂକ୍ରମଣ ନ କମିବା ଯାଏ ଏଭଳି କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାବୁଙ୍କୁ ଖୋଜା ଚାଲିଛି

ବର୍ଷକରୁ ବେଶୀ ହେବ ଜମ୍ମୁ-କଶ୍ମୀର ଓ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ହୋଇସାରିଲାଣି। ହେଲେ ଏହି ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ଆଇଏଏସ୍‌, ଆଇପିଏସ୍‌ ଏବଂ ଅନ୍ୟ ସେବା...

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ...

ନିରାମିଷ ଓ ଆମିଷ

ସୁଧିରାଜ ରାଉତ ଆମ ଝିଅ, ଯିଏ ଦ୍ୱିତୀୟ ପଢୁଛି ଦିନେ ମୋତେ କହିଲା, ‘ବଡ଼ବାପା ମୋତେ ଲାଗୁଛି ମଣିଷ ଗୋଟିଏ ସର୍ବଗ୍ରାସୀ ଜୀବ।’ ଅନେକାଂଶରେ ଏହା...

ଲଢ଼େଇ ସହଜ ନୁହେଁ

ସରକାର ଓ ଲୋକମାନେ ଏକାଠି କାର୍ଯ୍ୟ କରିବା ଦ୍ୱାରା ହିଁ କେବଳ ମହାମାରୀକୁ ଆୟତ୍ତ କରାଯାଇପାରିବ। ସାରାବିଶ୍ୱରେ ଆମେ ସମସ୍ତେ ଏହି କଥାକୁ ଭଲ ଭାବେ...

ପ୍ରଣାମ ଜେଜେବାପା

ପ୍ରକାଶ ତ୍ରିପାଠୀ ‘ବେଟା, ଗ୍ରାଣ୍ଡ୍‌ପାଙ୍କୁ ହ୍ୟାଲୋ କହିଦିଅ।’ ମମିଙ୍କଠାରୁ ସ୍ନେହବୋଳା ଆଦେଶଟିଏ ପାଇ ଚାରିବର୍ଷର ଛୁଆଟି ତା’ର ଦରୋଟି କଥାରେ ‘ହ୍ୟାଲୋ ଗ୍ରାଣ୍ଡ୍‌ପା’ କୁହନ୍ତେ, ମୁଁ...

ଆଜିର ଅର୍ଥନୀତି/ ସହରୀ ଗରିବଙ୍କ ଉପରେ ମାଡ଼

ପ୍ରତ୍ୟେକ ରାଜ୍ୟ ସରକାର ସେମାନଙ୍କ ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ଫେରାଇ ଆଣିବାର ଦାୟିତ୍ୱ ହାତକୁ ନେଇଛନ୍ତି। କୋଭିଡ-୧୯ ବ୍ୟାପିବା ଓ ଶିିଳ୍ପ-କାରଖାନାଗୁଡ଼ିକ ବନ୍ଦ ହେବା ପରେ...

ଏଇ ଭାରତରେ

ଉତ୍ତରାଖଣ୍ଡର ଗ୍ରାଫିକ ଏରା ଡିମ୍‌ଡ ୟୁନିଭର୍ସିଟି ଛାତ୍ରମାନଙ୍କ ଏକ ଟିମ୍‌ ବର୍ଜ୍ୟ କାଗଜରୁ ପ୍ରସ୍ତୁତ ବଡିରେ ଏକ ପ୍ରୋଟୋଟାଇପ୍‌ କାର ନିର୍ମାଣ କରି ଖ୍ୟାତି ହାସଲ...

କରୋନା ମୁକାବିଲାରେ ଆଶାକର୍ମୀଙ୍କ ଅନନ୍ୟ ଭୂମିକା

ସୁଶ୍ରୀ ପ୍ରୀତି ସୁଦାନ (ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ) / ଡକ୍ଟର ରଜନୀ ବେଦ (କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଜାତୀୟ ସ୍ବାସ୍ଥ୍ୟ ପ୍ରଣାଳୀ ସମ୍ବଳ...


Coronavirus Update

Archives

Model This Week

Why Dharitri