ଏଇ ଭାରତରେ

ରୋଷେଇ ବାଦ୍‌ ଷ୍ଟୋଭ୍‌ ଓଭାନ କାମ କରୁଛି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ କଥାଟି ସତ। ଏହା କରି ଦେଖାଇଛନ୍ତି ଅବ୍‌ଦୁଲ କରିମ। ସେ ଏହି ଉଦ୍ଭାବନର ନାମ ରଖିଛନ୍ତି ରକେଟ ଷ୍ଟୋଭ୍‌। ସବୁଠୁ ବଡ଼ କଥା ହେଉଛି, ଏଥିରେ ଇନ୍ଧନ ଭାବେ ବ୍ୟବହୃତ ହେଉଛି ଅଦରକାରୀ କାଗଜ ଓ ଷଡ଼େଇ। ଏର୍ନାକୁଲମରେ ରହୁଥିବା ଅବଦୁଲଙ୍କ ବୟସ ୫୭। କୌଣସି ବୈଷୟିକ ଜ୍ଞାନ ଆହରଣ କରି ନ ଥିବା ଅବଦୁଲ୍‌ ୨୦୨୦ ଲକ୍‌ଡାଉନ ସମୟରେ ଏହି ଷ୍ଟୋଭ୍‌ ତିଆରି ଆରମ୍ଭ କରିଥିଲେ ଏବଂ ସୋସିଆଲ ମିଡିଆରୁ ବିଭିନ୍ନ ପ୍ରକାର ଷ୍ଟୋଭର ନିର୍ମାଣଶୈଳୀ ଉପରେ ଅନୁଧ୍ୟାନ କରିବା ପରେ ଶେଷରେ ସଫଳ ହୋଇଛନ୍ତି। ୪୦ବର୍ଷ ହେଲା କୋଚିରେ ତାଙ୍କର ଏକ୍ସଲେଣ୍ଟ ଇଞ୍ଜିନିୟରିଂ କମ୍ପାନୀ ରହିଛି। ଅନେକ ପ୍ରକାର ଶିଳ୍ପ ଉପକରଣ ଏବଂ ବ୍ରଏଲର ସେଠାରେ ନିର୍ମାଣ କରନ୍ତି ଅବଦୁଲ। ସେହି କମ୍ପାନୀରେ ସେ ଉକ୍ତ ଷ୍ଟୋଭ୍‌କୁ ନିର୍ମାଣ କରିଛନ୍ତି। ଏହା ପାଇଁ ଆବଶ୍ୟକ ଉପକରଣ ମଧ୍ୟ ମାର୍କେଟରେ ଉପଲବ୍ଧ ବୋଲି କହନ୍ତି ଅବଦୁଲ।


Enter your email to get our daily news in your inbox.

All Right Reserved By Dharitri.Com

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri