ଉଚ୍ଚ ଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି: ଗଜିର୍ଜିଲା କଂଗ୍ରେସ

ନୂଆପଡ଼ା,୧୬ା୭ (ମକାରୁ ବେମାଲ):ବାଲେଶ୍ୱର ଏଫ୍‌ଏମ୍‌ କଲେଜ ଛାତ୍ରୀ ମୃତ୍ୟୁ ଘଟଣାକୁ ନେଇ  ନୂଆପଡ଼ା ଜିଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲା କଂଗ୍ରେସ ବରିଷ୍ଠ ନେତା ଘାସିରାମ ମାଝିଙ୍କ ନେତୃତ୍ୱରେ ଯୁବ ଓ ଛାତ୍ର କଂଗ୍ରେସ କର୍ମକର୍ତ୍ତା ସ୍ଥାନୀୟ ନ୍ୟାଶନାଲ ମହାବିଦ୍ୟାଲୟ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ କରି ଉଚ୍ଚ ଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଏହି ସମୟରେ ଜିଲା କଂଗ୍ରେସ ବରିଷ୍ଠ ନେତା ମାଝିଙ୍କ ସମେତ ମୋତି ରାୱାଲ, ଭରତ ଲାଲ ରାଉତ, ଅମିତ କୁମାର ଅହିର, ଶାହରୁଖ ଖାନ, ଜୁନେଦ ଖାନ, ହରି ସିଂ ମାଝି, ଦେବଦତ୍ତ ଦୀକ୍ଷିତ, ଲଲିତ ନାଏକ, ଫାରୁକ ମହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଦିଙ୍କ ସବୁଠୁ ମଜଭୁତ ଗଡ଼ରେ ଫାଟ! ଏହି ୧୭ ବିଧାୟକ ସ୍ଥିର କରିବେ ମମତାଙ୍କ ରାଜନୈତିକ ଭବିଷ୍ୟତ

ନୂଆଦିଲ୍ଲୀ,୪।୬: ପଶ୍ଚିମବଙ୍ଗ ରାଜନୀତି ପ୍ରାୟତଃ ବିଦ୍ରୋହ, ଗୋଷ୍ଠୀବାଦ ଏବଂ ନେତା ପରିବର୍ତ୍ତନର ମଧ୍ୟ ସାକ୍ଷୀ ହୋଇଛି। କିନ୍ତୁ ଏଥର, ଏହା କେବଳ ଅସନ୍ତୋଷର ବିଷୟ ନୁହେଁ। ତୃଣମୂଳ…

ସିନିୟର ସିଟିଜେନଙ୍କ ପାଇଁ ଖୁସି ଖବର; ଏତିକି ବୟସରେ ମିଳିବ ୧୦୦% ପେନଶନ!

ନୂଆଦିଲ୍‌ଲୀ,୪।୬: ଫିଟମେଣ୍ଟ ଫ୍ୟାକ୍ଟର ଏବଂ ମହଙ୍ଗା ଭତ୍ତା (DA) ବୃଦ୍ଧି ବ୍ୟତୀତ, ଏଥର ୮ମ ବେତନ କମିଶନ (8th Pay Commission) ଆଲୋଚନାରେ ଅବସରପ୍ରାପ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ…

ପ୍ଲାଷ୍ଟିକ୍‌ମୁକ୍ତ ହେବ ଦାରିଙ୍ଗବାଡ଼ି, ସ୍ବଚ୍ଛତା ପାଇଁ ଆଗେଇ ଆସିଲେ…

ଦାରିଙ୍ଗବାଡ଼ି,୪ା୬(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡ଼ି ପର୍ଯ୍ୟଟନକ୍ଷେତ୍ରକୁ ଏବେ ରାଜ୍ୟ ସରକାର ବିଶ୍ୱସ୍ତରୀୟ କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ସାଂଜାସରୁ ଉନ୍ନୟନ ଟ୍ରଷ୍ଟର ଅଧ୍ୟକ୍ଷା…

ଶେଷରେ ମାନିଲେ ଟ୍ରମ୍ପ: ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଯୁକ୍ତିତର୍କକୁ ନେଇ କଲେ ବନ ଖୁଲାସା

ଓ୍ବାଶିଂଟନ୍‌,୪।୬: ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ‘ପାଗଳ’ ବୋଲି କହିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ବୀକାର କରିଛନ୍ତି। ଲେବାନନରେ ଇସ୍ରାଏଲୀ ଆକ୍ରମଣ ପରେ ସେ ନେତାନ୍ୟାହୁଙ୍କ…

ଫେସବୁକରୁ ପ୍ରେମ…ଶାରୀରିକ ସମ୍ପର୍କ ପରେ ପ୍ରତାରଣା, ଉପଜିଲାପାଳଙ୍କ ନାଁରେ ବଳାତ୍କାର ଅଭିଯୋଗ

ଭୋପାଳ,୪।୬: ମଧ୍ୟପ୍ରଦେଶର ମୋରେନାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଉପଜିଲାପାଳଙ୍କ ବିରୋଧରେ ବିବାହର ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ବଳାତ୍କାର କରିବାର ଗୁରୁତର…

ରାଜ୍ୟ ସରକାରକୁ ୨ ବର୍ଷ ପୂର୍ତ୍ତି ଅବସରରେ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାବାସୀ…..

ଭୁବନେଶ୍ବର,୪।୬: ଜୁନ୍ ୪ ତାରିଖ ୨୦୨୪ ମସିହାରେ ଭାଜପା ବିଜେଡିକୁ ପରାଜୟର ସ୍ବାଦ ଚଖାଇଥିଲା । ଆଜକୁ ୨ ବର୍ଷ ପୂର୍ତ୍ତି ହୋଇଛି । ଏହି ଉପଲକ୍ଷେ…

ବାହା ବେଦୀରେ ବଦଳିଗଲା ବରଙ୍କ ମନ, ଅଧା ବାହାଘରରୁ ପ୍ରେମିକାଙ୍କୁ ଛାଡ଼ି ଚାଲିଆସିଲେ…

ବାଲେଶ୍ୱର,୪ା୬(ବାଞ୍ଛାନିଧି ଦେ): ୪ ବର୍ଷର ପ୍ରେମ ସମ୍ପର୍କ। ପ୍ରଥମେ କୋର୍ଟ ମ୍ୟାରେଜ୍‌। ତା’ପରେ ଚାଲିଥିଲା ମନ୍ଦିରରେ ବାହାଘର। ହେଲେ ବାହାବେଦୀରେ ବଦଳିଗଲା ବରଙ୍କ ମନ। ଅଧା ବାହାଘରରୁ…

ମମତାଙ୍କୁ ବଡ଼ ଝଟକା: ୨୮ ବର୍ଷର ଇତିହାସରେ ଯାହା ଘଟିନଥିଲା ତାହା ଘଟିଲା…

ନୂଆଦିଲ୍ଲୀ,୪।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ, ତୃଣମୂଳ କଂଗ୍ରେସ (TMC) ଏବଂ ମମତା ବାନାର୍ଜୀ ପାଇଁ ଏକ ବଡ଼ ରାଜନୈତିକ ସଙ୍କଟ ଦେଖାଦେଇଛି। ୨୮ ବର୍ଷର ଇତିହାସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri