Posted inVideo

ସହାୟତା ପାଇଁ ୧୮୧

Featured Video Play Icon

ସହାୟତା ପାଇଁ ୧୮୧ଏଣିକି ଘରୋଇ ହିଂସାର ଶିକାର ମହିଳା ଓ ଶିଶୁଙ୍କୁ ସହାୟତା ଯୋଗାଇବ ନଂ ୧୮୧ । ମହିଳା ଓ ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ସେବା ଯୋଗାଇଦେବାକୁ ଜାରି ହୋଇଛି ୧୮୧ । ମହିଳାମାନେ ଏବେ ଘରୋଇ ହିଂସାର ଶିକାର ହେବାର ଅଧିକ ସମ୍ଭାବନା ରହିଛି । କରୋନାରେ ଚିକିତ୍ସିତ ହେଉଥିବା ପିତାମାତାଙ୍କ ଶିଶୁ ମାନେ ମଧ୍ୟ ଅସହାୟ ଅନୁଭବ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ରାଜ୍ୟରେ ବଢିଲା ଲକ୍‌ଡାଉନ୍‌ ଅବଧି

ରାଜ୍ୟରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିଛନ୍ତି । ଜୁନ୍ ୧ ସକାଳ ୫ଟା ଯାଏ ରାଜ୍ୟରେ...

Featured Video Play Icon

ବାବୁମହଲ : ପୂଜା ଚାନ୍ଦା

ଆସିଛି ପାର୍ବଣର ଋତୁ। ଗାଁରୁ ସହର ଯାଏଁ ସବୁଠି ପୂଜାର ମହକ। ମାତ୍ର ଏହି ସମୟ ଚାନ୍ଦା ଆଉ ବକ୍ସିସର ବି ସମୟ। ସରକାର ଜୋର...

Featured Video Play Icon

Man Mijaj – Mother-in-law VS Daughter-in-law | ମନ୍ ମିଜାଜ : ଶାଶୁ-ବୋହୂ ସମ୍ପର୍କ

Relationship depends on patience, dedication, sacrifice, acceptance and mercy. When women get married they enter a completely new domain....

Featured Video Play Icon

Tanishq Launches New Collection | ବଜାରକୁ ଆସିଲା ତନିଷ୍କର ନୂଆ ଡିଜାଇନ୍ ଗହଣା

Tata Group’s jewellery major Tanishq launched its new collection, ready-to-wear line of offerings, targeting the Indian buyers. With the...

Featured Video Play Icon

ରେଳ ସେବା ଆରମ୍ଭ

କରୋନା ମହାମାରୀ ପାଇଁ ପାଖାପାଖି ୫୦ ଦିନ ହେଲା ଦେଶରେ ଯାତ୍ରୀବାହୀ ଟ୍ରେନ୍‌ ସେବା ବନ୍ଦ ରହିଥିବାବେଳେ ଆଜିଠୁ ପର୍ଯ୍ୟାୟକ୍ରମେ କେତେକ ରୁଟ୍‌ରେ ୧୫ ଯୋଡ଼ା...

Featured Video Play Icon

୩୪ ବର୍ଷରେ ସୁଶାନ୍ତଙ୍କ ଆତ୍ମହତ୍ୟା

ମାତ୍ର ୩୪ ବର୍ଷରେ ଆତ୍ମହତ୍ୟା କରିଛନ୍ତି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ । ସେ କେଉଁ କାରଣ ଲାଗି ଆତ୍ମହତ୍ୟା କରିଛନ୍ତି ତାହା ଅସ୍ପଷ୍ଟ...

Featured Video Play Icon

ତୀବ୍ର ହେଉଛି ଚାଷୀ ଆନ୍ଦୋଳନ, କେବେ ହେବ ସମାଧାନ

କୁହାଯାଉଛି ଯେ ସରକାର ନୂଆ କୃଷି ଆଇନକୁ ଉଚ୍ଛେଦ କରିବେ ନାହିଁ । କିନ୍ତୁ ଚାଷୀଙ୍କ ଦାବି ଅନୁସାରେ ଏଥିରେ କିଛି ଟା ସଂଶୋଧନ କରିପାରନ୍ତି...

Featured Video Play Icon

ସଂସଦର ବଜେଟ ଅଧିବେଶନ ଆରମ୍ଭ

ଆଜି ଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଅଧିବେଶନ ଆରମ୍ଭରୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।...

Advertisement
Archives

Model This Week