Posted inVideo

୪ ମାସ ପରେ ଖୋଲିଲା ଜିମ୍

Featured Video Play Icon

କରୋନା ମହାମାରୀ ଭିତରେ ସରକାର ଜୀବନ ସହ ଜୀବିକାକୁ ବି ଗୁରୁତ୍ବ ଦେଇଛନ୍ତି। ସେହି ଅନୁସାରେ ଅନଲକ୍-୩ ରେ ପାଖାପାଖି ୪ ମାସ ପରେ ଜିମ୍ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏଥିଲାଗି କିଛିଟା ମାର୍ଗଦର୍ଶିକା ରହିଛି। ଯାହାକୁ ଜିମ ମାଲିକ୍ ସହ ଜିମକୁ ଆସୁଥିବା ବ୍ୟକ୍ତିଙ୍କୁ ମାନିବାକୁ ହେବ।

 

 


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଲକଡାଉନରେ ସାବିତ୍ରୀ | Sabitri Brata Amid Lockdown

ଆଜି ସାବିତ୍ରୀ ଅମାବାସ୍ୟା । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ କରିଛନ୍ତି ମହିଳା । ଲକଡାଉନ ପାଇଁ ମନ୍ଦିରରେ କଟକଣା ଲଗାଯାଇଥିବାରୁ ମହିଳା ମାନେ...

Featured Video Play Icon

ଏଠାରେ ସୁଟିଂ କରିବାକୁ ଡରନ୍ତି ଅମିତାଭ୍ ବଚ୍ଚନ

ମୁମ୍ବାଇର କୋଲାବାରେ ଥିବା ମୁକେଶ ମିଲ୍ ଇଣ୍ଡିଆରେ ଥିବା ହଣ୍ଟେଡ୍ ପ୍ଲେସ୍ ମଧ୍ୟରୁ ଗୋଟିଏ । ଯାହାଏବେ ହରର ମୁଭି ସୁଟ୍ ହେଉଥିବା ଏକ ହଣ୍ଟେଡ୍...

Featured Video Play Icon

One nation one language not possible in India । ୱାନ୍ ନେସନ ୱାନ୍ ଲାଙ୍ଗୁଏଜ ଭାରତବର୍ଷରେ ସମ୍ଭବ ନୁହଁ

The Union government is mulling introduction of ‘One nation, one language’ concept in the country. Here is what state...

Featured Video Play Icon

ହ୍ୱାଇଟ୍ ହାଉସ୍‌ରେ ରହିଛି ବଙ୍କର୍

ଆମେରିକାରେ ଆରମ୍ଭ ହୋଇଛି ବାଇଡେନ୍ ଶାସନ । କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଶାସନ ଭାର ଗ୍ରହଣ କରଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍...

Featured Video Play Icon

ବିଶ୍ବର ସବୁଠୁ ବଡ ୪ଟି ମହାମାରୀ

ଏବେ ସାରା ବିଶ୍ବ କରୋନା ସହ ଲଢେଇ କରୁଛି । ପ୍ରତିଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିିଛି । ତେବେ କୋଭିଡ-୧୯ ପ୍ରଥମ...

Featured Video Play Icon

ସୁରୁଖୁରୁରେ ସ୍ନାନଯାତ୍ରା ସଅଳ ଅଣସରବାସ

ପବିତ୍ର ଦେବସ୍ନାନ ପୁର୍ଣ୍ଣିମା ତିଥିରେ ରତ୍ନବେଦିରୁ ସ୍ନାନମଣ୍ଡପକୁ ଓହ୍ଲାଇଥିଲେ ବିଶ୍ୱନିୟନ୍ତା । ମାତ୍ର କରୋନ କଟକଣା ନେଇ ବିନା ଭକ୍ତରେ ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନଯାତ୍ରା ସମ୍ପାଦନ...

Featured Video Play Icon

Jhadkusumi villagers fume over drinking water woes

Residents of Jhadkusumi village under Papadahandi block in Nabarangpur district Thursday blocked National Highway – 26 over drinking water...

Featured Video Play Icon

17 test COVID positive in Jajpur । ଯାଜପୁରରୁ ଗୋଟିଏ ଦିନରେ ୧୭ ଆକ୍ରାନ୍ତ

With 17 more people testing positive for COVID-19 in Odisha Thursday, total number of infections in the state jumped...

Play 250+ Trending Games
Archives

Model This Week

Why Dharitri