ବଞ୍ଚତ୍ବାକୁ କିଛି ସହାୟତା ଦିଅ

ଅନୁଗୋଳ ଅଫିସ, ୨୫ ।୧
ମା’ ବାପା ସ୍ବର୍ଗବାସୀ ହେବା ପରେ ୩ ମାସ ହେଲା ଦୁଇ ଭଉଣୀ ଅନାଥ, ଅସହାୟ ହୋଇପଡ଼ିଛୁ। କେମିତି ଜୀବନ ଧାରଣ କରିବୁ ଜାଣିପାରୁନୁ। ତେଣୁ ନିରାଶ ନ କରି ବଞ୍ଚତ୍ବାକୁ କିଛି ସହାୟତା ଦିଅ। ଆପଣଙ୍କ ପାଦ ତଳେ କୋଟି କୋଟି ପ୍ରଣାମ କରୁଛୁ। କୋଟି କୋଟି ଅନୁରୋଧ କରୁଛୁ। ପ୍ରଶାସନ ପାଦତଳେ, ଭଗବାନଙ୍କ ପାଦ ତଳେ ବଞ୍ଚତ୍ବାକୁ ଦିଅ। ସୋମବାର ଅନୁଗୋଳ ଜିଲା ପ୍ରଶାସନକୁ ସହାୟତା ପାଇଁ ଏପରି ଆକୁଳ ନିବେଦନ କରିଛନ୍ତି ସଦର ଥାନା ବାରସିଂହା ଗ୍ରାମର ଦୁଇ ଅନାଥ ଶିଶୁକନ୍ୟା ପ୍ରିୟଦର୍ଶନୀ ସାହୁ (୧୦) ଓ ତାଙ୍କ ୩ ବର୍ଷର ଭଉଣୀ।
ଜିଲାପାଳଙ୍କୁ ଦେଇଥିବା ଦାବିପତ୍ରରେ ପ୍ରିୟଦର୍ଶନୀ ଦର୍ଶାଇଛନ୍ତି, ଗତ ନଭେମ୍ବର ୫ ତାରିଖରେ ଗ୍ୟାସ୍‌ ଦୁର୍ଘଟଣାରେ ସେମାନଙ୍କ ମାତା ପିତା ଆଖି ବୁଜିଦେଲେ। ସେବେଠାରୁ ଦୁଇ ଭଉଣୀ ଅତ୍ୟନ୍ତ ଦୟନୀୟ ଭାବେ ରହି ଆସୁଛନ୍ତି। ପଡ଼ୋଶୀମାନେ ଖାଇବାକୁ ଦେଲେ ସେମାନଙ୍କ ପେଟ ପୂରୁଛି। କାମ କଲା ଭଳି ତାଙ୍କ ବୟସ ହୋଇ ନ ଥିବାବେଳେ ସାନ ଭଉଣୀ ଅତ୍ୟନ୍ତ ଛୋଟ ହୋଇଥିବାରୁ ଦୁହେଁ କିପରି ଜୀବନ ଜିଇଁବେ ତାହା ବୁଝିପାରୁ ନାହାନ୍ତି। ତେଣୁ ପ୍ରଶାସନ ପକ୍ଷରୁ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ସହାୟତାର ହାତ ବଢ଼ାଗଲେ ଦୁଇ ଅନାଥ ଭଉଣୀ ବଞ୍ଚତ୍ ଯାଇପାରିବେ ବୋଲି ପ୍ରିୟଦର୍ଶିନୀ ଜିଲାପାଳଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଇଞ୍ଜିନରୁ ଖସିଲା ବଗି, ଦୁଇ ଭାଗ ହେଲା ବିଶାଖା ଏକ୍ସପ୍ରେସ୍‌

ଖୋର୍ଦ୍ଧା ଅଫିସ,୨।୧୧: ଖାର୍ଦ୍ଧା ଜିଲା ବାଲୁଗାଁ ବଡ଼କୂଳ ରେଳକ୍ରସିଙ୍ଗ ପୂର୍ବରୁ ଭୁବନେଶ୍ୱରରୁ ସିକନ୍ଦରାବାଦ ଯାଉଥିବା ବିଶାଖା ଏକ୍ସପ୍ରେସ୍‌ ଶନିବାର ଦୁଇ ଭାଗ ହୋଇଯାଇଥିଲା। ଏହା ପୂର୍ବତନ...

ସାତକୋଶିଆରେ କାହ୍ନା ଟିମ୍‌

ବନ୍ତଳା,୨୨ା୩(ଡି.ଏନ.ଏ.):ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ଏନ୍‌କ୍ଲୋଜର ମଧ୍ୟରେ ଦୀର୍ଘ ଅଢ଼େଇବର୍ଷ ହେଲା ବନ୍ଦୀ ଜୀବନ କାଟୁଥିବା ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରାଇ...

ବନ୍ଦ ହେବ ଆତ୍ମା

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ):ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ଜିଲା ଗ୍ରାମ୍ୟ ଉନ୍ନୟନ ଏଜେନ୍ସି (ଡିଆରଡିଏ)କୁ ବନ୍ଦ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇସାରିଛି। ଏବେ କୃଷି ବିଭାଗ...

ପ୍ରତି ମାସ ୭ ତାରିଖରେ ମନ୍ତ୍ରୀମାନେ ଦେବେ ରିପୋର୍ଟ

ଭୁବନେଶ୍ୱର,୪।୬(ବ୍ୟୁରୋ): ଏଣିକି ମନ୍ତ୍ରୀମାନେ ପ୍ରତି ମାସ ୭ ତାରିଖ ପୂର୍ବରୁ ଦଳୀୟ ଇସ୍ତାହାରର ପ୍ରସ୍ତାବଗୁଡ଼ିକୁ ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଭାବେ କାର୍ଯ୍ୟକାରୀ କରିବା ଦିଗରେ ନେଇଥିବା...

ପୂର୍ବ ସ୍ଥାନକୁ ଫେରିଲେ ୨୮ ଇନ୍‌ଚାର୍ଜ ଡିଏସ୍‌ପି

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଓଡିଶା ପୋଲିସ୍‌ର ୨୮ଜଣ ଇନ୍‌ଚାର୍ଜ ଡିଏସ୍‌ପିଙ୍କୁ ତାଙ୍କ ପୂର୍ବ ସ୍ଥାନକୁ ଫେରାଇ ଅଣାଯାଇଛି। ସେମାନେ ଇନ୍‌ସ୍ପେକ୍ଟର ପ୍ୟାହାରେ କାର୍ଯ୍ୟ କରିବେ। ଏନେଇ ପୋଲିସ ମୁଖ୍ୟାଳୟ...

ଦୁଇ ଦିନିଆ ରିମାଣ୍ଡରେ ଇରାନୀଙ୍କ ସ୍ବାମୀ ନିଶିକାନ୍ତ ପାତ୍ର

ଭୁବନେଶ୍ୱର,୧୯।୯: ହନିଟ୍ରାପ କୁଇନ ଇରାନୀ ଗ୍ୟାଙ୍ଗ ଗିରଫ ମାମଲାରେ ଦୁଇ ଦିନିଆ ରିମାଣ୍ଡରେ ଗଲେ ଇରାନୀ ସ୍ବାମୀ ନିଶିକାନ୍ତ ପାତ୍ର । ଦୁଇ ଦିନିଆ ରିମାଣ୍ଡ...

ସଚିବ ରଞ୍ଜନା ଚୋପ୍ରାଙ୍କ ନୟାଗଡ଼ ଜିଲା ଗସ୍ତ: ଆହାର କେନ୍ଦ୍ରରେ ଖାଇଲେ ଭାତ ଡାଲମା

ନୟାଗଡ଼ ଅଫିସ,୩୧।୧୦: ଅନୁସୂଚିତ ଜାତି ଓ ଜନଜାତି ସଚିବ ତଥା ନୟାଗଡ଼ ଜିଲା ନୋଡାଲ ସଚିବ ରଞ୍ଜନା ଚୋପ୍ରା ବୁଧବାର ନୟାଗଡ଼ ଜିଲା ଗସ୍ତ କରି...

କ୍ୱାରାଣ୍ଟାଇନ୍‌ ସେଣ୍ଟରର ଖର୍ଚ୍ଚ ହିସାବ ମାଗିଲେ ସରକାର

ଭୁବନେଶ୍ୱର,୧୩ା୬(ବ୍ୟୁରୋ) : ରାଜ୍ୟରେ ମହାମାରୀ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଏହାର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଜିଲାରେ ଟିଏମ୍‌ସି ବା...

Advertisement
Archives

Model This Week