ନେପାଳରେ ଭୂକମ୍ପ, ବିହାରର ଅଧିକାଂଶ ଜିଲାରେ ଦେଖାଦେଲା ପ୍ରଭାବ

କାଠମାଣ୍ଡୁ,୩୧ ।୭: ନେପାଳର ରାଜଧାନୀ କାଠମାଣ୍ଡୁରେ ରବିବାର ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୫.୫ । ନ୍ୟାଶନାଲ ସେଣ୍ଟର ଫର ସିସ୍ମୋଲୋଜି କହିଛି ରବିବାର ସକାଳ ପ୍ରାୟ ୭ଟା ୫୮ ମିନିଟରେ ଭୂକମ୍ପ ଅନୁଭୁତ ହୋଇଛି । ଏହାର ମାତ୍ରା ଏତେ ତିବ୍ର ଥିଲା ଯେ ବିହାରର କିଛି ଜିଲାରେ ଏହାର କମ୍ପନ ଅନୁଭୁତ ହୋଇଛି । ଲୋକେ ବି ଭୂକମ୍ପର ଝଟକା ଅନୁଭବ କରିଥିବା ପ୍ରକାଶ କରିଛନ୍ତି ।
ରବିବାର ଛୁଟିଦିନ ଥିବାରୁ ଲୋକେ ଘରେ ବିଶ୍ରାମ କରୁଥିବା ବେଳେ ସକାଳୁ ସକାଳୁ ଭୁକମ୍ପର ଝଟକା ଅନୁଭବ ହୋଇଥିଲା । ଫଳରେ ଲୋକେ ଭୟଭିତ ହୋଇ ଘର ବାହାରକୁ ଚାଲି ଆସିଥିଲେ । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ଗୋଟିଏ ଦିନ ପରେ ଛାଡପତ୍ର ନେଲେ ସ୍ତ୍ରୀ-ସ୍ବାମୀ

ଆବୁଧାବି,୪।୨: ବିବାହ ସାତ ଜନ୍ମର ବନ୍ଧନ ଭାବରେ ବିବେଚନା କରାଯାଏ, କିନ୍ତୁ ବେଳେବେଳେ ଏହି ବନ୍ଧନ ଏତେ ଶୀଘ୍ର ଭାଙ୍ଗିଯାଏ ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି।...

ଜାପାନ ତିଆରି କଲା ଏଆଇ ସୁଟକେସ

ଟୋକିଓ,୨୩।୨: ଜାପାନର କିଛି ଗବେଷକ ଏକ ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ(ଏଆଇ) ସୁଟକେସ ତିଆରି କରିଛନ୍ତି। ଏହା ଦେଖିପାରୁ ନ ଥିବା ବୟସ୍କ ବ୍ୟକ୍ତିଙ୍କୁ ସହାୟତା ଯୋଗାଇ ଦେବ...

ଝିଅଙ୍କ ପ୍ରେମିକଙ୍କୁ ଘରେ ରଖିଥିଲେ ଓବାମା: ଅଧିକ ଖାଉଥିବା ଦେଖି..

ଓ୍ବାଶିଂଟନ,୧୯।୧୨: ମହାମାରୀ କରୋନା ସମୟରେ କ୍ୱାରାଣ୍ଟାଇନ୍‌ରେ ଥିଲେ ଆମେରିକାର ପୂର୍ବ ରାଷ୍ଟ୍ରପତି ବାରାକ ଓବାମା ଓ ତାଙ୍କ ପରିବାର। ଏହି ସମୟରେ ବଡ଼ଝିଅ ମାଲିଆଙ୍କ ପ୍ରେମିକ...

‘ଅକ୍‌ସ’ରେ ଭାରତକୁ ମିଳିବନି ସ୍ଥାନ

ଓ୍ବାଶିଂଟନ୍‌,୨୩।୯: ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ତ୍ରିପାକ୍ଷିକ ପ୍ରତିରକ୍ଷା ଚୁକ୍ତି ହୋଇଛି। ଯାହାର ନାମ ରହିଛି ‘ଅକ୍‌ସ’। ଭାରତ-ପ୍ରଶାନ୍ତ ମହାସଂଘର ସୁରକ୍ଷା ପାଇଁ...

୪୬୫ ବର୍ଷ ପୂର୍ବରୁ ନୋତ୍ରାଦମସ କରିଥିଲେ କରୋନାଭାଇରସର ଭବିଷ୍ୟବାଣୀ!

ନୂଆଦିଲ୍ଲୀ,୧୧।୨: କରୋନାଭାଇରସ ଏବେ ବିଶ୍ୱବାସୀଙ୍କ ଚିନ୍ତା ବଢାଇ ଦେଇଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନାଭାଇରସର ସଂକ୍ରମଣ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏହାର...

ଲକ୍ଷ ଲକ୍ଷ ଜୀବନ ବଞ୍ଚାଇବା ପାଇଁ ତାଲିବାନ ସହ କଥା ହେବା ଜରୁରୀ: ୟୁଏନ୍ ମହାସଚିବ

ନ୍ୟୁୟର୍କ,୧୦ ।୯: ଆଫଗାନିସ୍ତାନରେ ତାଲିବାନ ଏବେ ସରକାର ଗଠନ କରି ସାରିଛି । ଏବେ ସମସ୍ତଙ୍କ ନଜର କେଉଁ କେଉଁ ଦେଶ ତାଲିବାନକୁ ମାନ୍ୟତା ଦେଉଛନ୍ତି...

ଆମେରିକାରେ କର୍ମଚାରୀ ଛଟେଇ : ଭାରତୀୟ ଅଧିକ ପ୍ରଭାବିତ…

ଓ୍ବାଶିଂଟନ,୨୩।୧୧ : ଆମେରିକାରେ ବହୁ ସଂଖ୍ୟକ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିବା ଜାରି ରହିଛି। ଏହା ଦ୍ୱାରା ଭାରତୀୟମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଆମେରିକାରେ ରହୁଥିବା...

‘ହିନ୍ଦୁ-ଶିଖ ସମ୍ପ୍ରଦାୟକୁ ବିଭାଜନ କରିବାକୁ ଚେଷ୍ଟା’, ଖଲିସ୍ତାନୀ ଆତଙ୍କବାଦୀଙ୍କୁ କଡା ଜବାବ ଦେଲେ ସାଂସଦ

ଓଟାଓ୍ବା,୨୧।୯: କାନାଡା ଏବଂ ଭାରତ ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ କାନାଡାର ଭାରତୀୟ ମୂଳବାସିନ୍ଦା ସାଂସଦ ଚନ୍ଦ୍ର ଆର୍ଯ୍ୟ ଅଭିଯୋଗ କରିଛନ୍ତି ଯେ ମୌଳକବାଦୀ...

Advertisement
Archives

Model This Week