ଚାଇନାରେ ଭୂକମ୍ପ: ଚାଲିଗଲା ୩୦ ଜୀବନ

ବେଜିଂ,୫।୯: ଚାଇନାର ସିଚୁଆନ ପ୍ରଦେଶର ଲୁଣ୍ଡିଙ୍ଗ୍‌ କାଉଣ୍ଟିରେ ସୋମବାର ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୮ ଥିବା ନେଇ ଜାତୀୟ ଭୂଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଭୂକମ୍ପ ଫଳରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆଗକୁ ମଧ୍ୟ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଜଣାପଡିଛି। ଏହାସହ କେତେକ ରାସ୍ତା ଓ ଘର ଭୂସ୍ଖଳନ ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଦୁଅରେ ପଡ଼ି ୩୫୦ରୁ ଅଧିକ ହାତୀ ମୃତ: ଚିନ୍ତାରେ ସରକାର

ଗାବ୍ରୋନେ, ୨।୭: ଦକ୍ଷିଣ ଆଫ୍ରିକାର ବୋଷ୍ଟଓ୍ବାନାରେ ଗତ ୨ ମାସ ମଧ୍ୟରେ କାଦୁଅରେ ପଡ଼ି ୩୫୦ରୁ ଅଧିକ ହାତୀଙ୍କ ମୃତ୍ୟୁ ଘଟିଛି। ଦେଶର ଅଧିକାଂଶ ଜଳାଶୟ...

ମାନବାଧିକାର ଉଲ୍ଳଂଘନ: ଚାଇନା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି…

ଜେନେଭା, ୨୧।୯ : ବିଭିନ୍ନ ଦେଶରୁ କୂଟନୀତିଜ୍ଞ ତଥା ମାନବାଧିକାର ସମର୍ଥକମାନେ ଜାତିସଂଘକୁ ମାନବିକତା ବିରୋଧରେ ଅପରାଧ ରିପୋର୍ଟ ଅନୁଯାୟୀ ଚାଇନା ବିରୋଧରେ କଡା ପଦକ୍ଷେପ...

ଜାକି ଚାନ୍‌ଙ୍କ ଜିନ୍‌ପିଙ୍ଗ୍‌ ପ୍ରେମ

ହଲିଉଡ୍‌ ଆକ୍ସନ ଅଭିନେତା ତଥା ଚାଇନାର ଜାକି ଚାନ୍‌ ଏବେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ଦଳ ଚାଇନା କମ୍ୟୁନିଷ୍ଟ ପାର୍ଟି(ସିପିସି)ର ସଦସ୍ୟ ହେବାକୁ ଚାହୁଁଥିବା କହିଛନ୍ତି।...

୧୫ ଜଣଙ୍କୁ କ୍ଷମା ଦେଲେ ଟ୍ରମ୍ପ୍‌

ଓ୍ବାଶିଂଟନ, ୨୪।୧୨: ଆମେରିକା ନିର୍ବାଚନରେ ପରାଜିତ ହୋଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷମତାରୁ ଯିବା ପୂର୍ବରୁ ୧୫ ଜଣଙ୍କୁ କ୍ଷମା ଦେବା ସହ ୫ ଜଣଙ୍କ...

ଗଲଓ୍ବାନରେ ୪ ନୁହେଁ, ୧୦ ଗୁଣା ଅଧିକ ଚାଇନିଜ ସୈନ୍ୟ ପ୍ରାଣ ହରାଇଥିଲେ

ନୂଆଦିଲ୍ଲୀ,୩।୨: ୨୦୨୦ ଜୁନରେ ଗଲଓ୍ବାନ ଘାଟିରେ ଦୁଇ ଦେଶର ସୈନ୍ୟ ମୁହଁମୁହିଁ ହୋଇଥିଲେ। ଏଥିରେ ୪୨ ଚାଇନିଜ ଯବାନଙ୍କ ମୃତ୍ୟୁ ହୋଇଥିଲା, ଯାହାକି ଚାଇନା ସରକାରଙ୍କ...

ବର୍ଷାରେ ବେହାଲ ପାକିସ୍ତାନ: ଗଲାଣି ୫୦ ଜୀବନ

ଇସ୍‌ଲାମାବାଦ,୧୦।୮: ଗତ ୩ଦିନ ହେବ ପାକିସ୍ତାନରେ ଲଗାଣ ବର୍ଷା ଲାଗି ରହିଛି। ମୌସୁମୀ ସକ୍ରିୟ ଥିବା ବେଳେ ଲଗାଣ ବର୍ଷାରେ ବେହାଲ ହେଲାଣି ପାକିସ୍ତାନ। ପ୍ରବଳ...

ଘର ପାଖ ପାର୍କ ମାନସିକ ସ୍ବାସ୍ଥ୍ୟ ପାଇଁ ଭଲ

ଲଣ୍ଡନ: ସହରାଞ୍ଚଳରେ ଘର ପାଖରୁ ୩୦୦ ମିଟର ମଧ୍ୟରେ ପାର୍କ କିମ୍ବା ସବୁଜ ପରିବେଶ ରହିଲେ ତାହା ବ୍ୟକ୍ତିଙ୍କୁ ସୁଖଦ ଅନୁଭବ ଦେଇଥାଏ।ଏହାଦ୍ୱାରା ସେମାନଙ୍କ ମାନସିକ...

ରୁଷିଆ ସେନାରେ ୮୭୪ କରୋନା ଆକ୍ରାନ୍ତ

ମସ୍କୋ,୨୮ା୪: ରୁଷିଆ ସୈନ୍ୟବାହିନୀରେ ଏପର୍ଯ୍ୟନ୍ତ ୮୭୪ ଜଣ କରୋନାରେ ସଂକ୍ରମିତ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରୁ ୩୭୯ ଜଣ ଘରେ ଆଇସୋଲେଶନରେ...

Advertisement
Archives

Model This Week