ସଜେଇ ହେଉଛି ପ୍ରାଥମିକ-ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ପ୍ରଥମ ପର୍ଯ୍ୟାୟରେ ୫୪ଟି ବିଦ୍ୟାଳୟକୁ ରୂପାନ୍ତର

ଦାରିଙ୍ଗବାଡି,୪।୪ (ଅରୁଣ ସାହୁ):ଏବେ ଆଉ ବିଦ୍ୟାଳୟକୁ ଯିବାକୁ ଛାତ୍ରୀଛାତ୍ରଙ୍କ ମୁହଁରୁ ନା ଶୁଣିବାକୁ ମିଳିବନି। ଅଭିଭାବକମାନେ ଏଣିକି ଘରୋଇ ବଦଳରେ ସରକାରୀ ବିଦ୍ୟାଳୟକୁ ପିଲାଙ୍କୁ ପଠାଇବେ। ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରୂପରେଖକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବା ପାଇଁ ଦାରିଙ୍ଗବାଡି ପ୍ରଶାସନ ଅଣ୍ଟା ଭିଡିଛି। ପ୍ରାୟ ଦୁଇ ଶହରୁ ଉର୍ଦ୍ଧ୍ୱ ବିଦ୍ୟାଳୟରୁ ପ୍ରଥମ ପର୍ଯ୍ୟାୟରେ ୫୪ ଟି ବିଦ୍ୟାଳୟକୁ ରୂପାନ୍ତର କରିବା ପାଇଁ ପ୍ରଶାସନ ପଦକ୍ଷେପ ନେଇଛି।

ମରାମତି ଆବଶ୍ୟକ ଥିବା ବିଦ୍ୟାଳୟକୁ ମରାମତି କରାଯିବା ସହ ଶୁଦ୍ଧପାନୀୟ ଜଳ ପାଇଁ ଆକ୍ୱାରେ ଜଳ ଯୋଗାଣ, ବିଦ୍ୟୁତ ପାଇଁ ଇନଭେଟର ବ୍ୟବସ୍ଥା, ବିଦ୍ୟାର୍ଥୀଙ୍କ ପାଠ ପଢିବା ସୁବିଧା ପାଇଁ ବ୍ୟଞ୍ଚ, ଟେବୁଲ ବ୍ୟବସ୍ଥା, ବିଦ୍ୟାଳୟକୁ ଆକର୍ଷଣୀୟ କରିବା ପାଇଁ କାନ୍ଥରେ ପୁଟି, ପ୍ରାଇମର,ଓ ରଙ୍ଗ ଦିଆଯିବା ବ୍ୟବସ୍ଥା କରାଯାଉଛି। ରଙ୍ଗ ବେରଙ୍ଗ ଚିତ୍ର, ପାରମ୍ପରିକ, ବିଜ୍ଞାନ ସମ୍ବର୍ଦ୍ଧିତ ଚିତ୍ର ସହ ସ୍ଥାନୀୟ ଓ ପଶ୍ଚିମ ଓଡିଶାର ପାରମ୍ପରିକ ଚିତ୍ର, ସେହିପରି ଭିଡିଓ ମାଧ୍ୟମରେ ଶିକ୍ଷାଦାନ ପାଇଁ ଦୁଇଟି ଲେଖାଏ ଏଲଡିଟିଭି ବ୍ୟବସ୍ଥା ସହ କାନ୍ଥ ଘଣ୍ଟା, ସମସ୍ତ ପ୍ରକାର ମ୍ୟାପ, ଫୁଲ ବଗିଚା ବ୍ୟବସ୍ଥା, ଲାଇବ୍ରେରୀ ଓ ପାଠ୍ୟ ଉପକରଣ ରଖିବା ବ୍ୟବସ୍ଥା ଆଦି କରାଯାଉଛି ବୋଲି ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି ଏବେ ବୁଡଗୁଡା, ଅଲାଞ୍ଜୁରୀ ଭଳି ଦୁର୍ଗମ ଅଞ୍ଚଳରେ ରୂପାନ୍ତର କାର୍ଯ୍ୟ ସାରିଥିବା ବେଳେ ଅନ୍ୟ ବିଦ୍ୟାଳୟଗୁଡିକ ଜୋରଦାର କାର୍ଯ୍ୟ ଚାଲିଥିବା ଓ ପ୍ରତେକ ବିଦ୍ୟାଳୟ ପାଇଁ ୪ ଲକ୍ଷ ୬୦ ହଜାର ଅର୍ଥ ବ୍ୟୟବରାଦ କରାଯାଉଛି ବ୍ଲକର ବ୍ୟାଙ୍କକୁ ଆସୁଥିବା ବିଭିନ୍ନ ଯୋଜନାରେ ଅନୁଦାନର ଇଂଟରେଷ୍ଟ ଅର୍ଥରୁ ଏହା ବ୍ୟୟ କରି ରୂପାନ୍ତର କରାଯାଉଥିବା ବିଡ଼ିଓ କହିଛନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri