Posted inଜାତୀୟ

କଂଗ୍ରେସର ଅଧ୍ୟକ୍ଷ ପଦକୁ ନେଇ ବଡ ଖବର, ଭୋଟର ଲିଷ୍ଟ ଜାରି କରିବାକୁ ଦାବି କଲେ ଥରୁର

ନୂଆଦିଲ୍ଲୀ,୨ ।୯: କଂଗ୍ରେସର ସଙ୍କଟ ଶେଷ ହେଉନାହିଁ । ଏବେ ଅଧ୍ୟକ୍ଷ ପଦକୁ ନେଇ କଂଗ୍ରେସରେ ଟଣାଭିଡା ଆରମ୍ଭ ହୋଇଗଲାଣି । ସମସ୍ତ ଅସ୍ତୁଷ୍ଟ ନେତାଙ୍କ ପରେ ଏବେ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଭୋଟର ଲିଷ୍ଟ ଜାରି କରିବାକୁ ଦାବି କରିଦେଇଛନ୍ତି । ଏହାକୁ ନେଇ ସେ ଏକ ଚିଠି ଲେଖିଛନ୍ତି । ଥରୁରଙ୍କ ବ୍ୟତୀତ ଆସାମର ଏମପି ପ୍ରଦିପ ବୋରଦୋଲୋଇ ବି ଭୋଟର ଲିଷ୍ଟ ଜରି କରିବାକୁ ନେଇ ଚିଠି ଲେଖିଛନ୍ତି । ଏହାକୁ ନେଇ କଂଗ୍ରେସ ଦଳର ଚିନ୍ତା ବଢିବ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ବି ମନିଷ ତିୱାରୀ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ପ୍ରଶ୍ନ ଉଠାଇଥିଲେ । ସେ ଟୁଇଟ କରି କହିଥିଲେ ସମ୍ପୂର୍ଣ୍ଣ ଇଲେକ୍ଟୋରାଲ ରୋଲକୁ କଂଗ୍ରେସର ୱେବସାଇଟରେ ପବ୍ଲିସ କରାଯାଉ । ଏହାର ଜବାବରେ କଂଗ୍ରେସ କହିଥିଲା ପୂର୍ବରୁ କେବେ ଏମିତି କରାଯାଇ ନାହିଁ । ଏହାପରେ ବି ଏବେ ଶଶି ଥରୁର ଦଳକୁ ଚ୍ୟାଲେଞ୍ଜ କରି ପୁଣି ଥରେ ଏମିତି ଦାବି ରଖିଛନ୍ତି । ପୂର୍ବରୁ ଥରୁର ସଙ୍କେତ ଦେଇଥିଲେ କି ଏଥର ସେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଲଢିବେ ।


Enter your email to get our daily news in your inbox.

All Right Reserved By Dharitri.Com

କାଶୀରେ ମୋଦିଙ୍କ ପାଠଶାଳା: ୧୨ ମୁଖ୍ୟମନ୍ତ୍ରୀ ଦେବେ ରିପୋର୍ଟ କାର୍ଡ

ବାରାଣସୀ,୧୪ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରାଣସୀ ଗସ୍ତର ଦ୍ୱିତୀୟ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରାଯାଇଛି । ମଙ୍ଗଳବାର ମୋଦି ଉତ୍ତର ପ୍ରଦେଶ...

ଛତିଶଗଡ଼ ଏନ୍‌କାଉଣ୍ଟର: ୨ଯବାନ ଶହୀଦ

ବିଜାପୁର,୨୮।୬: ଛତିଶଗଡ଼ର କେଶକୁତୁଲ ଅଞ୍ଚଳରେ ଶୁକ୍ରବାର ମାଓବାଦୀ ଓ ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ସିଆର୍‌ପିଏଫ୍‌ର...

ବିଧାୟିକାଙ୍କ ଦବଙ୍ଗଗିରି: ସମସ୍ତଙ୍କ ପିଲା ପିଉଛନ୍ତି,ସେ ଟିକେ ପିଇଦେଇଛି; କ’ଣ ହେଲା

ଯୋଧପୁର,୧୯।୧୦: ରାଜସ୍ଥାନର ଯୋଧପୁରରେ ଜଣେ ମହିଳା ବିଧାୟିକାଙ୍କ ସମ୍ପର୍କୀୟଙ୍କୁ ମଦ୍ୟପାନ କରି ଗାଡି ଚଳାଇବା ମହଙ୍ଗା ପଡିଛି। ଫଳରେ ତାଙ୍କର ଚାଲାଣ କାଟିବା ସହ ଥାନାରେ...

ମୁଖ୍ୟମନ୍ତ୍ରୀଙ୍କ ପୁଅ ବାହାଘର: ସୁରକ୍ଷାରେ ଅବହେଳା ଯୋଗୁ ୪ ପୋଲିସ ନିଲମ୍ବିତ

ଚଣ୍ଡିଗଡ଼,୧୪ ।୧୦: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ପୁଅ ବାହାଘର ସରିଛି । ହେଲେ ଏଥିରେ ସୁରକ୍ଷାରେ ଅବହେଳା ଯୋଗୁ ୪ ଜଣ...

ସଡ଼କ ଦୁର୍ଘଟଣାରେ ମନ୍ତ୍ରୀଙ୍କ ପୁଅ ମୃତ

ଲକ୍ଷ୍ନୌ, ୨୬।୬: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଉତ୍ତରାଖଣ୍ଡ ସରକାରର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଅରବିନ୍ଦ ପାଣ୍ଡେଙ୍କ ପୁଅ ଅଙ୍କୁର। ଏକ ବିବାହ ଭୋଜି...

ଭାଜପାରେ ଯୋଗ ଦେଲେ କ୍ୟାପଟେନ ଅମରିନ୍ଦର

ନୂଆଦିଲ୍ଲୀ, ୧୯।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସର ମୁଖ୍ୟ କ୍ୟାପଟେନ ଅମରିନ୍ଦର ସିଂ ସୋମବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗ...

ଆମେରିକା ରିପୋର୍ଟକୁ ଭାରତର ତୀବ୍ର ପ୍ରତିକ୍ରିୟା

ନୂଆଦିଲ୍ଲୀ,୪।୬: ଭାରତରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଥିବା ନେଇ ଆମେରିକା ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଉପରେ ନୂଆଦିଲ୍ଲୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଭୁଲ୍‌...

‘ରାଷ୍ଟ୍ରପତିଙ୍କୁ ଇସ୍ତଫା ମାଗିବ କି ଭାଜପା’

ମୁମ୍ବାଇ,୨୭।୧: ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ୨୦୧୭ କର୍ନାଟକ ବିଧାନସଭା ନିର୍ବାଚନରେ ଟିପୁ ସିଲତାନଙ୍କୁ ‘ଐତିହାସିକ ଯୋଦ୍ଧା’ ଏବଂ ‘ସ୍ବାଧୀନତା ସଂଗ୍ରାମୀ’ ବୋଲି କହି ପ୍ରଶଂସା...

Advertisement
Archives

Model This Week