Posted inVideo

ଅଳିଆ ପକାଇବୁ କୋଉଠି: ମେୟର ଜବାବ ଦିଅ

Featured Video Play Icon

ରାଜଧାନୀର ବିଭିନ୍ନ ସ୍ଥାନରେ ଅଳିଆ ଜମା ହେବା ଘଟଣାକୁ କେନ୍ଦ୍ର କରି ବିଏମସି ଅଫିସ ଘେରାଉ କରିଛି ଭାଜପା । ଦାରୁଠେଙ୍ଗରେ ୧୫ ଦିନ ହେବ ଅଳିଆ ପଡ଼ୁନଥିବାରୁ ରାଜଧାନୀର ବିଭିନ୍ନ ୱାର୍ଡରେ ଥିବା ଏମସିସି ଓ ସୈନିକ ସ୍କୁଲ ପଛରେ ଥିବା ଟିଟିଏସରେ ଗଦା ହୋଇଛି କୁଢ଼ କୁଢ଼ ଅଳିଆ । ଘଟଣାକୁ ନେଇ ଭାଜପା ଆଜି ବିଏମସି ଅଫିସ ଘେରାଉ କରିବା ସହ ମେୟର ଏବଂ କମିଶନରଙ୍କ ବିରୋଧରେ ନାରାବାଜି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ପଞ୍ଚାୟତ ପ୍ରଶ୍ନ । ଜଟଣୀ ଯାଁଳା ଗ୍ରାମ ପଞ୍ଚାୟତ

ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଗ୍ରାମାଞ୍ଚଳରେ ଉଷ୍ମ ହେଲାଣି ରାଜନୈତିକ ପାଣିପାଗ । ଗାଁ ଗାଁ ବୁଲିଲେଣି ନେତା ଓ କର୍ମୀ । ତେବେ...

Featured Video Play Icon

ହିମାଳୟ ବିପଦରେ

କଥାରେ ଅଛି ପ୍ରକୃତି ଯେତେବେଳେ ତା ତାଣ୍ଡବ ରଚିବା ଆରମ୍ଭ କରିଦିଏ ସେତେବେଳେ ଦୁନିଆର ସବୁ ଶକ୍ତି ତା ଆଗରେ ହାର୍ ମାନିଥାଏ । ଠିକ...

Featured Video Play Icon

ଅନଲାଇନ୍ ଶିକ୍ଷା ଓ ଏହାର ଭବିଷ୍ୟତ

କରୋନା ଭାଇରସ ଲାଗି ଏବେ ସ୍କୁଲ କଲେଜ ବନ୍ଦ ରହିଛି । ଆଉ କେବେ ଖୋଲିବ ସେ ନେଇ କିଛି ସୂଚନା ବି ନାହିଁ ଏମିତି...

Featured Video Play Icon

Imran threatens nuclear war | ପରମାଣୁ ଯୁଦ୍ଧର ଧମକ ଦେଲେ ଇମ୍ରାନ

After failing to gain diplomatic ground overseas, Pakistani Prime Minister Imran Khan once again threatened nuclear war with India...

Featured Video Play Icon

Protest demanding compensation for cyclone damages

Members of ‘Nikhila Odisha Basti Basinda Mahasangha’ and ‘Bhubaneswar Uthadokan Byabasayi Sangha’ protest in front of BJD office demanding...

Featured Video Play Icon

Counting begins in Jeypore

Counting of results for General Elections 2019 begins in Jeypore amidst tight security.

Featured Video Play Icon

ଜିକା ଭାଇରସ୍ ଚିହ୍ନଟ

କେରଳରେ ପୁଣି ଆଉ ଏକ ଭୂତାଣୁ ସଂକ୍ରମଣ । କେରଳରେ ବ୍ୟାପିଛି ଜିକା ଭାଇରସ୍ । ଦକ୍ଷିଣାଞ୍ଜଳ କେରଳରେ ଚିହ୍ନଟ ହୋଇଛନ୍ତି ୧୩ରୁ ଅଧିକ ସଂକ୍ରମିତ...

Featured Video Play Icon

‘ବନ୍ଦେ ଉତ୍କଳ ଜନନୀ’ କିଛି କଥା

ପୁରଣ ହେଲା ଓଡ଼ିଆ ଜାତିର ଦୀର୍ଘବର୍ଷର ଦାବି । ରାଜ୍ୟ ସରକାର ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ସମ୍ପୂର୍ଣ୍ଣ ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର...

Advertisement
Archives

Model This Week