Video

ଶୀତରେ ବୁଲନ୍ତୁ ଦାରିଙ୍ଗବାଡିର କଫି ବଗିଚା, ହିଲଭିୟୁ ପାର୍କ || Daringbadi

ଖସୁଛି ପାରଦ, ବଢୁଛି ଶୀତ । ଶୀତୁଆ ସକାଳ ସାଙ୍ଗକୁ ପର୍ଯ୍ୟଟକଙ୍କୁ ହାତ ଠାରୁ ଡାକୁଛି ପ୍ରକୃତି ରାଣୀ । ବଣ ପାହାଡ ଭରା ପରିବେଶ ସାଙ୍ଗକୁ ଗହଳି ପୂର୍ଣ୍ଣ ଲାଇଫ ଠାରୁ ଟିକେ ଦୂରକୁ ଯାଇ ମନକୁ ହାଲକା କରିବାକୁ…

ସୂର୍ଯ୍ୟପରାଗ ସମୟରେ କାହିଁକି ଖାଇବା ମନା

ସୂର୍ଯ୍ୟପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ଦେବନୀତି ସମ୍ପନ୍ନ ହେବାର ବିଧି ରହିଛି । ସୂର୍ଯ୍ୟପରାଗ ସମୟରେ କେଉଁ କେଉଁ ରାଶିର ବ୍ୟକ୍ତି ଏହାକୁ ଦେଖିବା ଦ୍ୱାରା ସୁଫଳ ମିଳିଥାଏ, ଏବଂ କାହିଁକି ପରାଗ ସମୟରେ ଖାଇବାକୁ ମନା କରାଯାଏ ସେନେଇ…

ରୋଜଗାର ମେଳା: ଓଡ଼ିଶାରୁ ୨୩୯ଜଣଙ୍କୁ ନିଯୁକ୍ତି

ଦେଶରେ ରୋଜଗାର ମେଳାର ଶୁଭରାମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରେ ଭୁବନେଶ୍ୱର ରେଳ ଅଡିଟୋରିୟମରେ ରୋଜଗାର ମେଳା କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଆପଣ ଏହି ଚିକେନ ଖାଉଛନ୍ତି କି? | Health Tips | Chicken

ଚିକେନ ଚର୍ମରେ ପ୍ରଚୁର ଚର୍ବି ଥାଏ, ତେଣୁ ସମସ୍ତଙ୍କ ମନରେ ଏକ ପ୍ରଶ୍ନ ରହିଛି ଯେ ଚିକେନକୁ ଚର୍ମ ସହିତ ଖାଇବା, ନା ଚର୍ମ ବିନା ଖାଇବା ଉଚିତ । ଆଜିର ଭିଡ଼ିଓରେ ଜାଣିବା ଚିକେନ କେତେ ଫ୍ୟାଟ ରହିଛି ଏବଂ…

ଖବର କାଗଜ ବିକ୍ରେତାଙ୍କ ପୁଅ ହେବେ ଡାକ୍ତର

ଢେଙ୍କାନାଳ ସହର ପଦ୍ମ ବଜାର ଅଞ୍ଚଳର ଖବର କାଗଜ ବିକ୍ରେତା ସୁଶାନ୍ତ ସାହୁଙ୍କ ପୁଅ ଦିପ୍ତି ରଞ୍ଜନ ସାହୁ ଚଳିତ ବର୍ଷ ନିଟ ୟୁଜି ପ୍ରବେଶିକା ପରୀକ୍ଷାରେ ୬୫୦ ନମ୍ବର ରଖି ମେଡିକାଲ ଶିକ୍ଷା ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।

ସବୁଠୁ ବଡ଼ ଗଣେଶ

ରାଜଧାନୀ ଭୁବନେଶ୍ୱର ସ୍ଥିତ ବଡଗଡ ଠାରେ ୫୧ଫୁଟର ଶ୍ରୀଗଣେଶ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ଏଠାରେ ମଧ୍ୟ ୫୦ କେ.ଜିର ଲଡୁ ପ୍ରସ୍ତୁତ କରାଯାଉଛି ।

ଅଳିଆ ପକାଇବୁ କୋଉଠି: ମେୟର ଜବାବ ଦିଅ

ରାଜଧାନୀର ବିଭିନ୍ନ ସ୍ଥାନରେ ଅଳିଆ ଜମା ହେବା ଘଟଣାକୁ କେନ୍ଦ୍ର କରି ବିଏମସି ଅଫିସ ଘେରାଉ କରିଛି ଭାଜପା । ଦାରୁଠେଙ୍ଗରେ ୧୫ ଦିନ ହେବ ଅଳିଆ ପଡ଼ୁନଥିବାରୁ ରାଜଧାନୀର ବିଭିନ୍ନ ୱାର୍ଡରେ ଥିବା ଏମସିସି ଓ ସୈନିକ ସ୍କୁଲ ପଛରେ…

ପ୍ରକୃତିଙ୍କ ପାଖରେ ଏମିତି ପ୍ରମାଣ ଅଛି, କିଛି ଲୋକଙ୍କ ଭଦ୍ରମୁଖା ଖୋଲିଯିବ

ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି, ସେ ଯାହା ସହ କାମ କରିବେ ସେ କ’ଣ ତାଙ୍କୁ ବୁଲିବୁଲି ପିଟୁଥିବେ । ଶୁଣନ୍ତୁ ବାବୁ, ତୃପ୍ତି ଓ ପ୍ରକୃତିଙ୍କ ଘଟଣାକୁ ନେଇ କ’ଣ କହୁଛନ୍ତି ପ୍ରକୃତି ମିଶ୍ରଙ୍କୁ ଆଇନଗତ ସହଯୋଗ କରୁଥିବା…

ଘରକୁ ଫେରିଲେ ଘରର ପୁଅ

ଘରକୁ ଫେରିଲେ ଘରର ପୁଅ । ନିଜ ଲୋକଙ୍କ କଥା ବୁଝିପାରିଲେ ଅଭିନେତା ବାବୁସାନ୍ ମହାନ୍ତି । ଚେନ୍ନାଇରୁ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ବାବୁସାନ୍ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାକୁ ନେଇ ଏବେ ଏମିତି କିଛି ଚର୍ଚ୍ଚା ଜୋର ଧରିଛି ।

ଶ୍ରୀଜିଉଙ୍କ ସୁନାବେଶ | SunaBesha | Puri | DharitriLive

ଆଜି ଆଷାଡ ମାସ ସୁକ୍ଳ ପକ୍ଷ ଏକାଦଶୀ ତିଥି । ବର୍ଷ ତମାମ ଶ୍ରୀମନ୍ଦିରରେ ଅନେକ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ମହାପ୍ରଭୁ ଆଜି ରଥରେ ସୁନା ବେଶରେ ସୁସଜ୍ଜିତ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।

ଖୋର୍ଦ୍ଧାରେ ଫୁଟିଛି ପାରିଜାତ ଫୁଲ

କୁହାଯାଏ ସ୍ବର୍ଗରେ ପାରିଜାତ ଫୁଲ ଫୁଟିଥାଏ। ମାତ୍ର ଈଶ୍ବରଙ୍କ ଆଶୀର୍ବାଦ ରୁ ଖୋର୍ଦ୍ଧା ନିକଟସ୍ଥ ଗୋଡିପଡା ପଞ୍ଚାୟତ ମୋଟା ଗ୍ରାମର ବାମନ ସୁନ୍ଦରାୟଙ୍କ ବାଡିରେ ଫୁଟିଛି ପାରିଜାତ ଫୁଲ ।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?