Video

ସବୁଠୁ ବଡ଼ ଗଣେଶ

ରାଜଧାନୀ ଭୁବନେଶ୍ୱର ସ୍ଥିତ ବଡଗଡ ଠାରେ ୫୧ଫୁଟର ଶ୍ରୀଗଣେଶ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି । ଏଠାରେ ମଧ୍ୟ ୫୦ କେ.ଜିର ଲଡୁ ପ୍ରସ୍ତୁତ କରାଯାଉଛି ।

ଅଳିଆ ପକାଇବୁ କୋଉଠି: ମେୟର ଜବାବ ଦିଅ

ରାଜଧାନୀର ବିଭିନ୍ନ ସ୍ଥାନରେ ଅଳିଆ ଜମା ହେବା ଘଟଣାକୁ କେନ୍ଦ୍ର କରି ବିଏମସି ଅଫିସ ଘେରାଉ କରିଛି ଭାଜପା । ଦାରୁଠେଙ୍ଗରେ ୧୫ ଦିନ ହେବ ଅଳିଆ ପଡ଼ୁନଥିବାରୁ ରାଜଧାନୀର ବିଭିନ୍ନ ୱାର୍ଡରେ ଥିବା ଏମସିସି ଓ ସୈନିକ ସ୍କୁଲ...

ପ୍ରକୃତିଙ୍କ ପାଖରେ ଏମିତି ପ୍ରମାଣ ଅଛି, କିଛି ଲୋକଙ୍କ ଭଦ୍ରମୁଖା ଖୋଲିଯିବ

ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି, ସେ ଯାହା ସହ କାମ କରିବେ ସେ କ’ଣ ତାଙ୍କୁ ବୁଲିବୁଲି ପିଟୁଥିବେ । ଶୁଣନ୍ତୁ ବାବୁ, ତୃପ୍ତି ଓ ପ୍ରକୃତିଙ୍କ ଘଟଣାକୁ ନେଇ କ’ଣ କହୁଛନ୍ତି ପ୍ରକୃତି ମିଶ୍ରଙ୍କୁ ଆଇନଗତ ସହଯୋଗ...

ଘରକୁ ଫେରିଲେ ଘରର ପୁଅ

ଘରକୁ ଫେରିଲେ ଘରର ପୁଅ । ନିଜ ଲୋକଙ୍କ କଥା ବୁଝିପାରିଲେ ଅଭିନେତା ବାବୁସାନ୍ ମହାନ୍ତି । ଚେନ୍ନାଇରୁ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ବାବୁସାନ୍ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାକୁ ନେଇ ଏବେ ଏମିତି କିଛି ଚର୍ଚ୍ଚା ଜୋର ଧରିଛି...

ଶ୍ରୀଜିଉଙ୍କ ସୁନାବେଶ | SunaBesha | Puri | DharitriLive

ଆଜି ଆଷାଡ ମାସ ସୁକ୍ଳ ପକ୍ଷ ଏକାଦଶୀ ତିଥି । ବର୍ଷ ତମାମ ଶ୍ରୀମନ୍ଦିରରେ ଅନେକ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ମହାପ୍ରଭୁ ଆଜି ରଥରେ ସୁନା ବେଶରେ ସୁସଜ୍ଜିତ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।

ଖୋର୍ଦ୍ଧାରେ ଫୁଟିଛି ପାରିଜାତ ଫୁଲ

କୁହାଯାଏ ସ୍ବର୍ଗରେ ପାରିଜାତ ଫୁଲ ଫୁଟିଥାଏ। ମାତ୍ର ଈଶ୍ବରଙ୍କ ଆଶୀର୍ବାଦ ରୁ ଖୋର୍ଦ୍ଧା ନିକଟସ୍ଥ ଗୋଡିପଡା ପଞ୍ଚାୟତ ମୋଟା ଗ୍ରାମର ବାମନ ସୁନ୍ଦରାୟଙ୍କ ବାଡିରେ ଫୁଟିଛି ପାରିଜାତ ଫୁଲ ।

ମୁଁ ରାଇ ଭାଈଙ୍କୁ ବିରିୟାନି ଖୁଆଇଥାନ୍ତି

ରସୁଲଗଡ ସ୍ଥିତ ବବୁଲୁ ହୋଟେଲରୁ ସବୁବେଳେ ଖାଦ୍ୟ ପାର୍ସଲ ନେବାକୁ ଆସୁଥିଲେ ରାଇମୋହନ । ଗତ ୨୩ ତାରିଖ ଦିନ ନିଜେ ଶେଷ ଥର ପାଇଁ ଖାଦ୍ୟ ନେଇଥିଲେ ରାଇମୋହନ । ଯାହାର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି ।...

ପାତ୍ରପଡାରେ ଲାଗିଛି ୧୧୧ ଦୋଳି | Raja Celebration in Bhubaneswar

‘ଦୁଇ ବର୍ଷ ହେଲା ରଜରେ ବାହାରକୁ ଯାଇ ପାରୁନଥିଲୁ। ଏବର୍ଷ ଭଲକରି ବୁଲାବୁଲି କରୁଛୁ, ପାନ ଖାଉଛୁ, ରଜରେ ମଉଜ କରୁଛୁ । ଆମର ଏଠି ରଜ ପାଇଁ ବହୁତ ବଢିଆ ବ୍ୟବସ୍ଥା ହୋଇଛି। ନାଚ ଗୀତ ଠାରୁ ଆରମ୍ଭ...

୨ ବର୍ଷ ପରେ ସ୍ନାନ ବେଦୀରେ ଦେଖୁଛୁ ଠାକୁରଙ୍କୁ

ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା । ସ୍ନାନ ବେଦୀରେ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ଦାରୁ ଦିଅଁଙ୍କର ଏହି ଦୁର୍ଲଭ ବେଶ ଦେଖିବାକୁ ଆଜି ଶ୍ରୀକ୍ଷେତ୍ରରେ ଲାଗିଛି ଭିଡ । ଶୁଣନ୍ତୁ କ’ଣ କହୁଛନ୍ତି ଶ୍ରଦ୍ଧାଳୁ

ଆଜି ପହିଲି ରଜ

ପୁଣି ଆସିଛି ରଜ । ନାଚିଗାଇ, ପାନଖାଇ, ଦୋଳି ଖେଳି ମଉଜ କରିବାକୁ ମିଳିଛି ଅବସର । ନାନା ପ୍ରକାର ପିଠାପଣାର ମହକରେ ପୂରି ଉଠିଛି ଘର, ବାହାର । ପିଲାଠୁ ବୟସ୍କଙ୍କ ମନକୁ ଆପଣାଛାଏ ଆନ୍ଦୋଳିତ କରିଥାଏ ରଜ...

କାହାଣୀ ଜଉଗଡ଼ର | Jaugada | Ganjam

ବହୁ ପୁରାତନ ଐତିହ୍ୟ କୀର୍ତ୍ତିରାଜିରେ ଭରପୂର ଆମ ରାଜ୍ୟ ଓଡ଼ିଶା। ଯାହାର କୋଣ ଅନୁକଣରେ ରହିଛି ଐତିହାସିକ କୀର୍ତ୍ତିରାଜି ଓ କାହାଣୀ। ତେବେ ସେମିତି କଳିଙ୍ଗ ଇତିହାସର ସର୍ବପୁରାତନ ମୁକସାକ୍ଷୀ ହେଉଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ପାଣ୍ଡିଆ ପଞ୍ଚାୟତର...

Advertisement
Mettle Meet 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri