Video

ଶ୍ରୀଜିଉଙ୍କ ସୁନାବେଶ | SunaBesha | Puri | DharitriLive

ଆଜି ଆଷାଡ ମାସ ସୁକ୍ଳ ପକ୍ଷ ଏକାଦଶୀ ତିଥି । ବର୍ଷ ତମାମ ଶ୍ରୀମନ୍ଦିରରେ ଅନେକ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ମହାପ୍ରଭୁ ଆଜି ରଥରେ ସୁନା ବେଶରେ ସୁସଜ୍ଜିତ ହୋଇ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।

ଖୋର୍ଦ୍ଧାରେ ଫୁଟିଛି ପାରିଜାତ ଫୁଲ

କୁହାଯାଏ ସ୍ବର୍ଗରେ ପାରିଜାତ ଫୁଲ ଫୁଟିଥାଏ। ମାତ୍ର ଈଶ୍ବରଙ୍କ ଆଶୀର୍ବାଦ ରୁ ଖୋର୍ଦ୍ଧା ନିକଟସ୍ଥ ଗୋଡିପଡା ପଞ୍ଚାୟତ ମୋଟା ଗ୍ରାମର ବାମନ ସୁନ୍ଦରାୟଙ୍କ ବାଡିରେ ଫୁଟିଛି ପାରିଜାତ ଫୁଲ ।

ମୁଁ ରାଇ ଭାଈଙ୍କୁ ବିରିୟାନି ଖୁଆଇଥାନ୍ତି

ରସୁଲଗଡ ସ୍ଥିତ ବବୁଲୁ ହୋଟେଲରୁ ସବୁବେଳେ ଖାଦ୍ୟ ପାର୍ସଲ ନେବାକୁ ଆସୁଥିଲେ ରାଇମୋହନ । ଗତ ୨୩ ତାରିଖ ଦିନ ନିଜେ ଶେଷ ଥର ପାଇଁ ଖାଦ୍ୟ ନେଇଥିଲେ ରାଇମୋହନ । ଯାହାର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି । ହୋଟେଲର…

ପାତ୍ରପଡାରେ ଲାଗିଛି ୧୧୧ ଦୋଳି | Raja Celebration in Bhubaneswar

‘ଦୁଇ ବର୍ଷ ହେଲା ରଜରେ ବାହାରକୁ ଯାଇ ପାରୁନଥିଲୁ। ଏବର୍ଷ ଭଲକରି ବୁଲାବୁଲି କରୁଛୁ, ପାନ ଖାଉଛୁ, ରଜରେ ମଉଜ କରୁଛୁ । ଆମର ଏଠି ରଜ ପାଇଁ ବହୁତ ବଢିଆ ବ୍ୟବସ୍ଥା ହୋଇଛି। ନାଚ ଗୀତ ଠାରୁ ଆରମ୍ଭ କରି…

୨ ବର୍ଷ ପରେ ସ୍ନାନ ବେଦୀରେ ଦେଖୁଛୁ ଠାକୁରଙ୍କୁ

ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା । ସ୍ନାନ ବେଦୀରେ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ଦାରୁ ଦିଅଁଙ୍କର ଏହି ଦୁର୍ଲଭ ବେଶ ଦେଖିବାକୁ ଆଜି ଶ୍ରୀକ୍ଷେତ୍ରରେ ଲାଗିଛି ଭିଡ । ଶୁଣନ୍ତୁ କ’ଣ କହୁଛନ୍ତି ଶ୍ରଦ୍ଧାଳୁ

ଆଜି ପହିଲି ରଜ

ପୁଣି ଆସିଛି ରଜ । ନାଚିଗାଇ, ପାନଖାଇ, ଦୋଳି ଖେଳି ମଉଜ କରିବାକୁ ମିଳିଛି ଅବସର । ନାନା ପ୍ରକାର ପିଠାପଣାର ମହକରେ ପୂରି ଉଠିଛି ଘର, ବାହାର । ପିଲାଠୁ ବୟସ୍କଙ୍କ ମନକୁ ଆପଣାଛାଏ ଆନ୍ଦୋଳିତ କରିଥାଏ ରଜ ।…

କାହାଣୀ ଜଉଗଡ଼ର | Jaugada | Ganjam

ବହୁ ପୁରାତନ ଐତିହ୍ୟ କୀର୍ତ୍ତିରାଜିରେ ଭରପୂର ଆମ ରାଜ୍ୟ ଓଡ଼ିଶା। ଯାହାର କୋଣ ଅନୁକଣରେ ରହିଛି ଐତିହାସିକ କୀର୍ତ୍ତିରାଜି ଓ କାହାଣୀ। ତେବେ ସେମିତି କଳିଙ୍ଗ ଇତିହାସର ସର୍ବପୁରାତନ ମୁକସାକ୍ଷୀ ହେଉଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ପାଣ୍ଡିଆ ପଞ୍ଚାୟତର ଜଉଗଡ଼।

ଆଜିଠୁ ଶସ୍ତା ହେଲା ପେଟ୍ରୋଲ, ଡିଜେଲ

ଆଜିଠୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିଛି । ପେଟ୍ରୋଲ ଲିଟର ପ୍ରତି ଦେଶରେ ୯ଟଙ୍କା ୫୦ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ ଲିଟର ପ୍ରତି ୭ଟଙ୍କା ହ୍ରାସ କରାଯାଇଛି । ଯଦିଓ ଏନେଇ ଗତକାଲିଠାରୁ ଘୋଷଣା କରାଯାଇଥିଲା…

ମଙ୍କିପକ୍ସ ଭାଇରସ୍ କିପରି ବ୍ୟାପୁଛି

ବିଶ୍ୱରେ କାୟା ମେଲାଇଛି ମଙ୍କିପକ୍ସ ଭାଇରସ୍ । ବିଶ୍ୱର ଅନେକ ଦେଶର ଲୋକ ଏହି ରୋଗରେ ସଂକ୍ରମିତ ହେଲେଣି । ଆଫ୍ରିକାରୁ ଆରମ୍ଭ ହୋଇଥିବା ଏହି ରୋଗ କାୟାବିସ୍ତାର କରୁଥିବାରୁ ଚିନ୍ତାରେ ପଡିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ବ୍ରିଟେନ, ଆମେରିକା, ସିଙ୍ଗାପୁର,…

ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ଅକାଳ ବିୟୋଗ

ଅଷ୍ଟ୍ରେଲିଆ କ୍ରିକେଟ ଜଗତରେ ଦୁଃଖର ଛାୟା। କାରଣ ଦେଶ ହରାଇଛି ଜଣେ ମହାନ କ୍ରିକେଟରଙ୍କୁ। ଦୁଇ ମାସ ଭିତରେ ଦୁଇ କିମ୍ବଦନ୍ତୀ ଖେଳାଳୀଙ୍କୁ ହରାଇବା ପରେ କ୍ରିକେଟ ପ୍ରଶଂସକ ବି ମର୍ମାହତ ହୋଇଛନ୍ତି। ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ଅକାଳ ବିୟୋଗରେ କ୍ରିକେଟ ଜଗତକୁ…

ସ୍ଥଳଭାଗ ଛୁଇଁବନି ବାତ୍ୟା !

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ଯାହା ଆଜି ଅବପାତର ରୂପ ନେବ । ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଏକ ଆସ୍ୱସ୍ତିକର ଖବର ଆସିଛି । ସ୍ଥଳଭାଗ ଛୁଇଁନପାରେ ସମ୍ଭାବ୍ୟ ବାତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?