Video

ସ୍ତ୍ରୀ ଶବ ପାଖରେ ବ୍ରେଡ ଓ ପାଣି ରଖୁଥିଲେ ସ୍ୱାମୀ

ହତ୍ୟାକାରୀ ସ୍ୱାମୀ ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା କରିବା ପରେ , ସ୍ତ୍ରୀଙ୍କ ଶବ ପାଖରେ ବ୍ରେଡ୍ ଓ ପାଣି ରଖୁଥିଲେ। ସେ ସକାଳୁ ଆସି ଖାଇବା ଦେଇ ଚାଲି ଯାଉଥିବା ବେଳେ ତାଙ୍କୁ ଶ୍ୱଶୁର ଧରିଥିଲେ।

ରାଜଧାନୀ ପ୍ରସିଦ୍ଧ ଲସି | Top-5 Best Lassi stalls in Bhubaneswar

ଖରାଦିନରେ ଲସି ପିଇବାର ମଜା ବେଶ ନିଆରା । ଅସହ୍ୟ ତାତିରୁ ତ୍ରାହି ପାଇବା ପାଇଁ ଅପାଣ ଲସି ନିଶ୍ଚିତ ପିଉଥିବେ । ହେଲେ ରାଜଧାନୀରେ କେଉଁ ଭଲ ଲସି ମିଳେ ଜାଣିଛନ୍ତି କି । ଦେଖନ୍ତୁ ଭୁବନେଶ୍ୱରର କେଉଁ କେଉଁ…

ମନେ ରହିବେ କମଳ ଦେଶର ରାଜକୁମାର | Prafulla Kar Passes Away, Memories Remain

୮୩ ବର୍ଷ ବୟସରେ ପ୍ରଫୁଲ୍ଲ କରଙ୍କ ଦେହାନ୍ତ । ରବିବାର ବିଳମ୍ବିତ ରାତିରେ ପରାଲୋକ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ । ୧୯୩୯ ମସିହା ଫେବୃଆରୀ ୧୬ ତାରିଖରେ ପୁରୀରେ ଜନ୍ମଗ୍ରହଣ କରିଥିଲେ । ୧୯୬୦…

କେଉଁ ଦେଶରେ ହିଜାବ ପ୍ରତିବନ୍ଧକ ରହିଛି

ହିଜାବକୁ ନେଇ ଭାରତର ଅନେକ ସ୍ଥାନରେ ବିବାଦ ଉପୁଜିବାରେ ଲାଗିଛି । କର୍ଣ୍ଣାଟକର ଏକ କଲେଜରୁ ଆରମ୍ଭ ହୋଇଥିବା ଏହି ବିବାଦରେ ଏବେ ଅନେକ ପକ୍ଷ ସାମ୍ନାକୁ ଆସିବାରେ ଲାଗିଛି । କାହା ନଜରରେ ଏହା ସମ୍ବାଧାନିକ ଅଧିକାର, ତ ଆଉ…

ଗୋଟାଏ ସ୍ୱାମୀକୁ ୧୪ ସ୍ତ୍ରୀ

ପ୍ରେମ ଦିବସରେ ଧରା ପଡିଲେ ରସିକିଆ ପ୍ରେମିକ । ଜଣେ ନୁହେଁକି ଦୁଇ ଜଣ ନୁହେଁ ୧୪ ଜଣଙ୍କୁ ବାହା ହୋଇଥିଲେ ଜଣେ ବ୍ୟକ୍ତି। ନିଜକୁ ହୋମିଓପ୍ୟାଥି ଡାକ୍ତର ପରିଚୟ ଦେଇ ବିଭିନ୍ନ ରାଜ୍ୟରୁ ୧୪ ଜଣଙ୍କୁ ବିବାହ କରିଥିଲେ ବିଭୂ…

ଧୋନୀଙ୍କ ଟିମରେ ଖେଳିବେ ଓଡ଼ିଆ ଖେଳାଳି

ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସିଖବର । ଆଇପିଏଲ ଖେଳିବେ ଓଡ଼ିଆ ଖେଳାଳି । ବେଙ୍ଗଲୁରୁରେ ଚାଲିଥିବା ଆଇପିଏଲ ନିଲାମିର ଦ୍ୱିତୀୟ ଦିନରେ ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ କିଣିଛି ଚେନ୍ନାଇ ।

ହିଜାବ ବିବାଦ, କଣ କହେ ଭାରତୀୟ ସମ୍ବିଧାନ

କର୍ଣ୍ଣାଟକରେ ହିଜାବକୁ ନେଇ ଦେଖା ଦେଇଥିବା ବିବାଦ, ସ୍କୁଲ କଲେ ଠାରୁ ଆରମ୍ଭ ହୋଇ ହାଇକୋର୍ଟ ଆଉ ଏବେ ସୁପ୍ରିମକୋର୍ଟରେ ପହଂଚିସାରିଲାଣି । କର୍ଣ୍ଣାଟକ ହାଇକୋର୍ଟଙ୍କ ମଧ୍ୟବର୍ତ୍ତିକାଳୀନ ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଅଭିଯୋଗକାରୀ । ଏହି ମାମଲାର ଶୁଣାଣି…

ସଂସଦରେ ସାଧାରଣ ବଜେଟ ଉପସ୍ଥାପିତ | Union Budget 2022 Highlights

ସଂସଦରେ ଉପସ୍ଥାପିତ ହୋଇଛି ୨୦୨୨-୨୩ ଆର୍ଥିକ ବର୍ଷର ସାଧାରଣ ବଜେଟ। ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆର୍ଥିକ ବର୍ଷ ପାଇଁ ମୋଟ ୩୯.୪୫କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି କେନ୍ଦ୍ର ସରକାର। ଏହା ଗତବର୍ଷ ତୁଳନାରେ ୧୪% ଅଧିକ।  

ସଂସଦର ବଜେଟ ଅଧିବେଶନ ଆରମ୍ଭ

ଆଜି ଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଅଧିବେଶନ ଆରମ୍ଭରୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶ ସ୍ୱାଧୀନତାର ୭୫ବର୍ଷ ଉପଲକ୍ଷେ ଅମୃତ ମହୋତ୍ସବ ପାଳନ କରାଯାଉଛି । ଦେଶର ସ୍ୱାଧୀନତା…

କରୋନା ଗାଇଡଲାଇନ: କେମିତି କରିବେ ପିଲାଙ୍କ ଚିକିତ୍ସା ?

୧୮ ବର୍ଷରୁ କମ ବୟସର ପିଲାଙ୍କ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଆଣିଛନ୍ତି । ନୂଆ ଗାଇଡଲାଇନ ଅନୁସାରେ ଯଦି ଷ୍ଟେରୟେଡ ବ୍ୟବହାର କରୁଛନ୍ତି ତେବେ ୧୦ରୁ ୧୪ ଦିନ ପରେ ଏହାକୁ କମାଇ ଦେବେ ।

Pig heart in human body | ମଣିଷ ଶରୀରରେ ଲାଗିଲା ଘୁଷୁରୀ ହାର୍ଟ

ପ୍ରଥମ ଥର ମାନବ ଶରୀରରେ ଲାଗିଲା ଘୁଷୁରୀ ହାର୍ଟ । ଜେନେଟିକ ଅପରେସନ ମାଧ୍ୟମରେ ଜଣେ ୫୭ବର୍ଷୀୟ ପୁରୁଷଙ୍କ ଶରୀରରେ ଲାଗିଛି ଘୁଷୁରୀ ହାର୍ଟ । ଏଭଳି ଐତିହାସିକ ଟ୍ରାନ୍ସପ୍ଲାଣ୍ଟ କରାଯିବା ସହ ଅପରେସନ ସଫଳ ହୋଇଛି ।    

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?