Video

ଏଥର ରଥଯାତ୍ରାରେ ସାମିଲ ହେବେ ଭକ୍ତ

ଆସନ୍ତା ଜୁଲାଇ ୧ରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରାକୁ ଦୃଷ୍ଟିରେ ରଖି ଆଜି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ବସିଥିଲା । ବୈଠକ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଜିଲାପାଳ ସମର୍ଥ ବର୍ମା କହିଛନ୍ତି ୨ବର୍ଷ ପରେ...

ଡାକରା ଆସିଲା ଦିଲ୍ଲୀରୁ

କଂଗ୍ରେସ ବିଧାୟକଙ୍କୁ ଆସିଛି ଦିଲ୍ଲୀରୁ ଡାକରା । ଆସନ୍ତା ୫ ତାରିଖରେ ଓଡିଶାର କଂଗ୍ରେସ ବିଧାୟକ ମାନେ ଦିଲ୍ଲୀରେ ପହଞ୍ଚିବାକୁ ନିର୍ଦ୍ଦେଶ । ଦଳରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳକୁ ନେଇ ବିଧାୟକ ମାନଙ୍କ ସହ ଆଲୋଚନା କରିପାରନ୍ତି ହାଇକମାଣ୍ଡ...

ଟୁଇଟର ମାଲିକ ହେବେ ଏଲନ୍ ମସ୍କ, ଜାଣନ୍ତୁ ଡିଲ୍ କେତେ?

ଏଲନ୍ ମସ୍କ ହେବେ ସୋସିଆଲ ମିଡିଆ ପ୍ଲାଟଫର୍ମର ମାଲିକ । ବିଶ୍ୱର ଅନ୍ୟତମ ସବୁଠୁ ଧନୀବ୍ୟକ୍ତି ତଥା ଟେସଲା ମାଲିକ ଏଲନ୍ ମସ୍କ ସୋସିଆଲ ମିଡିଆ କମ୍ପାନୀ ଟୁଇଟରକୁ କିଣିବା ନେଇ ଡିଲ୍ ଏକ ପ୍ରକାର ଫାଇନାଲ ହୋଇଛି ।...

ସ୍ତ୍ରୀ ଶବ ପାଖରେ ବ୍ରେଡ ଓ ପାଣି ରଖୁଥିଲେ ସ୍ୱାମୀ

ହତ୍ୟାକାରୀ ସ୍ୱାମୀ ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା କରିବା ପରେ , ସ୍ତ୍ରୀଙ୍କ ଶବ ପାଖରେ ବ୍ରେଡ୍ ଓ ପାଣି ରଖୁଥିଲେ। ସେ ସକାଳୁ ଆସି ଖାଇବା ଦେଇ ଚାଲି ଯାଉଥିବା ବେଳେ ତାଙ୍କୁ ଶ୍ୱଶୁର ଧରିଥିଲେ।

ରାଜଧାନୀ ପ୍ରସିଦ୍ଧ ଲସି | Top-5 Best Lassi stalls in Bhubaneswar

ଖରାଦିନରେ ଲସି ପିଇବାର ମଜା ବେଶ ନିଆରା । ଅସହ୍ୟ ତାତିରୁ ତ୍ରାହି ପାଇବା ପାଇଁ ଅପାଣ ଲସି ନିଶ୍ଚିତ ପିଉଥିବେ । ହେଲେ ରାଜଧାନୀରେ କେଉଁ ଭଲ ଲସି ମିଳେ ଜାଣିଛନ୍ତି କି । ଦେଖନ୍ତୁ ଭୁବନେଶ୍ୱରର କେଉଁ...

ମନେ ରହିବେ କମଳ ଦେଶର ରାଜକୁମାର | Prafulla Kar Passes Away, Memories Remain

୮୩ ବର୍ଷ ବୟସରେ ପ୍ରଫୁଲ୍ଲ କରଙ୍କ ଦେହାନ୍ତ । ରବିବାର ବିଳମ୍ବିତ ରାତିରେ ପରାଲୋକ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ । ୧୯୩୯ ମସିହା ଫେବୃଆରୀ ୧୬ ତାରିଖରେ ପୁରୀରେ ଜନ୍ମଗ୍ରହଣ କରିଥିଲେ ।...

କେଉଁ ଦେଶରେ ହିଜାବ ପ୍ରତିବନ୍ଧକ ରହିଛି

ହିଜାବକୁ ନେଇ ଭାରତର ଅନେକ ସ୍ଥାନରେ ବିବାଦ ଉପୁଜିବାରେ ଲାଗିଛି । କର୍ଣ୍ଣାଟକର ଏକ କଲେଜରୁ ଆରମ୍ଭ ହୋଇଥିବା ଏହି ବିବାଦରେ ଏବେ ଅନେକ ପକ୍ଷ ସାମ୍ନାକୁ ଆସିବାରେ ଲାଗିଛି । କାହା ନଜରରେ ଏହା ସମ୍ବାଧାନିକ ଅଧିକାର, ତ...

ଗୋଟାଏ ସ୍ୱାମୀକୁ ୧୪ ସ୍ତ୍ରୀ

ପ୍ରେମ ଦିବସରେ ଧରା ପଡିଲେ ରସିକିଆ ପ୍ରେମିକ । ଜଣେ ନୁହେଁକି ଦୁଇ ଜଣ ନୁହେଁ ୧୪ ଜଣଙ୍କୁ ବାହା ହୋଇଥିଲେ ଜଣେ ବ୍ୟକ୍ତି। ନିଜକୁ ହୋମିଓପ୍ୟାଥି ଡାକ୍ତର ପରିଚୟ ଦେଇ ବିଭିନ୍ନ ରାଜ୍ୟରୁ ୧୪ ଜଣଙ୍କୁ ବିବାହ କରିଥିଲେ...

ଧୋନୀଙ୍କ ଟିମରେ ଖେଳିବେ ଓଡ଼ିଆ ଖେଳାଳି

ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସିଖବର । ଆଇପିଏଲ ଖେଳିବେ ଓଡ଼ିଆ ଖେଳାଳି । ବେଙ୍ଗଲୁରୁରେ ଚାଲିଥିବା ଆଇପିଏଲ ନିଲାମିର ଦ୍ୱିତୀୟ ଦିନରେ ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତିଙ୍କୁ କିଣିଛି ଚେନ୍ନାଇ ।

ହିଜାବ ବିବାଦ, କଣ କହେ ଭାରତୀୟ ସମ୍ବିଧାନ

କର୍ଣ୍ଣାଟକରେ ହିଜାବକୁ ନେଇ ଦେଖା ଦେଇଥିବା ବିବାଦ, ସ୍କୁଲ କଲେ ଠାରୁ ଆରମ୍ଭ ହୋଇ ହାଇକୋର୍ଟ ଆଉ ଏବେ ସୁପ୍ରିମକୋର୍ଟରେ ପହଂଚିସାରିଲାଣି । କର୍ଣ୍ଣାଟକ ହାଇକୋର୍ଟଙ୍କ ମଧ୍ୟବର୍ତ୍ତିକାଳୀନ ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଅଭିଯୋଗକାରୀ । ଏହି ମାମଲାର...

ସଂସଦରେ ସାଧାରଣ ବଜେଟ ଉପସ୍ଥାପିତ | Union Budget 2022 Highlights

ସଂସଦରେ ଉପସ୍ଥାପିତ ହୋଇଛି ୨୦୨୨-୨୩ ଆର୍ଥିକ ବର୍ଷର ସାଧାରଣ ବଜେଟ। ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆର୍ଥିକ ବର୍ଷ ପାଇଁ ମୋଟ ୩୯.୪୫କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି କେନ୍ଦ୍ର ସରକାର। ଏହା ଗତବର୍ଷ ତୁଳନାରେ ୧୪% ଅଧିକ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri