Video

କାହିଁକି କ୍ଷମା ମାଗିଲେ ଯୁବରାଜ ?

ସ୍ପୋର୍ଟ୍ସ ରାଉଣ୍ଡଅପର ଏହି ଏପିସୋଡରେ ଦେଖିବା.. * ଆଜିଙ୍କ୍ୟ ରାହେଣ ଜଣେ ସଫଳ କ୍ରିକେଟର ହେବା ପଛରେ କାହାର ଭୂମିକା ଅଧିକ ରହିଛି * କାହିଁକି କ୍ଷମା ମାଗିଲେ ଯୁବରାଜ ସିଂ * ଲକଡାଉନ ବେଳେ କେତେ ଟଙ୍କା ଆୟ କରିଛନ୍ତି…

କଟକ ଶଟ୍‌ଡାଉନ

ଓଡ଼ିଶାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ଶଟଡାଉନ ଲାଗୁ ହୋଇଛି । ଶଟଡାଉନର ଦ୍ୱିତୀୟ ଦିନରେ କଟକରେ କିଭଳି ରହିଛି ସ୍ଥିତି ଦେଖନ୍ତୁ ଏହି ଭିଡ଼ିଓରେ…

ଶଟ୍‌ଡାଉନ୍ ଗ୍ରାଉଣ୍ଡ ଜିରୋ ରିପୋର୍ଟ

କରୋନା ସଂକ୍ରମଣରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ଶଟଡାଉନ ଲାଗୁ ହୋଇଛି । ତେବେ ରାଜଧାନୀ ଭୁବନେଶ୍ୱରରେ କିଭଳି ରହିଛି ଶଟ୍‌ଡାଉନ୍ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଥିଲା ଧରିତ୍ରୀ ଲାଇଭ୍ ଟିମ୍ । ଦେଖନ୍ତୁ…

କରୋନା ସଂକ୍ରମିତ ଦାଉଦ ଇବ୍ରାହିମ୍

ପାକିସ୍ତାନରେ ଲୁଚିଥିବା ଅଣ୍ଡରୱାଲର୍ଡ ଡନ୍ ଦାଉଦ୍ ଇବ୍ରାହିମକୁ କରୋନା ହୋଇଥିବା ପାକିସ୍ତାନ ମିଡିଆ ରିପୋର୍ଟରୁ ସୂଚନା ମିଳିଛି । କେବଳ ଦାଉଦ୍ ନୁହନ୍ତି ତାଙ୍କ ପତ୍ନୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଥିବା ସୂଚନା ମିଳିଛି ।

ମୁମ୍ବାଇ ଫେରନ୍ତା ଯୁବତୀଙ୍କୁ ସାହାଯ୍ୟ କଲେ ସବ୍ୟ

ଶଟ୍‌ଡାଉନ ପ୍ରଥମ ଦିନରେ ରାଜଧାନୀରେ ଜଣେ ଅସହାୟ ଯୁବତୀଙ୍କୁ ସାହାଯ୍ୟ କରିଛନ୍ତି ସବ୍ୟସାଚୀ । ମୁମ୍ବାଇରୁ ଆସିଥିବା ଜଣେ ଯୁବତୀ ସୁନ୍ଦରଗଡକୁ ଯିବାକୁ ଚାହୁଁଥିଲେ । ହେଲେ ଟ୍ରେନରେ ଯୁବତୀଙ୍କ ପର୍ସ ଓ ମୋବାଇଲ ଚୋରି ହୋଇଯିବାରୁ ସେ ଅସୁବିଧାର ସମ୍ମୁଖୀନ…

ସୁରୁଖୁରୁରେ ସ୍ନାନଯାତ୍ରା ସଅଳ ଅଣସରବାସ

ପବିତ୍ର ଦେବସ୍ନାନ ପୁର୍ଣ୍ଣିମା ତିଥିରେ ରତ୍ନବେଦିରୁ ସ୍ନାନମଣ୍ଡପକୁ ଓହ୍ଲାଇଥିଲେ ବିଶ୍ୱନିୟନ୍ତା । ମାତ୍ର କରୋନ କଟକଣା ନେଇ ବିନା ଭକ୍ତରେ ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନଯାତ୍ରା ସମ୍ପାଦନ ହୋଇଥିଲା । ପରେ ତିନିଦିଅଁ ଦୁର୍ଲଭ ଗଜାନନ ବେଶରେ ସଜେଇ ହୋଇଥିଲେ । ଅପରାହ୍ନରେ…

ଲୋକେ ଆସୁଛନ୍ତି ହେଲେ ଜିନିଷ କିଣୁନାହାଁନ୍ତି

ଦୀର୍ଘ ୨ମାସର ଲକଡାଉନ ପରେ ସରକାରଙ୍କ ପକ୍ଷରୁ କଟକଣା କୋହଳ ହେବା ପରେ ଧୀରେ ଧୀରେ ମାର୍କେଟ ସବୁ ଖୋଲିଛି । ବ୍ୟବସାୟୀ ମାନେ ଦୋକାନ ତ ଖୋଲିଛନ୍ତି, ହେଲେ ସେମାନଙ୍କ ବେପାର ପୂର୍ବଭଳି ହେଉନାହିଁ । ଏବେ ପ୍ରତି ସପ୍ତାହକୁ…

କୋହଳ ହେଲା ଶଟ୍‌ଡାଉନ ନିୟମ

କରୋନା ପାଇଁ ରାଜ୍ୟର ୧୧ଟି ଜିଲ୍ଲାରେ ପ୍ରତି ଶନିବାର ଓ ରବିବାରକୁ ଶଟ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଏଥିରେ କିଛି ନିୟମକୁ କୋହଳ କରିଛନ୍ତି ରାଜ୍ୟ ସରକାର । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି…

ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି

ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣମୀ ବା ଦେବସ୍ନାନ ପୂର୍ଣ୍ଣିମୀ । ଆଜିର ଦିନରେ ରତ୍ନ ସିଂହାସନକୁ ଛାଡି ସ୍ନାନମଣ୍ଡପକୁ ଓହ୍ଲାଇ ଆସିଛନ୍ତି ଦାରୁଦିଅଁ । ସେଥିପାଇଁ ଆଧ୍ୟାତ୍ମିକମୟ ପରିବେଶ ସୃଷ୍ଟି ହୋଇଥିଲା । ଏଥର କରୋନା ଓ ଲକଡାଉନ କଟକଣା ପାଇଁ…

ବାବୁ ମହଲ: ନଖ ଦର୍ପଣ | Babu Mahal #36 ‘Nakha Darpana’

ଆଜିର ବିଂଶ ଶତାବ୍ଦୀରେ ମଧ୍ୟ ଅନେକ ଅନ୍ଧ ବିଶ୍ୱାସ ସମାଜରେ ପ୍ରଚଳିତ ହେବାର ପରିଲକ୍ଷିତ ହୁଏ। ବହୁ ସମୟରେ ଏହାର କୁପରିଣତି ମଧ୍ୟ ଭୋଗିଥାଏ ମାନବ ସମାଜ। ସମାଜରେ ପ୍ରଚଳିତ ଥିବା କିଛି କୁପ୍ରଥା ଓ ଅନ୍ଧ ବିଶ୍ୱାସକୁ ନେଇ ଏଥର…

ଜୁନ୍‌ ମାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

କରୋନା ଯୁଦ୍ଧରେ ବିଜୟ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି। କରୋନା ବିରୋଧରେ ଲଢ଼େଇ ଲମ୍ବା ଲଢ଼େଇ। ଲକ୍‌ଡାଉନ୍‌ କୋହଳ ଅର୍ଥ ନୁହେଁ କରୋନା ଚାଲିଯାଇଛି। ଜୁନ୍‌ ମାସ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ଗଡିବ ରଥ ‘ଚଳଚଞ୍ଚଳ ବଡଦାଣ୍ଡ’

ସମଗ୍ର ବିଶ୍ୱରେ କରୋନା ମହାମରୀର ପ୍ରକୋପ ବିସ୍ତାର କରିଚାଲିଥିବା ବେଳେ ବଡଦାଣ୍ଡରେ ଅନେକ କଟକଣା ଭିତରେ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି । ସରକାରଙ୍କ ସମସ୍ତ ନିୟମ ମାନି ସେବାୟତମାନେ ଘରକୁ ନଯାଇ ଦିନରାତି ଏକ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?