Video

ଆମେ ଘରେ ରହି ରଜ ପାଳନ କରୁଛୁ

କୋଭିଡ-୧୯ ମହାମାରୀ ଯୋଗୁଁ ଏଥର ଓଡ଼ିଶାରେ ଫିକା ପଡିଛି ରଜ ଉତ୍ସବ । ଏହି ସମୟରେ ସବୁ ଘରେ ରହି ରଜ ପାଳନ କରୁଛନ୍ତି । ଓଡ଼ିଶା ବାହାରେ ଥିବା ପ୍ରବାସୀ ମାନେ କିଭଳି ରଜ ଉତ୍ସବକୁ ପାଳନ କରୁଛନ୍ତି ଦେଖନ୍ତୁ…

୩୪ ବର୍ଷରେ ସୁଶାନ୍ତଙ୍କ ଆତ୍ମହତ୍ୟା

ମାତ୍ର ୩୪ ବର୍ଷରେ ଆତ୍ମହତ୍ୟା କରିଛନ୍ତି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ । ସେ କେଉଁ କାରଣ ଲାଗି ଆତ୍ମହତ୍ୟା କରିଛନ୍ତି ତାହା ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଦର୍ଶକ ଶେଷଥର ଲାଗି ‘ଛିଛୋରେ’…

ଶଟଡାଉନରେ ପହିଲି ରଜ

ଆଜି ହେଉଛି ପହିଲି ରଜ । ରଜକୁ ନେଇ ସମସ୍ତଙ୍କ ମନରେ କେତେ କଣ ଉତ୍ସାହ । ତେବେ ଏଥର ରଜରେ ନାହିଁ ସେହି ମଉଜ । ଦେଖିବାକୁ ମିଳୁନି ଘରେ ଘରେ ପିଠା ମିଠାର ଆସର । ଗାଁ ଦାଣ୍ଡରେ…

ବାବୁ ମହଲ: ରଜ ମଉଜ | Babu Mahal #37 ‘Rajo Mauja’

ଓଡ଼ିଶାରେ ବାର ମାସରେ ତେର ପର୍ବ, ତନ୍ମଧ୍ୟରୁ ରଜ ଅନ୍ୟତମ। ଏହି ରଜ ପର୍ବର ରହିଛି ଅନେକ ବିଶେଷତ୍ୱ। ଗାଁ ଠାରୁ ସହର, ପିଲା ଠାରୁ ବୟସ୍କ ସଭିଏଁ ଏହାକୁ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି। ଦୋଳି ଖେଳ, ପିଠା ପଣା,…

ଆମ ଭବିଷ୍ୟତ ପାଇଁ ସରକାର କ’ଣ ପଦକ୍ଷେପ ନେବେ ?

କରୋନା ମହାମାରୀ ଜନିତ ଲକଡାଉନ୍ ଓ ସାମାଜିକ ଦୂରତ୍ୱ କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେବଳ ମେଡିକାଲ ପାଠ୍ୟକ୍ରମ ବ୍ୟତିତ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ କଲେଜ ଗୁଡିକରେ ବାକିଥିବା ପରୀକ୍ଷାକୁ ବାତିଲ କରିଛନ୍ତି…

ମାନୁନାହାନ୍ତି ସାମାଜିକ ଦୂରତ୍ବ

ଏବେ ଆମେ ସମସ୍ତେ କରୋନା ମହାମାରୀ ସହ ଲଢେଇ କରୁଛେ । ଏହି ସମୟରେ ସର୍ବସାଧାରଣରେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ ଦିଆଯାଇଛି । ତେବେ ରାଜଧାନିବାସୀ ଏହାକୁ କେତେ ମାନୁଛନ୍ତି ଆସନ୍ତୁ ଦେଖିବା ଏହି ଭିଡିଓରେ…

ଭାରତ ଚତୁର୍ଥ ସ୍ଥାନରେ, ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଅଯୋଇଛି । ଏହାକୁ ମିଶାଇ କରୋନା ମୃତ୍ୟୁ ସଂଖ୍ୟା ୧୦ରେ ପହଂଚିଛି । ମୃତକୁ ଜଣକ ଗଞ୍ଜାମ…

ବଢିଲା ଆଇପିଏଲ ଆଶା !

ଆଇପିଏଲକୁ ନେଇ ବଢିଲା ଆଶା । ଏ ନେଇ ସଙ୍କେତ ଦେଇଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ସୌରଭ କହିଛନ୍ତି ଆମେ ଆଇପିଏଲ ଆୟୋଜନ ଲାଗି ପ୍ରସ୍ତୁତ ଅଛୁ । ଏ ନେଇ ଆବଶ୍ୟକ ଥିବା ବିକଳ୍ପ ଉପରେ ବିଚାର…

ସିନେ ଝଲକ: କାହିଁକି ପୁଣି ଚର୍ଚ୍ଚାରେ ସୋନୁ ସୁଦ୍ !

ସିନେ ଝଲକର ଏହି ଏପିସୋଡରେ ଆମେ ଦେଖିବା… * କାହିଁକି ପୁଣି ଚର୍ଚ୍ଚାରେ ସୋନୁ ସୁଦ୍‌ * ଫିଲ୍ମ ଷ୍ଟାଇଲରେ ପ୍ରମୋଶନ କଲେ ସଚିନ * ଖୁବଶୀଘ୍ର ବିବାହ କରିବେ ଅର୍ଜୁନ-ମଲାଇକା ! * କେମିତି ଅଛନ୍ତି ବଜରଙ୍ଗୀ ଭାଇଜାନର ମୁନ୍ନି…

୨ ମାସ ପରେ ଭଗବାନଙ୍କ ଦର୍ଶନ ପାଇଲେ ଭକ୍ତ

କରୋନା ମହାମାରୀ ସହ ସାରା ଦେଶ ଲଢେଇ କରୁଛି । ଏହାରି ମଧ୍ୟରେ ଆଜିଠୁ ଆରମ୍ଭ ହୋଇଛି ଅନଲକ୍ ୧ ର ଦ୍ବିତୀୟ ପର୍ଯ୍ୟାୟ । ଜୁନ୍ ୧ ରେ ସରକାର ଲକଡାଉନ ୫ ଅର୍ଥାତ୍ ଅନଲକ୍ ୧ ର ଶୁଭାରମ୍ଭ…

‘ବନ୍ଦେ ଉତ୍କଳ ଜନନୀ’ କିଛି କଥା

ପୁରଣ ହେଲା ଓଡ଼ିଆ ଜାତିର ଦୀର୍ଘବର୍ଷର ଦାବି । ରାଜ୍ୟ ସରକାର ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ସମ୍ପୂର୍ଣ୍ଣ ଗୀତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦେଇଛନ୍ତି । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହି ସଂଗୀତ ପ୍ରତିଟି ଓଡ଼ିଆଙ୍କ ଭାବନାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?