Video

ଦେଶରେ ବଢୁଛି ସଂକ୍ରମଣ, ମହାରାଷ୍ଟ୍ର ସ୍ଥିତି ସାଂଘାତିକ | Coronavirus outbreak hits Maharashtra hard

ମହାରାଷ୍ଟ୍ରରେ ନିରନ୍ତର ଭାବେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୮ହଜାର ପାର କରିଛି । ସେଥିମଧ୍ୟରୁ ସବୁଠାରୁ ଅଧିକ ସଂକ୍ରମଣ ହେଉଛି ମୁମ୍ବାଇ ସହରରେ ।

ଆସୁଛି ବାତ୍ୟା ନିସର୍ଗ

ବାତ୍ୟା ନିସର୍ଗ ବୁଧବାର ମହାରାଷ୍ଟ୍ର ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳକୁ ହାଇଆଲର୍ଟରେ ରଖାଯାଇଛି ।

ଭକ୍ତ ବିନା ଶ୍ରୀକ୍ଷେତ୍ର

କରୋନା ମହାମାରୀ ସହ ସାରା ଦେଶ ଲଢେଇ କରୁଛି । ଏହିସମୟରେ ସମସ୍ତ ଧାର୍ମିକ ଅନୁଷ୍ଠାନ ବି ବନ୍ଦ ରହିଛି । ତେବେ ଶ୍ରୀକ୍ଷେତ୍ର ପୁରୀର ଦୃଶ୍ୟ କଣ ରହିଛି ଏହି ସମୟରେ ଆସନ୍ତୁ ଦେଖିବା ଏହି ଭିଡିଓରେ ।

ଅନଲକ୍ ୧କୁ ନେଇ ରାଜ୍ୟ ସରକାର ଆଣିଲେ ନୂଆ ନିୟମ

ରାଜ୍ୟରେ ଦିନ କୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ଅନଲକ୍ ୧ରେ ନୂଆ ନିୟମ ଆଣିଛନ୍ତି । ତେବେ ପରିବର୍ତ୍ତିତ ନିୟମ କଣ ରହିଛି ଆସନ୍ତୁ ଦେଖିବା ଏହି ଭିଡିଓରେ ।

ଜଳୁଛି ଆମେରିକା

ଅନେକ ଦିନ ହେବ ନିରବ ରହିଥିବା କୃଷ୍ଣକାୟ ଏବଂ ଶ୍ବେତାଙ୍ଗ ପ୍ରସଙ୍ଗ ପୁଣିଥରେ ଉଠିଛି ଆମେରିକାରେ । ନିକଟରେ କୃଷ୍ଣକାୟ ଆମେରିକୀୟ ଜର୍ଜ ପ୍ଲୋୟଡଙ୍କୁ ଜଣେ ପୋଲିସ ଅଧିକାରୀ ଆଣ୍ଠୁରେ ଚାପି ରଖି ମାରିଦେବା ପରେ ଦେଶରେ ବର୍ଣ୍ଣବୈଷମ୍ୟ ବିରୋଧୀ ପ୍ରଦର୍ଶନ…

ଅନ୍‌ଲକ୍-୧- କ’ଣ ଖୋଲା ରହିବ, କ’ଣ ବନ୍ଦ?

ସାରା ଦେଶରେ ଲାଗୁ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଆଜି ଶେଷ ହେଉଥିବା ବେଳେ ପଞ୍ଚମ ପର୍ଯ୍ୟାୟ ଲକଡାଉନ କେବଳ ନିଷିଦ୍ଧାଞ୍ଚଳରେ ଜୁନ୍ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତକାଲି ଘୋଷଣା କରାଯାଇଛି ।

କ୍ଷମା ମାଗିଲେ ହେମା !

ସିନେ ଝଲକର ଏହି ଏପିସୋଡରେ ଆମେ ଦେଖିବା… * କଣ ସତରେ କ୍ଷମା ମାଗିଲେ ହେମା ମାଳିନୀ * ମଲାଇକା ଆରୋରାଙ୍କ ଭିଟାମିନ୍ ଡି ଥେରାପି କଣ * କେଉଁଠି ଓ କେବେ ରିଲିଜ୍ ହେବ ଅମିତାଭ ବଚ୍ଚନ ଓ ଆୟୁଷ୍ନାନ…

ଏକାମ୍ରକ୍ଷେତ୍ର ଯୋଜନା କାର୍ଯ୍ୟ ଆରମ୍ଭ

ଶ୍ରୀଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଉଦ୍ଦିଷ୍ଟ ଉଚ୍ଛେଦ କାମ ଦୀର୍ଘ ଦିନ ପରେ ପୁଣି ଆରମ୍ଭ ହୋଇଛି । ଏକାମ୍ରକ୍ଷେତ୍ର ଯୋଜନାରେ ଲିଙ୍ଗରାଜ ମନ୍ଦିରର ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତତ୍ପର ହୋଇ ଉଠିଛି ଜିଲ୍ଲା…

ଜୁନ ୮ରେ ଖୋଲିବ ଧାର୍ମିକ ସ୍ଥଳ; ପର୍ଯ୍ୟାୟ କ୍ରମେ ହଟିବ କଟକଣା

କେବଳ କଣ୍ଟେନମେଣ୍ଟ ଜୋନରେ ଜୁନ ୩୦ ଯାଏ ବଢିଲା ଲକଡାଉନ ଅବଧି। କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍ଥାନରେ ପର୍ଯ୍ୟାୟକ୍ରମେ ନିୟମ କୋହଳ କରାଯିବ ବୋଲି ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

କଟକରେ ରାତି କର୍ଫ୍ୟୁ ଦୃଶ୍ୟ | Visuals of night curfew from Cuttack

କୋଭିଡ଼-୧୯ କୁ ନେଇ ଏବେ ଦେଶରେ ଲକଡାଉନ ୪.୦ ଏବଂ ରାତ୍ରୀକାଳିନ କର୍ଫ୍ୟୁ ଜାରି ରହିଛି । ସନ୍ଧ୍ୟା ୭ଟା ହେବା ମାତ୍ରେ ରାତ୍ରୀକାଳିନ କର୍ଫ୍ୟୁ ଆରମ୍ଭ ହେଉଥିବାରୁ ଦୋକାନ ବଜାର ବନ୍ଦ କରାଯିବା ସହ ଲୋକଙ୍କୁ ବାହାରକୁ ନ ବାହାରିବା…

ବାବୁ ମହଲ: ଚୋର ଧରା | Babu Mahal #35 ‘Chora Dhara’

ସହର ହେଉ କି ଗାଁ, ସବୁଠି ଅଛନ୍ତି ଫୁଲ ଚୋର। ରାତିଅଧିଆ ବାଡ଼ି ବଗିଚାରେ ପଶି ଫୁଲ ଚୋରି କରି ନେଉଛନ୍ତି। କଢ଼ଟିଏ ମଧ୍ୟ ଛାଡୁନାହାନ୍ତି। ଏହି ପରିପ୍ରେକ୍ଷୀରେ ଏଥର ‘ବାବୁ ମହଲ’ର ପ୍ରସଙ୍ଗ ‘ଚୋର ଧରା’। ଏହି ଆନିମେଶନ ଭିଡ଼ିଓଟିକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri