Video

ବାବୁ ମହଲ: ରାକ୍ଷୀ | Babu Mahal #44: ‘Rakhi’

‘ରାକ୍ଷୀ ପୂର୍ଣ୍ଣିମା’ କେବଳ ଏକ ପର୍ବ ନୁହେଁ, ଏହା ଭାଇ ଭଉଣୀ ମଧ୍ୟରେ ସ୍ନେହ ଓ ଭଲ ପାଇବାର ଦିନ। ତେବେ ସମାୟାନୁକ୍ରମେ ଆଜିର ଆଧୁନିକତା ଏବଂ ବ୍ୟସ୍ତ ବହୁଳ ଜୀବନ ଶୈଳୀରେ ଏହି ପରମ୍ପରା କ୍ଷୁର୍ଣ୍ଣ ହେଉଥିବାର ପରିଲକ୍ଷିତ ହେଉଛି।…

ବନ୍ଧୁ ପାଇଁ ଦିନ ଟିଏ | Happy Friendship Day

ବନ୍ଧୁତ୍ୱ ଜୀବନର ମେରୁଦଣ୍ଡ ଭଳି। ଏହା ନଥିଲେ ମଣିଷ ସମାଜରେ ବଞ୍ଚିପାରେ ନାହିଁ। ପାଖରେ ହଜାରେ ଲୋକ ଥିଲେ ବି ସେ ନିଜକୁ ନିସଙ୍ଗ ଅନୁଭବ କରିଥାଏ। ତେବେ ବନ୍ଧୁତ୍ୱ ଦିବସ ବା Friendship Day ହେଉଛି ସେହିପରି ଗୋଟିଏ ନିହାତି…

ଅନଲକ୍ ୩ , ଓଡିଶା ଗାଇଡଲାଇନ୍

ମହାମାରୀ କରୋନା ସଂକ୍ରମଣ ମଧ୍ୟରେ ରାଜ୍ୟ ସରକାର ଅନଲକ୍ ୩ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଡାଇଡଲାଇନରେ କଣ ରହିଛି ଆସନ୍ତୁ ଦେଖିବା ।

ରିୟା ଚକ୍ରବର୍ତ୍ତି ଫେରାର

ଆଜିର ଏପିସୋଡରେ ଆମେ ଦେଖିବା ସୋସିଆଲ ମିଡିଆରେ କଙ୍ଗନାଙ୍କ ଗିରଫ ଦାବି । କଣ ସତରେ ରିୟା ଚକ୍ରବର୍ତ୍ତି ଫେରାର ହୋଇଯାଇଛନ୍ତି । ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ ବୟାନ ରେକର୍ଡ । ସମ୍ବଲପୁରୀ ଶାଢୀ ପିନ୍ଧି କଣ କହିଲେ…

ପ୍ଲାଜମା ଥେରାପି କ’ଣ

କରୋନାରେ ପ୍ରତିଦିନ ଆକ୍ରାନ୍ତ ଓ ମୃତକଙ୍କ ଗ୍ରାଫ ଯେମିତି ବଢିଚାଲିଛି । ଅନେକ ଦେଶ କରୋନାରୁ ରକ୍ଷା ପାଇବା ଲାଗି ଭ୍ୟାକସିନ୍ ବାହାର କରିବାରେ ଲାଗିଛନ୍ତି । ଏହାରି ଭିତରେ ପ୍ଲାଜମା ଥେରାପି କରୋନା ରୋଗୀଙ୍କ ଲାଗି ଯେମିତି ଆଶାର ଏକ…

କେନ୍ଦ୍ରର ନୂଆ ଶିକ୍ଷାନୀତି: ୧୦+୨ ଢାଞ୍ଚା ବଦଳରେ ୫+୩+୩+୪

କେନ୍ଦ୍ର କ୍ୟାବିନେଟ୍ ଆଜି ନୂଆ ଶିକ୍ଷାନୀତି ୨୦୨୦ କୁ ମଂଜୁରୀ ଦେଇଛନ୍ତି । ପ୍ରାୟ ୩୪ ବର୍ଷରେ ପ୍ରଥମ ଥରପାଇଁ ଦେଶରେ ଶିକ୍ଷାନୀତିରେ ପରିବର୍ତ୍ତନ ଅଣାଯାଇଛି। ନୂଆ ଶିକ୍ଷାନୀତିରେ କରାଯାଇଥିବା ବିଭିନ୍ନ ପରିବର୍ତ୍ତନ ଉପରେ ଆସନ୍ତୁ ନଜର ପକାଇବା ।  …

ଅନଲକ‌-୩, ନୂଆ ଗାଇଡଲାଇନ୍ ଜାରି

କରୋନା କଟକଣା ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଅନଲକ-୩ ପାଇଁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି। ଅନଲକ୍‌-୨ର କାର୍ଯ୍ୟକାଳ ଜୁଲାଇ ୩୧ରେ ଶେଷ ହେବାକୁ ଯାଉଛି। ଏହାପୂର୍ବରୁ କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ଗାଇଡଲାଇନ୍ ଅନୁଯାୟୀ ଦେଶର ସମସ୍ତ…

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଆଜି ଭିଡ଼ିଓ ଜରିଆରେ ପରୀକ୍ଷା ଫଳ ପ୍ରକାଶ କରାଯାଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବିଧିବଦ୍ଧ ଭାବେ ଏହା ଘୋଷଣା କରିଛନ୍ତି । ଚଳିତ…

ସୁଶାନ୍ତଙ୍କ ଫିଲ୍ମ ଦେଖି କାନ୍ଦି ପକାଇଲେ ମନୋଜ

ସ୍ପୋର୍ଟ୍ସ ରାଉଣ୍ଡଅପର ଏହି ଏପିସୋଡରେ ଦେଖିବା କେବେ ଓ କେଉଁଠି କ୍ବାରାଣ୍ଚାଇନରେ ରହିବେ ଟିମ୍ ଇଣ୍ଡିଆ ସଦସ୍ୟ। କୋଭିଡ୍ କଟକଣା ମଧ୍ୟରେ ଆଇପିଏଲ ଆୟୋଜନ କରିବା ଏକ ବଡ ଚ୍ୟାଲେଞ୍ଜ। ଇର୍ଡେନଗାର୍ଡେନ୍ସରେ କେଉଁମାନଙ୍କୁ ମିଳିବ କ୍ବାରାଣ୍ଟାଇନ୍ ସୁବିଧା। ପ୍ରଥମ ଭାରତୀୟ ଭାବେ…

ରହସ୍ୟ ଜନକ ମୃତ୍ୟୁ

ମୃତ୍ୟୁ ସମସ୍ତଙ୍କ ଲାଗି ଏକ ଚିରନ୍ତନ ସତ୍ୟ ଶଦ୍ଦ । ତେବେ ଏହି ମୃତ୍ୟୁ କେବେ ଶାନ୍ତି, କେବେ ହିଂଶକ ତ ଆଉ କେବେ କେବେ ସବୁଦିନ ଲାଗି ରହସ୍ୟ ହୋଇ ରହିଯାଏ । ଏହି ଏପିସୋଡରେ ବଲିଉଡରେ ହୋଇଥିବା ସେମିତି…

କାର୍ଗିଲ ବିଜୟ ଦିବସ

ଜୁଲାଇ ୨୬ ତାରିଖ, ଭାରତୀୟ ଇତିହାସରେ ଏକ ସ୍ମରଣୀୟ ଦିନ। କାର୍ଗିଲ ବିଜୟ ଦିବସ। ଭାରତୀୟ ଯବାନ ମାନେ ଏହି ଦିନ ନିଜ ବୀରତ୍ୱ ଓ ସାହାସର ନିଦର୍ଶନ ପ୍ରଦର୍ଶନ କରିଥିଲେ। ୧୯୯୯ ମସିହା ମେ ମାସରୁ ଯୁଦ୍ଧ ଆରମ୍ଭ ହୋଇଥିବା…

‘ଦିଲ୍ ବେଚାରା’ ଫିଲ୍ମ ଦେଖି ଦର୍ଶକଙ୍କ ପ୍ରତିକ୍ରିୟା କଣ ରହିଛି ଦେଖନ୍ତୁ..

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ପ୍ରଶଂସକ ମାନେ ତାଙ୍କର ଶେଷ ଚଳଚ୍ଚିତ୍ର ‘ଦିଲ୍ ବେଚାରା’କୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ତେବେ ସୁଶାନ୍ତଙ୍କ ଶେଷ ଫିଲ୍ମକୁ ଲକ୍ଷଲକ୍ଷ ପ୍ରଶଂସକ ଖୁବ ପସନ୍ଦ କରିଛନ୍ତି । ଏହାକୁ ଦର୍ଶକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?