Posted inVideo

ଅନଲକ‌-୩, ନୂଆ ଗାଇଡଲାଇନ୍ ଜାରି

Featured Video Play Icon

କରୋନା କଟକଣା ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଅନଲକ-୩ ପାଇଁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି। ଅନଲକ୍‌-୨ର କାର୍ଯ୍ୟକାଳ ଜୁଲାଇ ୩୧ରେ ଶେଷ ହେବାକୁ ଯାଉଛି। ଏହାପୂର୍ବରୁ କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କରିଛନ୍ତି। ଗାଇଡଲାଇନ୍ ଅନୁଯାୟୀ ଦେଶର ସମସ୍ତ କଣ୍ଟେନମେଣ୍ଟ ଜୋନରେ ଆସନ୍ତା ୩୧ ଯାଏ କଡାକଡି ଭାବେ ଲକଡାଉନ ପାଳନ କରିବାକୁ କେନ୍ଦ୍ର ସରକାର କହିଛନ୍ତି । ପୂର୍ବରୁ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ରାତ୍ରକାଳୀନ କର୍ଫ୍ୟୁକୁ ଅନଲକ-୩ରେ ସମୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ୟୁଟ୍ୟୁବ୍ ଦେଖାଇଲା ବାଟ- ସ୍କୁଟର ଇଞ୍ଜିନ୍‌ରେ ପାୱାର ଟିଲର

ସାଇକେଲ୍ ମେକାନିକ୍ ତିଆରି କରିଛନ୍ତି ସ୍କୁଟର ଇଞ୍ଜିନ୍‌ରେ ପାୱାର ଟିଲର। ଏବେ କମ୍ ଖର୍ଚ୍ଚରେ ନିଜ ଜମିକୁ ଚାଷ କରି ପାରୁଛନ୍ତି। ତାଙ୍କର ଏହି ଉଦ୍ୟମ...

Featured Video Play Icon

ବାବୁ ମହଲ: ଭାଇରସ ଭୟ | Babu Mahal #25 ‘Virus Bhaya’

ଏବେ ସବୁଠି ଭାଇରସର ଆତଙ୍କ, ସାଧାରଣ ଲୋକ ଏଥିରୁ ବଞ୍ଚିବା ପାଇଁ ଖାଦ୍ୟପେୟ ଏବଂ କାର୍ଯ୍ୟପନ୍ଥାରେ ପରିବର୍ତ୍ତନ କରିଲେଣି। ବିଭିନ୍ନ ସ୍ୱାସ୍ଥ୍ୟ ସଙ୍ଗଠନ ଏବଂ ସରକାର...

Featured Video Play Icon

କେମିତି କରିବେ ଆଧାର ସହ ନମ୍ବର ଅପଡେଟ

ଯଦି ଆପଣଙ୍କ ଆଧାର କାର୍ଡରେ ମୋବାଇଲ୍ ନମ୍ବର ଅପଡେଟ୍ ହୋଇ ନାହିଁ , ସେମାନଙ୍କ ପାଇଁ ଏହି ସୂଚନା ଅଧିକ ଜରୁରୀ । ଏବେ ବିନା...

Featured Video Play Icon

ବାବୁ ମହଲ: କାଳିଆ ଟଙ୍କାକୁ କାଳିଆ ଭରସା

ରାଜ୍ୟ ସରକାର ସମସ୍ତ କ୍ଷୁଦ୍ର ଚାଷୀ, ନାମ ମାତ୍ର ଚାଷୀ ଓ ଭୂମିହୀନ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କଲେ। ମାତ୍ର ଯୋଜନାର ଫାଇଦା ପ୍ରକୃତ...

Featured Video Play Icon

Fun with public | ଫନ ୱିଥ୍‌ ପବ୍ଲିକ

There are a number of tongue twisters in Odia such as ‘baga beka banka, baga bapa beka banka’. Let’s...

Featured Video Play Icon

ସତ୍ୟନଗର ସିଲ୍

ଭୁବନେଶ୍ୱରର ସତ୍ୟନଗରକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ବିଏମ୍‌ସି। ଜଣେ କରୋନା ସଂକ୍ରମିତ ସେହି ଅଞ୍ଚଳରୁ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନେଇଛି ପ୍ରଶାସନ।

Featured Video Play Icon

Famous snacks stalls of Bhubaneswar| ସ୍ମାର୍ଟସିଟିର ପ୍ରସିଦ୍ଧ ଚଟପଟା ଷ୍ଟଲ୍

With the onset of rains, the desire to relish crispy snacks tops the agenda in everyone’s mind. Hot fritters...

Featured Video Play Icon

ମାଡି ଆସୁଛି ବାତ୍ୟା ଗୁଲାବ

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ , କିଛି ଘଣ୍ଟା ପରେ ଗଭୀର ଅବପାତର ରୂପ ନେବ । ୧୨ ଘଣ୍ଟାରେ ଏହା ଘନୀଭୂତ ହୋଇ...

Advertisement
Archives

Model This Week