Video

କେମିତି ବଢାଇବେ ରୋଗ ପ୍ରତିରୋଧକ ଶକ୍ତି | Immunity Boosting Foods

କରୋନାରୁ ରକ୍ଷା ପାଇବା ପାଇଁ ଆମେ ଏଠାରେ କିଛି ପଦକ୍ଷେପ ସମ୍ପର୍କରେ ଆପଣଙ୍କୁ କହୁଛୁ । ଆପଣ ମାନେ ଏହାକୁ ନିୟମିତ ଭାବେ ମାନିଲେ କରୋନା ଦାଉରୁ ରକ୍ଷା ପାଇ ପାରିବେ । ଯେପରିକି ଖାଦ୍ୟରେ ନିୟମିତ ହଳଦୀ, ଜିରା, ରସୁଣ…

ଜଳମଗ୍ନ ଆସାମ । Assam Marooned

୨୩ କରୋନା ସଂକଟ ମଧ୍ୟରେ ଦିନକୁ ଦିନ ଆସାମରେ ବନ୍ୟା ପରିସ୍ଥିତି ସଂଗୀନ ହେବାରେ ଲାଗିଛି । ପ୍ରବଳ ବନ୍ୟାରେ ଉବୁଟୁବୁ ଆସାମର ଅଧିକାଂଶ ଜିଲା । ସୂଚନାନୁସାରେ ପାଖାପାଖି ଏଯାଏ ୨୬ ଜିଲାର ୨୮ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ…

ସୁଶାନ୍ତଙ୍କ ଭୂମିକାରେ ସଚିନ୍ । Sachin to play Sushant

ଆଜିର ଏପିସୋଡରେ ଦେଖିବା ବିଗ୍ ବି ହସ୍ପିଟାଲରୁ ରହି କେଉଁ ୬ ପ୍ରକାର ଲୋକଙ୍କଠୁ ଦୂରେଇ ରହିବାକୁ ତାଙ୍କ ଫ୍ୟାନ ମାନଙ୍କୁ କହିଛନ୍ତି । କେଉଁ ଫିଲ୍ମ ମାଧ୍ୟମରେ ନଜର ଆସିବେ ସାଉଥ ଷ୍ଟାର ପ୍ରଭାସ ଓ ବଲିଉଡ୍ ସୁନ୍ଦରୀ ଦୀପିକା…

ମତେ ଟିକେ ପାଣି ଦିଅ | Viral Video Of Thirsty Squirrel Asking For Water Melts Hearts

ସୋସିଆଲ୍ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହୋଇଛି। ଏକ ଗୁଣ୍ଡୁଚିମୂଷାଟି ପାଣି ଟିକେ ପାଇଁ ଜଣେ ଟୁରିଷ୍ଟ ପଛେ ପଛେ ଦୌଡି ଆସୁଛି । ଆଉ ପାଣି ପିଇବା ମାତ୍ରେ ସେଠାରୁ ପଳଉଛି। ଦେଖନ୍ତୁ ଏହି ଭିଡିଓ ଟିକୁ…  …

ସେ ସବୁବେଳେ ଆମ ହୃଦୟରେ ଅଛନ୍ତି

ପଞ୍ଚଭୂତରେ ବିଲୀନ ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି । ତାଙ୍କୁ ହରାଇ ଓଲିଉଡ୍ ସ୍ତବ୍ଧ । ବିଜୟଙ୍କ ବିୟୋଗରେ ଓଲିଉଡ କଳାକାରଙ୍କ ପ୍ରତିକ୍ରିୟା କଣ ରହିଛି ଆସନ୍ତୁ ଦେଖିବା…  

ଅପରାଜେୟ ବିଜୟ | Undefeated Bijay

ପଞ୍ଚଭୂତରେ ବିଲିନ ବିଶିଷ୍ଚ ଅଭିନେତା ବିଜୟ ମହାନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭୁବନେଶ୍ବରସ୍ଥିତ ସତ୍ୟନଗର ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ ହୋଇଛି । ସେ ଆଜି ଆମ ସହ ନାହାନ୍ତି ସତ କିନ୍ତୁ ଓଡିଆ ସିନେମାର ଅସ୍ମିତା କଥା ଯେତେବେଳେ…

ପରଲୋକରେ ଵିଜୟ ମହାନ୍ତି l Bijay Mohanty: End of an era

ପରଲୋକରେ ଓଲିଉଡ ଜଗତର ପ୍ରଖ୍ୟାତ କଳାକାର ବିଜୟ ମହାନ୍ତି। ୭୦ ବର୍ଷ ଵୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେଵାରୁ ଆଜି ତାଙ୍କୁ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି।

ଖୋର୍ଦ୍ଧା ଲକଡାଉନ୍ ଗ୍ରାଉଣ୍ଡ ଜିରୋ ରିପୋର୍ଟ । Ground zero report: Lockdown in Khurda

କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ରାଉରକେଲା ମ୍ୟୁସିପାଲ ସମେତ ୪ ଟି ଜିଲାକୁ ୧୪ ଦିନ ଲାଗି ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଲକଡାଉନରେ ଖୋର୍ଦ୍ଧାରେ କେମିତି ରହିଛି ସ୍ଥିତି ଆସନ୍ତୁ ଦେଖିବା…

ବାବୁ ମହଲ: ମିଛ କହିଲେ ମାଝିବାବୁ | Babu Mahal #42 ‘Micha Kahile MajhiBabu’

ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ବ୍ୟକ୍ତି ଭାବିନେଇଛନ୍ତି ଯେ ଘରକାମ ବହୁତ ସହଜ, ବାସ୍ତବିକ ଘର କାମ ସହଜ କି କଷ୍ଟ ତାହା ଆମର ଏଇ ଭିଡ଼ିଓ ମାଧ୍ୟମରେ ଦର୍ଶାଯାଇଛି । ଏଥର “ବାବୁମହଲ” ର ପ୍ରସଙ୍ଗ “ମିଛ କହିଲେ ମାଝିବାବୁ”…

ସୀମା ଟପିଲା ପୋଲିସର ବର୍ବରତା

ମଧ୍ୟପ୍ରଦେଶର ଗୁନା ଜିଲାରେ ପୋଲିସର ଏକ ବର୍ବର କାଣ୍ଡ ସାମ୍ନାକୁ ଆସିଛି । ଗୁନାର ଏକ କଲେଜ ନାମରେ ଥିବା ଏକ ଜମିକୁ ଖାଲି କରିବା ପାଇଁ ପୋଲିସ ପହଞ୍ଚିଥିଲେ । ଏହାପରେ ଏହି ଜମିରେ ଘର କରି ରହିଥିବା ଚାଷୀ…

କରୋନା କାୟା: ଆଜିଠୁ ଲକ୍‌ଡାଉନ୍‌

କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ପୁଣି ଏକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ବହୁଳ ସଂକ୍ରମଣ ଥିବା ୪ଟି ଜିଲ୍ଲା ଓ ଗୋଟିଏ ମହାନଗର ନିଗମକୁ ୧୪ଦିନ ଲାଗି ଲକଡାଉନ୍‌ ଘୋଷଣା କରିଛନ୍ତି।

କାଲିଠୁ ପୁଣି ଲକଡାଉନ୍

ଆସନ୍ତା ୧୪ ଦିନ ପାଇଁ ଲକଡାଉନ ଘୋଷଣା କଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ଗଞ୍ଜାମ, ଖୋଦ୍ଧା, ଯାଜପୁର ଓ କଟକ ଜିଲା ଲକଡାଉନ ରହିଵ। ଏହା ସହିତ ରାଉରକେଲା ସହରରେ ଲକଡାଉନ ବଳବତ୍ତର ରହିଵ।

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?