Video

ଶେଷ ପର୍ଯ୍ୟାୟରେ ରଥ ପ୍ରସ୍ତୁତି କାର୍ଯ୍ୟ

ଅଳ୍ପକିଛିଦିନ ପରେ ରଥଯାତ୍ରା। ରଥ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଜୋରସୋରରେ ଚାଲିଛି। ଏବେ ସୁଦ୍ଧା ୮୦ ପ୍ରତିଶତ କାମ ଶେଷ ହୋଇଥିବା ରଥ କାର୍ଯ୍ୟରେ ନିୟୋଜିତ ଥିବା ସେବାୟତ କହିଛନ୍ତି। ଆଉ ଅଳ୍ପ ସମୟ ଭିତରେ ରଥକାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଯିବ।…

ୟୁନିଟ ୧ ମାର୍କେଟ ସିଲ

ୟୁନିଟ ୧ ହାଟରେ ସାମାଜିକ ଦୂରତା ଭୁଲି ଭିଡ଼ ଜମିବା ପରେ ଏହାକୁ ବିଏମସି ପକ୍ଷରୁ ସିଲ କରାଯାଇଛି । ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଆଗାମୀ ଦିନରେ ଅନ୍ୟ ହାଟ ଗୁଡିକ ଉପରେ ମଧ୍ୟ…

ଖାଁ ଖାଁ ବଡଦାଣ୍ଡ

ଆଜି ଦେବସ୍ନାନ ପୂର୍ଣ୍ଣିମାରେ ବଡଦାଣ୍ଡ ଖାଁ ଖାଁ ରହିଛି। କେବଳ ପୋଲିସ କର୍ମଚାରୀ ଓ ସେବାୟତ ମାନଙ୍କୁ ଛାଡି ଦେଲେ ଆଉ କାହାକୁ ଅନୁମତି ନାହିଁ। ସହରର ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଲାଗି ସହରକୁ…

କାନ୍ଦିକାନ୍ଦି କହିଲେ ପ୍ରଭୁ ରକ୍ଷାକର

ଭାବ ବିହ୍ୱଳ ହୋଇ ପଡିଲେ ଶ୍ରଦ୍ଧାଳୁ। ଦୁଇ ବର୍ଷ ହେଲା ଭଗବାନଙ୍କ ଏହି ନୀତିକାନ୍ତି ଦେଖିନଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଦୁଃଖ। କେମିତି ସେମାନେ ତାଙ୍କ କାଳିଆ ସାଆନ୍ତଙ୍କୁ ଦେଖିବେ ଗଜ ବେଶରେ। ଭଗବାନଙ୍କୁ ନିବେଦନ କରି କହିଲେ ‘ହେ ପ୍ରଭୁ ଏ…

ସ୍ନାନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ରୀତିନୀତି ସହ ଆଗେଇ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି। ବିନା ଭକ୍ତରେ ଆୟୋଜିତ ହେଉଛି ସ୍ନାନଯାତ୍ରା।  

ଯୋଗ ପାଇଁ ସୁସ୍ଥତା

ଯୋଗ ଜୀବନର ଏକ କଳା। ଯୋଗ ଆମ ଦେହ ମନ ସହିତ ଜଡିତ ସମସ୍ତ ରୋଗକୁ ଦୁରେଇଥାଏ। ଫିଟନେସ୍ ପାଇଁ ହେଉ କି ମାନସିକ ଶାନ୍ତି ପାଇଁ ହେଉ ଏହା ସମସ୍ତଙ୍କ ଭିତରେ ଲୋକ ପ୍ରିୟ।

ବିଦାୟ ତପୁ ମିଶ୍ର

ଆଉ ଶୁଭିବନି ତପୁଙ୍କ ସେହି ସୁମଧୁର ସ୍ୱର । ଆଧୁନିକ ଓଡ଼ିଆ ସଙ୍ଗୀତ ଜଗତର ଜଣେ ଜଣାଶୁଣା କଣ୍ଠଶିଳ୍ପୀ ଥିଲେ ତପୁ ମିଶ୍ର । ଦୀର୍ଘ ବର୍ଷ ହେବ ସେ ଏହି ସମଧୁର କଣ୍ଠରେ ଗୀତ ଗାଇ ଦର୍ଶକଙ୍କ ମନକୁ ଛୁଇଁପାରିଥିଲେ…

ବିଶ୍ୱ ପିତୃ ଦିବସ

ବାପା ! ଏଇ ନାଁ ଟି ସହ ଆମର ପିଲାବେଳରୁ ହିଁ ସମ୍ପର୍କ ରହିଛି। ପିଲାବେଳୁ ଆଜି ଯାଏଁ ଯାହାଙ୍କ ସାହାରାରେ ଆମେ ବାଟ ଚାଲି ଆସିଛେ, ଯାହାଙ୍କ ଆଦର୍ଶ ଆମକୁ ଆଗକୁ ବଢିବାକୁ ସାହସ ଦେଇଥାଏ, ଯାହାଙ୍କ ପ୍ରତି କଥାରେ…

Sports Roundup : ଆଜି ଭାରତ-ନ୍ୟୁଜଲାଣ୍ଡ ଫାଇନାଲ ଟେଷ୍ଟ

ଆଜିର ଏପିସୋଡରେ ଦେଖିବା – *ଆଜି ଭାରତ-ନ୍ୟୁଜଲାଣ୍ଡ ଫାଇନାଲ ଟେଷ୍ଟ *ଟୋକିଓ ଅଲମ୍ପିକ୍ସ ପାଇଁ ୨ ଓଡ଼ିଆଙ୍କୁ ମିଳିଲା ଟିକେଟ *ଐତିହାସିକ ଫାଇନାଲ ପାଇଁ ଟିମ୍ ଇଣ୍ଡିଆ ଏକାଦଶ ଘୋଷିତ *ମିତାଲୀ ଓ ଝୁଲଣ ଏକାଠି ଭାଙ୍ଗିଲେ ଗାଙ୍ଗୁଲି, ଡ୍ରାଭିଡ ଓ…

ଲକଡାଉନକୁ ନେଇ ବଡ଼ ଘୋଷଣା

ଲକଡାଉନକୁ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟସରକାର । ଜୁଲାଇ ୧ ପର୍ଯ୍ୟନ୍ତ ରାଜ୍ୟରେ କଟକଣା ବଳବତ୍ତର ରହିବ । ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଏ ନେଇ ଆଜି…

ଲକଡାଉନରେ ରଜ

ବରଷକେ ଥରେ ଆସିଛି ରଜ । ରଜ ଆସିଲେ କୁଆଁରୀମାନଙ୍କ ମନରେ ଭରିଯାଏ ଆନନ୍ଦ । ହେଲେ ଏଥର କରୋନା କଟକଣା ଯୋଗୁଁ ରଜ ମଉଜ ଫିକା ପଡିଛି । ଘରେ ରହି ରଜ ପାଳୁଛନ୍ତି କୁଆଁରାମାନେ । ତେବେ କୁଆଁରୀମାନେ…

ଆଜି ପହିଲି ରଜ

ଓଡ଼ିଆରେ କଥା ଅଛି ବାର ମାସରେ ତେର ପର୍ବ । ଏଥିରୁ ରଜ ପର୍ବ ତ ସବୁଠୁ ନିଆରା । ବରଷରେ ଥରେ ଆସେ ରଜ । ଏଇ ରଜ ଗାଁ ଦାଣ୍ଡଠୁ ଆରମ୍ଭ କରି ସହର ବଜାରରେ ନିଆରେ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?