Posted inVideo

ଖାଁ ଖାଁ ବଡଦାଣ୍ଡ

Featured Video Play Icon

ଆଜି ଦେବସ୍ନାନ ପୂର୍ଣ୍ଣିମାରେ ବଡଦାଣ୍ଡ ଖାଁ ଖାଁ ରହିଛି। କେବଳ ପୋଲିସ କର୍ମଚାରୀ ଓ ସେବାୟତ ମାନଙ୍କୁ ଛାଡି ଦେଲେ ଆଉ କାହାକୁ ଅନୁମତି ନାହିଁ। ସହରର ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଲାଗି ସହରକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ୫ ଜଣ ଅତିରିକ୍ତ ଏସପି, ୩୫ ପ୍ଲାଟୁନ ଫୋର୍ସ, ୨୩ ଡିଏସ୍ପି, ୪୧ରୁ ଅଧିକ ଇନ୍ସପେକ୍ଟର ଓ ୧୫୦ରୁ ଅଧିକ ଅଧିକାରୀ ମୁତୟନ ହୋଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ, ବଡ଼ଦାଣ୍ଡ ଓ ପୁରୀ ପ୍ରବେଶ ପଥରେ ୧୫ଟି ସିସିଟିଭି କ୍ୟାମେରା ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ଜୀବନ ଯୁଦ୍ଧରେ ହାରିଗଲେ ଇରଫାନ୍

ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ବଲିଉଡରେ ଲୋକପ୍ରିୟ ଅଭିନେତା ଇରଫାନ୍ ଖାନ୍ । ୫୩ ବର୍ଷ ବୟୟରେ ତାଙ୍କର କୋକିଲା ବେନ୍ ହସ୍ପିଟାଲରେ ପରଲୋକ ହୋଇଛି ।

Featured Video Play Icon

କାହିଁକି ରାମରୁ ରାମଚନ୍ଦ୍ର

ଥରେ ଦୁଷ୍ଟ ଦାନବ ମାନଙ୍କ ଅତ୍ୟାଚାରରେ ଅତିଷ୍ଟ ହୋଇ ପଡିଲେ ଦେବତା ଓ ଋଷି ଗଣ । ଏହାର ସମାଧାନ ପାଇଁ ସେମାନେ ଭଗବାନ ବିଷ୍ଣୁଙ୍କୁ...

Featured Video Play Icon

ଫାଇନାଲ ପରୀକ୍ଷାକୁ ନେଇ ଛାତ୍ରୀଛାତ୍ରଙ୍କ ପ୍ରତିକ୍ରିୟା

କରୋନା କଟକଣାକୁ ନେଇ ଚଳିତ ଶିକ୍ଷା ବର୍ଷରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାକୁ ନେଇ ଅନେକ ସମସ୍ୟା ସୃଷ୍ଟି ହୋଇଛି । ସରକାରଙ୍କ ପକ୍ଷରୁ କେତେବେଳେ...

Featured Video Play Icon

Newly elected BJD MPs meet Naveen

Newly elected BJD MPs met party president Naveen Patnaik Sunday. Aska MP Pramila Bisoyi and Bhadrak MP Manjulata Mandal...

Featured Video Play Icon

ଭାରତରେ ଜହ୍ନ ରାଇଜ

କଶ୍ମୀରରେ ରହିଛି ଏମିତି ଏକ ସ୍ଥାନ ଯାହାକି ଜହ୍ନ ରାଇଜ ଠାରୁ କିଛି କମ୍ ନୁହେଁ। ଏହି ସ୍ଥାନ ମୁନ୍‌ଲ୍ୟାଣ୍ଡ ଭାବେ ପରିଚିତ। ପ୍ରତିବର୍ଷ ହଜାର...

Featured Video Play Icon

ସାନ୍ତା କିଏ ?

ଆଜି ଖ୍ରୀଷ୍ଟମାସ୍ । ଇଂରାଜୀ ନବବର୍ଷର ଠିକ୍ ସପ୍ତାହକ ପୂର୍ବରୁ ଏହି ତାରିଖରେ ସାରା ବିଶ୍ୱରେ ବଡଦିନ ପର୍ବ ବେଶ୍ ଜାକଜକମରେ ପାଳିତ ହୋଇଥାଏ ।...

Featured Video Play Icon

ରାଜଧାନୀରେ ଖୋଲିଲା ସିନେମା ହଲ

କରୋନା କଟକଣା ଯୋଗୁ ଦୀର୍ଘ ମାସ ଧରି ଭୁଶୁଡ଼ି ପଡ଼ିଥିବା ସିନେମା ଶିଳ୍ପ ପୁଣି ଥରେ ଅଣ୍ଟା ସଳଖି ଛିଡ଼ା ହେବାକୁ ଚେଷ୍ଟା କରିଛି। ୯...

Featured Video Play Icon

ଲକଡାଉନରେ ଘରେ ଇଦ୍ ପାଳନ

ଆଜି ପବିତ୍ର ଇଦ୍ ଉଲ୍ ଫିତର । ଇସଲାମ ଧର୍ମାବଲମ୍ବୀଙ୍କ ବଡ ପର୍ବ ଇଦ୍ ଉଲ୍ ଫିତର। ସାରା ଦେଶରେ ଉଲ୍ଲାସର ସହ ପାଳନ ହେଉଛି...

Advertisement
Archives

Model This Week