Video

ବନ୍ଦ ହେବକି ସୋସିଆଲ୍ ମିଡିଆ !

ଭାରତରେ ଫେସବୁକ୍, ଟ୍ୱିଟର, ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମ୍ ଭଳି ସୋସିଆଲ ମିଡିଆ କମ୍ପାନୀ କାମ କରିବା ବନ୍ଦ କରିବେ କି? ଏନେଇ ୟୁଜର୍ସଙ୍କ ଗହଣରେ ଖୁବ୍ ଚର୍ଚ୍ଚା ହେଉଛି ।

ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ

ବାଲେଶ୍ୱରରେ ବାତ୍ୟା ୟାସ୍ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବାତ୍ୟା ଚାଲିଯିବା ପରେ ଏବେ ରିଲିଫ ଓ ଉଦ୍ଧାର କାମକୁ ଜୋରଦାର କରିଛି ଜିଲା ପ୍ରଶାସନ। ବିଭିନ୍ନ ସ୍ଥାନରେ ବଡ ବଡ ଗଛସବୁ ଉପୁଡି ପଡିବା ସହ ବିଦ୍ୟୁତ ଖୁଣ୍ଟ...

ବାହାନଗାରୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ

ବାଲେଶ୍ୱର ଜିଲାରେ ତାଣ୍ଡବ ରଚିଯାଇଛି ବାତ୍ୟା ୟାସ୍। ଜିଲାର ବାହାନାଗା ବ୍ଲକ ରୂପଖଣ୍ଡ ଗାଁର ଏହି ଦୃଶ୍ୟ ଆପଣ ଦେଖୁଛନ୍ତି। ଯେଉଁଠି ଲ୍ୟାଣ୍ଡଫଲ କରିଥିଲା ବାତ୍ୟା ୟାସ୍ । ବଡ ବଡ ଗଛ ଉପୁଡିବା ସହ ଘର ଦ୍ୱାର ଭାଙ୍ଗି...

ଭାଇଜାଗରୁ ଆସିଲା ଜେନେରେଟର

ବାତ୍ୟା ୟାସ୍ ର ମୁକାବିଲା ପାଇଁ ଭାଇଜାଗରୁ ଭୁବନେଶ୍ୱର ଆସିଛି ୩୦ ଟି ଜେନେରେଟର । ଏହି ସବୁ ଜେନେରେଟର ଗୁଡିକ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଖୁବ୍ ଶୀଘ୍ର ପଠାଯିବ ।

ବାଲେଶ୍ୱରରେ ବାତ୍ୟା ବିତ୍ପାତ, ଘରେ ଘରେ ପଶିଲା ପାଣି

ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଏହାର ପ୍ରଭାବରେ ପବନର ବେଗ ଅଧିକରୁ ଅଧିକ ହେବାରେ ଲାଗିଛି । ବାଲେଶ୍ୱର ଚାନ୍ଦୁପୁର ଅଂଚଳରେ ସୋନପୁର ୧୦ ନଂ ୱାର୍ଡରେ ଥିବା ଘର ଗୁଡିକରେ ପାଣି ପଶିଛି ।...

ବାତ୍ୟା ୟାସ୍ ପ୍ରଭାବରେ ୨ମୃତ

ବାତ୍ୟା ୟାସ୍ ପ୍ରଭାବରେ ରାଜ୍ୟରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କେନ୍ଦୁଝର ଜିଲାରେ ଗଛ ଡାଳ ପଡି ଜଣଙ୍କର ମୃତ୍ୟୁ ହୋଇଛି । ସେପଟେ ବାଲେଶ୍ୱର ଜିଲା ରେଲୱେ କଲୋନୀରେ ଗଛ ପଡି ୨୨ ବର୍ଷୀୟ...

ବାଲେଶ୍ୱରରେ ବାତ୍ୟା ୟାସ୍ ର ତାଣ୍ଡବ

ବାଲେଶ୍ୱର ଜିଲାରେ ବାତ୍ୟାର ତାଣ୍ଡବ ଆରମ୍ଭ କରି ଦେଇଛି । ଆଉ ମାତ୍ର କିଛି ସମୟ ମଧ୍ୟରେ ବାତ୍ୟା ୟାସ୍ ସ୍ଥଳ ଭାଗ ଛୁଉଁଥିବା ବେଳେ ଇଏ ତା ପୂର୍ବର ଦୃଶ୍ୟ । ଚାନ୍ଦିପୁରରେ ସମୁଦ୍ର ଜୁଆର ଅଧିକ ଜୋରରେ...

ବାଲେଶ୍ୱରରେ ବଢିଲା ପବନ

ବାତ୍ୟା ୟାସ୍ ସ୍ଥଳ ଭାଗ ଛୁଇଁବାକୁ ଆଉ ମାତ୍ର କିଛି ସମୟ ବାକି ରହିଥିବା ବେଳେ , ବାଲେଶ୍ୱରରେ ତାର ତାଣ୍ଡବ ଆରମ୍ଭ କରି ଦେଇଛି । ବଡବଡ ଇଲେକ୍ଟ୍ରିକ ଖୁଣ୍ଟ ଓ ଗଛ ମଧ୍ୟ ଭାଙ୍ଗି ପଡିଲାଣି ।...

ବଢୁଛି ଜୁଆର

ବାତ୍ୟା ୟାସ ଏବେ ଉପକୂଳ ଆଡକୁ ମାଡି ଆସୁଛି। ଉପକୂଳ ଜିଲାରେ ତାର ପ୍ରଭାବ ଆରମ୍ଭ କରି ଦେଲାଣି। ବାଲେଶ୍ୱର ଚାନ୍ଦିପୁରରେ ଜୁଆର ମାଡି ଆସୁଛି। ଦେଖନ୍ତୁ କିଭଳି ରହିଛି ସ୍ଥିତି।  

ସବୁ ବ୍ୟବସ୍ଥା ହୋଇଛି

ବାଲେଶ୍ୱରରେ ପ୍ରଶାସନ ପକ୍ଷରୁ କିଭଳି ବ୍ୟବସ୍ଥା ହୋଇଛି, ତା’ର ତଦାରଖ କରିବା ପାଇଁ ବାଲେଶ୍ୱରରେ ପହଞ୍ଚିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର। ଶୁଣନ୍ତୁ କ’ଣ କହୁଛନ୍ତି ମନ୍ତ୍ରୀ ? କ’ଣ ସବୁ ବ୍ୟବସ୍ଥା ହୋଇଛି ବାତ୍ୟା ୟାସ୍ ପାଇଁ...

ବାତ୍ୟା ୟାସ: ଅଶାନ୍ତ ସମୁଦ୍ର

ସାମୁଦ୍ରିକ ବାତ୍ୟା ୟାସକୁ ନେଇ ଅଶାନ୍ତ ରହିଛି ସମୁଦ୍ର। ତେବେ ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲାର ଉପକୂଳରେ ସମୁଦ୍ର ଅଧିକ ଅଶାନ୍ତ ରହିବା ନେଇ ଆକଳନ କରିଛି ଆଇଏମଡି। ବାଲେଶ୍ୱରରେ ସମୁଦ୍ରରୁ ୨ରୁ ୪ ମିଟର ଜୁଆର ଉଠିବା...

ବାତ୍ୟା ୟାସ୍, ଓଡ଼ିଶା ପାଇଁ ବଢିଲା ବିପଦ

ଓଡ଼ିଶା ପାଇଁ ବଢିଲା ବିପଦ । ବାଲେଶ୍ୱର-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ୟାସ୍ । ଆସନ୍ତାକାଲି ମଧ୍ୟହ୍ନରେ ଲ୍ୟାଣ୍ଡଫଲ କରିବା ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ତେବେ ଆଜି ଭେରୀ ସିଭିୟର ସାଇକ୍ଲୋନର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri