ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ
ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ପଦକ । ଆଉ ଦେଶ ପାଇଁ ଏହି ଗୌରବ ଆଣିଛନ୍ତି ମୀରାବାଈ ଚାନୁ । ସେ ଭାରୋତ୍ତୋଳନରେ ୪୯ କେଜି ବର୍ଗରେ ଜିତିଛନ୍ତି ରୋପ୍ୟ ପଦକ । ସେପଟେ ଟୋକିଓ ଅଲିମ୍ପକ୍ସରେ ବିଜୟରୁ ଅଭିଯାନ…
ତାଣ୍ଡବ କରୁଛି ବର୍ଷା
କଥାରେ ଅଛି ପ୍ରକୃତି ଯେତେବେଳେ ତାଣ୍ଡବ ରଚିବା ଆରମ୍ଭ କରିଦିଏ । ଦୁନିଆର ସବୁ ଶକ୍ତି ତା ଆଗରେ ହାର୍ ମାନିଯାଏ । ମଣିଷର ଆଧୁନିକ ଆବିଷ୍କାର ଓ ବିଜ୍ଞାନ ବି ହାରିଯାଏ ପ୍ରକୃତି ପାଖରେ । କାରଣ ପ୍ରକୃତି ସହ…
ମହିଳାଙ୍କୁ ମାଡି ବସିଲେ ପୋଲିସ ବାବୁ
ଉତ୍ତରପ୍ରଦେଶ ଦେହାତ ପୋଲିସର ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ଜଣେ ପୋଲିସ କର୍ମଚାରୀ ଜଣେ ମହିଳାଙ୍କ ଉପରେ ମାଡି ବସିଛନ୍ତି । ଏହି ସମୟର ଏକ ଫଟୋକୁ ସମାଜବାଦୀ…
ରାଜଧାନୀରେ ଖୋଲିଲା ପାର୍ଲର
କରୋନା ସଂକ୍ରମଣ କମିବା ପରେ ରାଜ୍ୟରେ ଲକଡାଉନ କୋହଳ କରାଯାଇଛି । ଆଜିଠୁ ରାଜ୍ୟରେ ଖୋଲିଛି ବିୟୁଟି ପାର୍ଲର ଓ ସ୍ପା । ଦିର୍ଘ ଦିନ ଧରି ବନ୍ଦ ରହିବା ପରେ ପାର୍ଲର ଓ ସ୍ପା ଖୋଲିବାକୁ ସରକାରଙ୍କ ନିକଟରେ ଦାବି…
ଖୋଲିଲା ଜିମ୍
ରାଜ୍ୟରେ ଲକ୍ଡାଉନ୍ ସାମାନ୍ୟ କୋହଳ ହେବା ନେଇ ଗାଇଡଲାଇନ୍ ଆସିବା ପରେ ଆଜିଠାରୁ ପ୍ରାୟ ସବୁକିଛି ଟିକେ ଚଳଚଞ୍ଚଳ ହୋଇପଡିଛି । ଦୀର୍ଘଦିନ ପରେ ଗାଇଡଲାଇନ୍ ସହିତ ଖୋଲିଛି ଜିମ୍ । ଆଜି ପ୍ରଥମ ଦିନରେ ଜିମ୍ ରେ ପୂର୍ବଭଳି ଭିଡ…
ବସ୍ ଚାଲିବାକୁ ଲକ୍ଷେ ଟଙ୍କା ଦରକାର
ଲକ୍ଷେ ଟଙ୍କା ନହେଲେ ବସ୍ ଚାଲିବନି । ସରକାରଙ୍କ ନିକଟରେ ଆମେ ଦାବି ରଖିବୁ । ଦାବି ନମାନିଲେ ବସ୍ ଗୁଡିକ ଖତ ହେବ । ବସ୍କୁ ରାସ୍ତାରେ ଚଳାଇବା ପାଇଁ ଲକ୍ଷାଧିକ ଟଙ୍କା ଦରକାର । ସରକାର ବସ୍ ପ୍ରତି…
୨୪ଘଣ୍ଟାରେ ପୃଥିବୀରେ ମାଡ ହେବ ସୌରଝଡ!
ଶକ୍ତିଶାଳୀ ସୌରଝଡ ଦ୍ରୁତ ଗତିରେ ପୃଥିବୀ ଆଡକୁ ମାଡି ଆସୁଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଯେକୌଣସି ସମୟରେ ପୃଥିବୀକୁ ମାଡ କରିବା ଆକଳନ କରାଯାଉଛି । ଏହାର ପ୍ରଭାବରେ ସାଟେଲାଇଟ୍, ଜିପିଏସ୍ ନାଭିଗେଶନ, ମୋବାଇଲ ଫୋନ୍ ସିଗନାଲ…
ଆଗେଇ ଚାଲିଛି ନନ୍ଦିଘୋଷ
ବହୁ ପ୍ରତିକ୍ଷାର ଅନ୍ତ ଘଟିଛି । ଶେଷରେ ଭାଇ ଭଉଣୀଙ୍କ ପଛେ ପଛେ ମହାପ୍ରଭୁଙ୍କ ରଥଟଣା ଆରମ୍ଭ ହୋଇଛି । ଆଗେଇ ଚାଲିଛି ନନ୍ଦିଘୋଷ ରଥ । ଭକ୍ତଙ୍କ ଭାବରେ ବନ୍ଧା କାଳିଆ ଠାକୁର । ଠାକୁରଙ୍କ ଏହି ଲୀଳା ପାଇଁ…
ଗଡିଲା ଭଉଣୀ ସୁଭଦ୍ରାଙ୍କ ରଥ | Rath Yatra 2021 | Dharitri Live
ନୀତି ସମ୍ପର୍ଣ୍ଣ ହେବା ପରେ , ଆଗେଇ ଚାଲିଛି ସୁଭଦ୍ରାଙ୍କ ଦର୍ପଦଳନ ରଥ । ଘଣ୍ଟର ଘରଘର ନାଦରେ ରଥକୁ ଆଗେଇ ନେଉଛନ୍ତି ସେବାୟତ । ବଳଭଦ୍ରଙ୍କ ରଥ ଆଗରେ ରହିଥିବା ବେଳେ ତାଙ୍କ ପଛକୁ ରହିଛି ଭଉଣୀ ସୁଭଦ୍ରାଙ୍କ ରଥ…
ଗଡିଲା ତାଳଧ୍ୱଜ ରଥ
ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଗଡିଲା ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ । କୋଭିଡ କଟକଣା ସହିତ ସେବାୟତ ମାନେ ରଥକୁ ଟାଣିଟାଣି ନେଉଛନ୍ତି । ସମସ୍ତ ନୀତିକାନ୍ତି ଶେଷ ହେବା ପରେ ବଡଭାଇଙ୍କ ରଥ ଗଡିଛି ଶ୍ରୀଗୁଣ୍ଡିଚା ମନ୍ଦିର…
ଯେଉଁଠି ନାଚିଲେ ଜଗା ଦେଖିବ
୩୫ ବର୍ଷ ହେଲା ମୁଁ ପହଣ୍ଡି ବିଜେରେ ନୃତ୍ୟ କରି ଆସୁଛି । କୋଭିଡ୍ କଟକଣା ପାଇଁ ମୁଁ ନାଚି ପାରୁନି । ବିଶ୍ୱାସ ଅଛି ମୁଁ ଯେଉଁଠି ନୃତ୍ୟ କଲେ ମଧ୍ୟ ସେ ଦେଖି ପାରିବେ । ସେ ପରା…
ମହାବାହୁଙ୍କ ଘୋଷଯାତ୍ରା: ଛେରାପହଁରା କରିବେ ଗଜପତି
ପହଣ୍ଡି ଶେଷ ହେବା ପରେ ରଥାରୁଢ ହୋଇଛନ୍ତି ତିନି ଠାକୁର। ଦେବଦଳନରେ ଦେବୀ ସୁଭଦ୍ରା, ତାଳଧ୍ୱଜରେ ବଳଭଦ୍ର ଓ ନନ୍ଦିଘୋଷରେ କାଳିଆ ଠାକୁର। ଏବେ ଆରମ୍ଭ ହେବ ଛେରାପହଁରା ନୀତି। ମହାବାହୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବାବା ଭୈରବ। ବିଶ୍ୱବାସୀଙ୍କୁ ମହାସଙ୍କଟରୁ…

