Posted inVideo

ତୃତୀୟ ଲହର ପାଇଁ ଦାୟୀ ହେବେ କିଏ ?

Featured Video Play Icon

ଗତ ଦେଢ ବର୍ଷରୁ ଅଧିକ ସମୟ ହେଲାଣି କରୋନା ମହାମାରୀ ସହିତ ଲଢେଇ କରୁଛି ବିଶ୍ୱ । ପ୍ରଥମ ଓ ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହରକୁ ନେଇ ବଢୁଛି ଚିନ୍ତା । ଦେଶରେ ମହାମାରୀର ପ୍ରଥମ ଅପେକ୍ଷା ଦ୍ୱିତୀୟ ଲହରରେ ଅଧିକ ପ୍ରଭାବ ଦେଖିବାକୁ ମିଳିଛି । ପ୍ରଥମ ଲହରରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଏତେ ମାତ୍ରାରେ ସଂକ୍ରମିତ ଗୁରୁତର ହେଉନଥିଲେ । ମାତ୍ର ଦ୍ୱିତୀୟ ଲହରରେ ଏବେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ସହିତ ଗୁରୁତରଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ବିବାହର ୨୭ବର୍ଷ ପରେ ଛାଡପତ୍ର

ବିବାହର ୨୭ବର୍ଷ ପରେ ଛାଡପତ୍ର

Featured Video Play Icon

୧୫ ବର୍ଷ ପରେ ଅଲଗା ହେଲେ ଆମୀର-କିରଣ

ଆଜିର ଏପିସୋଡରେ ଦେଖିବା : *୧୫ ବର୍ଷ ପରେ ଅଲଗା ହେଲେ ଆମୀର-କିରଣ *ଟ୍ରୋଲ ହେଲେ ମନ୍ଦିରା *ୟାମୀଙ୍କୁ ଇଡିର ସମନ *‘ବେଲ ବଟମ୍‌’କୁ ୩୦...

Featured Video Play Icon

ସରକାରଙ୍କ ତଥ୍ୟ କେତେ ସତ୍ୟ

ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିଦିନ ସରକାରଙ୍କ ଖବରଜାତା ସମ୍ମିଳନୀରେ ସୂଚନା ଦିଆଯାଉଛି । କରୋନା ସ୍ଥିତି ଉପରେ ରାଜ୍ୟ ସରକାର ଦେଉଥିବା ପ୍ରତ୍ୟେକ ସୂଚନାକୁ...

Featured Video Play Icon

Jaga-Kalia return back home । ଏସସିବିରେ ଜଗା-କାଳିଆ

After getting medically treated for 2 years at Delhi, conjoined twins from Kandhamal return back to the state. Following...

Featured Video Play Icon

Get well soon Dhawan

Wishes continue to pour in for Indian opener Shikhar Dhawan after he was ruled out of the World Cup...

Featured Video Play Icon

କେନ୍ଦ୍ରର ନୂଆ ଶିକ୍ଷାନୀତି: ୧୦+୨ ଢାଞ୍ଚା ବଦଳରେ ୫+୩+୩+୪

କେନ୍ଦ୍ର କ୍ୟାବିନେଟ୍ ଆଜି ନୂଆ ଶିକ୍ଷାନୀତି ୨୦୨୦ କୁ ମଂଜୁରୀ ଦେଇଛନ୍ତି । ପ୍ରାୟ ୩୪ ବର୍ଷରେ ପ୍ରଥମ ଥରପାଇଁ ଦେଶରେ ଶିକ୍ଷାନୀତିରେ ପରିବର୍ତ୍ତନ ଅଣାଯାଇଛି।...

Featured Video Play Icon

ଭୁବନେଶ୍ୱରରେ ଅର୍ଗାନିକ୍ ଫେୟାର । Organic Fair held at Bhubaneswar

ଆଧୁନିକ ସମାଜରେ ସ୍ବାସ୍ଥ୍ୟ ସଚେତନାର ଲକ୍ଷ୍ୟ ନେଇ ଭୁବନେଶ୍ୱରରେ ଥିବା ‘ଦ ପ୍ରେସ କ୍ଳବ ଅଫ ଓଡ଼ିଶା’ ପକ୍ଷରୁ ଆୟୋଜିତ ହୋଇଛି ଅର୍ଗାନିକ୍ ଫେୟାର। ଯେଉଁଥିରେ...

Featured Video Play Icon

ଆସିଲା CBSE ଦଶମ ରେଜଲ୍ଡ , ବାଜି ମାରିଲେ ଝିଅ

ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଆଜି ପ୍ରକାଶ ପାଇଛି। ଛାତ୍ରୀଛାତ୍ରମାନେ cbseresults.nic.in ଜରିଆରେ ନିଜର ରେଜଲ୍ଟ ଜାଣିପାରିବେ। ଏଥର ମୋଟ ପାସହାର ୯୧.୪୬% ରହିଛି।...

Advertisement
Archives

Model This Week