Video

ଘରେ ପାଳନ କରନ୍ତୁ ସ୍ୱାଧୀନତା ଦିବସ

ବନ୍ଦେମାତରମ୍ ସଂଗଠନ ପକ୍ଷରୁ ଦେଶାତ୍ମକ ପଥପ୍ରାନ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଘରେ ପାଳୁଥିବା ପର୍ବପର୍ବାଣୀ ଭଳି ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ନିବେଦନ କରିଛନ୍ତି ।

ଆକ୍ସନ ମୋଡରେ ଏସଟିଏଫ

ନିଶା ବେପାର ଚୋରା ଚାଲାଣର ହବ୍ ପାଲଟିଛି ରାଜଧାନୀ ଭୁବନେଶ୍ୱର । ଏକ କଣ୍ଟେନରରେ ମଧ୍ୟପ୍ରଦେଶକୁ ୨୦ କିଲୋ ଅଫିମ ଚୋରା ଚାଲାଣ ହେଉଥିବା ବେଳେ ଆଜି ଏନସିବି ଏହାକୁ ମାଡି ବସିଛି । ଅନ୍ୟପଟେ ଏସଟିଏଫ୍ ଜବତ କରିଛି କୋଟିଏ…

ହକି ଖେଳାଳୀଙ୍କୁ ଅଢେଇ କୋଟି

ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିଥିବା ୪ଓଡ଼ିଆ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରୁ ଭାରତୀୟ ହକି ଟିମରେ ଥିବା ୨ଜଣ ପୁରୁଷ ହକି ଖେଳାଳି ଏବଂ ୨ଜଣ ମହିଳା ହକି ଖେଳାଳିଙ୍କୁ କଳିଙ୍ଗ ଷ୍ଟାଡିୟମରେ…

ରାଜଭବନ ସମ୍ମୁଖରେ ଧାରଣା

ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ନେଇ ଏକାଠି ହୋଇଛନ୍ତି ପଶ୍ଚିମ ଓଡ଼ିଶାର ଭାଜପା ବିଧାୟକ ଓ ନେତା । ପଶ୍ଚିମ ଓଡ଼ିଶା ପ୍ରତି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଆହ୍ୱାନ ଦେଇଛନ୍ତି ।

ଚାଷୀ ପୁଅ ନୀରଜଙ୍କ ଅଲିମ୍ପିକ୍ସ ଯାତ୍ରା. . .

ଟୋକିଓ ଅଲିମ୍ପିକ୍ସରେ ଜାଭଲିନ୍ ଥ୍ରୋରେ ଭାରତ ପାଇଁ ପ୍ରତିନିଧୀତ୍ୱ କରି ସ୍ୱର୍ଣ୍ଣ ଜିତିଥିବା ନୀରଜ ଚୋପ୍ରା ଏବେ ୧୩୫କୋଟି ଭାରତୀୟଙ୍କ ଲାଗି ଗର୍ବ । ଅଲିମ୍ପିକ୍ସ ଇତିହାସରେ ଭାରତକୁ ଏଯାବତ କେବଳ ୯ଟି ସ୍ୱର୍ଣ୍ଣ ପଦକ ମିଳିଥିଲା, ନୀରଜ ସ୍ୱର୍ଣ୍ଣ ଜିତିବା…

ପୁନଃ ନିଯୁକ୍ତି ଦାବିରେ ଆତ୍ମହୁତି ଉଦ୍ୟମ

ଓସେପା କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଛଟେଇ କମ୍ପ୍ୟୁଟର ଶିକ୍ଷକ ଧାରଣା ଦେବା ସହ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଛଟେଇ ଶିକ୍ଷକ ମାନେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୋଲିସ ପହଂଚି ଅଟକାଇଥିଲା ।

୨୫ ଲୋକରେ କି ହେବ, ହାତ ମଳିମଳି ଜୀବନ ଯିବ

ରାଜରାସ୍ତାରେ ଥୁଆ ହୋଇଛି ହାଣ୍ଡି, ଡେକିଚି, କଢେଇ । ପେଟପାଟଣା ପାଇଁ ରାଜଧାନୀରେ ଚାଲିଛି ଜୋରଦାର ବିକ୍ଷୋଭ ପ୍ରଦର୍ଶନ । ଦୀର୍ଘ ୨ ବର୍ଷ ଧରି ବେକାର ବସିବା ପରେ ଶେଷରେ ସ୍ଥିତି ଅସମ୍ଭାଳ ହେବାରୁ ଆଜି ଭୁବନେଶ୍ୱର ଲୋୟର ପିଏମଜିରେ…

ଶେଷ ହେଲା ଟୋକିଓ ଅଲିମ୍ପିକ୍ସ

ଜାପାନର ଟୋକିଓରେ ଚାଲିଥିବା ଅଲିମ୍ପିକ୍ସ ୨୦୨୦ର ଆଜି ସମାପନ ସାମରୋହ ଅନୁଷ୍ଠିତ ହୋଇଯାଇଛି । ଆଜି ଉଦଯାପନୀ ଉତ୍ସବରେ ଭାରତୀୟ ଖେଳାଳୀ ବଜରଙ୍ଗ ପୁନିଆ ଭାରତୀୟ ଦଳର ନେତୃତ୍ୱ ନେବା ସହିତ ତ୍ରିରଙ୍ଗା ଧରିଥିଲେ । ସମାପନ ସମାରୋହରେ ୧୦ ଭାରତୀୟ…

ନୀରଜ ଜିତିଲେ ସ୍ୱର୍ଣ୍ଣ ପଦକ

ଅଲିମ୍ପିକ୍ସରେ ପୁଣି ବଢିଲା ଭାରତର ପଦକ ସଂଖ୍ୟା । ଟୋକିଓରେ ସ୍ୱର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା । ଆଜି ଟୋକିଓ ଅଲିମ୍ପିକ୍ସର ୧୬ ତମ ଦିନରେ ଜାଭଲିନ୍ ଥ୍ରୋର ଫାଇନାଲ ଖେଳାଯାଇଥିଲା । ଯେଉଁଥିରେ ସମସ୍ତ ଖେଳାଳିଙ୍କୁ ପଛରେ ପକାଇ…

କେତେ ସତ ଶତପ୍ରତିଶତ ଟିକାକରଣ ?

ଏଇ ନିକଟରେ ବିଏମସି ପକ୍ଷରୁ ଦୃଢକ୍ତି ପ୍ରକାଶ କରାଯାଇଥିଲା ଭୁବନେଶ୍ୱରରେ ଶତପ୍ରତିଶତ ଟିକାକରଣ ହୋଇ ସାରିଛି । ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ସମସ୍ତେ ଟିକା ନେଇ ସାରିଛନ୍ତି । ତେବେ ଆସନ୍ତୁ ଦେଖିବା ଟିକାକରଣ ନେଇ ହୋଇଥିବା ଦାବିରେ କେତେ…

ଶିକ୍ଷକ ପ୍ରାର୍ଥୀ ଖରାରେ ଆଣ୍ଠେଇଲେ

ଉଚ୍ଚ ବିଦ୍ୟାଳୟରେ ୭ ବର୍ଷ ଧରି ଖାଲି ପଡିଥିବା ହିନ୍ଦି, ସଂସ୍କୃତ ଓ କ୍ରୀଡା ଶିକ୍ଷକ ପଦବୀ ପୂରଣ ପାଇଁ ଓ.ଏସ.ଏସ.ଟି.ଇ.ଟି ପାସ ଅଣନିଯୁକ୍ତ ଆଶାୟୀ ପ୍ରାର୍ଥୀମାନେ, ବିଧାନସଭା ସମ୍ମୁଖ ଗାନ୍ଧୀ ମାର୍ଗରେ ଅଭିନବ ଉପାୟରେ ଧାରଣା ଦେଇଥିଲେ । ତତଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?